Swastik Tv News Odisha

ମାଳିକା ର ବିଶେଷ ଚେତାବନୀ ! ବହୁତ୍ ଜଲଦି ଘଟିବ ଏହି ଘଟଣା, ଆଉ ୪ ଦିନ ବାକି ରହିଲା….

0

ବନ୍ଧୁଗଣ ମାଳିକା ରେ ଯେଉଁ ସବୁ ବିଶେଷ ପ୍ରସଙ୍ଗ ସବୁ ରହିଛି ତାକୁ ଆମେ ଗୋଟିଏ ପରେ ଗୋଟେ କଭର୍ କରି ଆପଣଙ୍କ ସମ୍ମୁଖକୁ ଆଣିବା ପାଇଁ ଚେଷ୍ଟା କରି ଚାଲିଛୁ। ଆମେ ଆପଣଙ୍କୁ ଅନେକ ସମୟରେ ଅନେକ ଏମିତି କଥା, ସ୍ଥାନ ବିଷୟରେ କହିଥାଉ ଫଳରେ ଆପଣ କିଛି ମାଳିକା ବର୍ଣ୍ଣିତ ସ୍ଥାନ ଏବଂ ମାଳିକା ର ଭକ୍ତ ମାନଙ୍କ ବିଷୟରେ ଜାଣିବାର ସୁଯୋଗ ପାଉଛନ୍ତି ଏବଂ ଅନେକ ନୂଆ ନୂଆ କଥା ମଧ୍ୟ ସେମାନଙ୍କ ଠାରୁ ଜାଣୁ ଛନ୍ତି। ତେବେ ଅନେକ ଥର ଭଳି ପୁଣିଥରେ ମାଳିକାର ଏକ ବିଶେଷ କଥା ଉପରେ ଗୁରୁତ୍ବ ଆରୋପ କରି ଜନସାଧାରଣ ଙ୍କ ସଚେତନତା ନିମନ୍ତେ ମାଳିକା ବର୍ଣ୍ଣିତ ତଥ୍ୟ କୁ ଆଲୋଚନା କରିବା।

ଯାହା ବାସ୍ତବରେ ଏକ ଗୁରୁତ୍ବପୂର୍ଣ୍ଣ ଏବଂ ମହତ୍ କଥା ଉପରେ ପର୍ଯ୍ୟବେଶିତ ଅଟେ।ଏହା ସତ ଯେ ମାଳିକା ରେ ରେ ଦୀର୍ଘ ବର୍ଷ ପୂର୍ବେ ଅନେକ ଜିନିଷ ଏମିତି ବର୍ଣ୍ଣିତ ହୋଇଛି ଯାହା ବର୍ତ୍ତମାନ ଏବଂ ଆଗାମୀ ଭବିଷ୍ୟତ ମାନଙ୍କରେ ସତ ଘଟିବା ପାଇଁ ଯାଉଛି ଏବଂ ଘଟୁଛି ମଧ୍ୟ। ଯଦିଓ ଏହାକୁ ଅନେକ ମାନିବାକୁ ରାଜି ନାହାଁନ୍ତି ତଥାପି ବି ଏହି ଘଟଣା ସବୁ ସତ। ଏହାକୁ ବୁଝି ବିଚାରି ନିଜକୁ ସତର୍କ କରାଇବା ସହ ନିଜ କର୍ମକୁ ଠିକ୍ କରିବା ଆବଶ୍ୟକ। ତେବେ ଆମେ ଆଜି ଏକ ବିଶେଷ କଥା ଆପଣଙ୍କୁ କହିବାକୁ ଯାଉଛୁ। ଆଜି ହେଉଛି ୮ ତାରିଖ ଆଉ କିଛି ଦିନ ଭିତରେ ଅର୍ଥାତ୍ ୧୧ ତାରିଖ ଭିତରେ ଏକ ବଡ ଶକ୍ତିଶାଳୀ ଉଲକା ପିଣ୍ଡ ପୃଥିବୀ ର କକ୍ଷଦେଇ ଅତିକ୍ରମ କରିବ।

ଯାହା ଫ୍ରାନ୍ସ ର ଆଇଫଲ ଟାୱାର ଠାରୁ ମଧ୍ଯ ବଡ।ତେବେ ଏ ବିଷୟରେ ମାଳିକା ରେ କିଛି ବର୍ଣ୍ଣିତ ରହିଛି କି? ଆସନ୍ତୁ ଜାଣିବା ସେ ବିଷୟରେ କାହ୍ନୁ ବାବା କଣ କହୁଛନ୍ତି। ବାବାଙ୍କ ମତରେ ଅନେକ ବାର ଏମିତି ଉଲକାପିଣ୍ଡ ଆସିଛି।ଏହା ଏକ ଭଲ ସଂକେତ ନୁହେଁ। ଏହା ହେବା ଦ୍ଵାରା ଏହି ସମୟ ରେ କୌଣସି ଇଣ୍ଟରନେଟ କାମ କରିବ ନାହିଁ। ବ୍ୟାଙ୍କିଙ୍ଗ ସିଷ୍ଟମ କାମ କରିବ ନାହିଁ, ମୋବାଇଲ୍ ହାତରେ ଖେଳନା ହେବ, ସାଟେଲାଇଟ୍ କିଛି କାମ କରିବ ନାହିଁ। ଏସବୁ ଆଗକୁ ଘଟିବ ବୋଲି ସେ କହୁଛନ୍ତି।କିନ୍ତୁ ବର୍ତ୍ତମାନ ଯେଉଁ ଉଲକାପିଣ୍ଡ ହେବାକୁ ଯାଉଛି ଏଥିରେ ଏମିତି କିଛି ହେବ ନାହିଁ।

ଏଥିରେ କିଛି କ୍ଷତି ହେବ ନାହିଁ। କିନ୍ତୁ ଏହା ଏକ ଅଶୁଭ ସଂକେତ। ବାବା କହିଛନ୍ତି ଏବେ ସଂସାରକୁ ଭଲ ସମୟ ନାହିଁ। ସବୁ ଜିନିଷ ଅକାଲେ ଘଟିବ, ଅକାଳେ କୁହୁଡି ହେବ, ଦୁର୍ବିପାକ ହେବ। ଆଗକୁ ସମୟ ଏମିତି ଆସିବ, ଯାହା ବହୁତ୍ ବଡ ବିପଦ ଆଣିବ ଏବଂ ତାର ସମ୍ଭାବନା କୁ ଦେଖାଇବା ପାଇଁ ଏଭଳି ଅଶୁଭ ସଂକେତ ସବୁ ଏବେ ଦେଖିବାକୁ ମିଳୁଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.