Swastik Tv News Odisha

ମାସିକ ଧର୍ମ ସମାପ୍ତ ହବାର ତୁରନ୍ତ ପରେ Pregnant ହେବାର ୩ ଟି ଉପାୟ, 100% Conceive କରିବାର ଦାବା- Pregnancy Tips

0

ବିବାହ ପରେ ପ୍ରତ୍ୟେକ ମହିଳା ମା ହେବା ପାଇଁ ଇଚ୍ଛା ପ୍ରକାଶ କରିଥାନ୍ତି , ମା ହେବା ଦୁନିଆର ସୁନ୍ଦର ଅନୁଭବ ହୋଇଥାଏ । ଗୋଟିଏ ତାର ସନ୍ତାନକୁ 9 ମାସ ପର୍ଯ୍ୟନ୍ତ ଗର୍ଭରେ ଧାରଣ କରି ଅନେକ କଷ୍ଟ ଯନ୍ତ୍ରଣା ସହି ସନ୍ତାନକୁ ଜନ୍ମ ଦେଇଥାଏ । ବିବାହ ପରେ କେତେକ ମହିଳା ଶୀଘ୍ର ମା ହେବାକୁ ପସନ୍ଦ କରିଥାନ୍ତି । କେତେକ ଅସୁବିଧା ଯୋଗୁଁ ସେମାନେ ମା ହେବାରୁ ବଞ୍ଚିତ ହୋଇଥାନ୍ତି , ଅନେକ ଚେଷ୍ଟା ପରେ ମଧ୍ୟ ମା ହୋଇ ପାରନ୍ତି ନାହିଁ । ତେବେ ଆଜି ଆମେ ଆପଣ ମାନଙ୍କୁ କେତେକ ଉପାୟ ବିଷୟରେ ଜଣେଇବୁ , ଯାହା କରିବା ଦ୍ୱାରା ଆପଣ ମାନେ ଶୀଘ୍ର ମା ହେବାର ସୌଭାଗ୍ୟ ଅର୍ଜନ କରି ପାରିବେ । ତେବେ ଆସନ୍ତୁ ଜାଣିବା ସେହି ସବୁ ଉପାୟ ଗୁଡିକ ବିଷୟରେ ।

ଜଣେ ମହିଳା ଗର୍ଭବତୀ ହେବା ନ ହେବା ତାର ସହବାସ ଉପରେ ନିର୍ଭର କରିଥାଏ , ତେଣୁ ଆପଣ ମାନେ ସର୍ବଦା ଆପଣଙ୍କ ପିରିୟଡ୍ସ କୁ ମନେ ରଖିବା ଉଚିତ । ପିରିୟଡ୍ସ ର ଗୋଟିଏ ସପ୍ତାହ ପରେ ଆପଣ ମାନେ ଏହି 3 ଉପାୟ ସାହାର୍ଯ୍ୟରେ ଗର୍ଭବତୀ ହୋଇ ପାରିବେ ।

1. ପିରିୟଡ୍ସର ଗୋଟିଏ ସପ୍ତାହ ତଥା 7 ଦିନ ପରେ ଆପଣ ଆଶ୍ୱଗନ୍ଧା ପାଉଡରର ସେବନ କରନ୍ତୁ । ଏହାକୁ ସେବନ କରିବା ଦ୍ୱାରା ଓଭଲ୍ୟୁସନ କୁ ଭଲ କରିଥାଏ ଏବଂ ଗର୍ଭବତୀ ହେବାରେ ମଧ୍ୟ ସାହାର୍ଯ୍ୟ କରିଥାଏ । ତେଣୁ ଆପଣ ମାନେ ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ଅଳ୍ପ ଉଷମ କ୍ଷୀରରେ ଏକ ଚାମଚ ସତାବରୀ ଓ ଅଶ୍ୱଗନ୍ଧା ପାଉଡର ମିଶାଇ ସେବନ କରନ୍ତୁ । ଏହା ଆପଣଙ୍କୁ ଶୀଘ୍ର ଗର୍ଭବତୀ କରିବାରେ ସାହାର୍ଯ୍ୟ କରିଥାଏ ।

2. ମାନସିକ ଚିନ୍ତାରୁ ଦୂରେଇ ରୁହନ୍ତୁ , କାରଣ ଯଦି ଆପଣ ମାନସିକ ଚିନ୍ତାରେ ରହୁଥାନ୍ତି ତେବେ ଗର୍ଭବତୀ ହେବାରେ ବାଧା ଦେଖାଯାଏ । ତେଣୁ ସର୍ବଦା ଖୁସୀରେ ରହିବା ପାଇଁ ଚେଷ୍ଟା କରନ୍ତୁ ଏବଂ ମନକୁ ସର୍ବଦା ଶାନ୍ତ ରଖନ୍ତୁ । ଏହା ବ୍ୟତୀତ ଆପଣ ମାନେ ପ୍ରତିଦିନ କିଛି କିଛି ଯୋଗାସନ ଅଭ୍ୟାସ ରଖନ୍ତୁ ଏବଂ ପୁଷ୍ଟିକର ଜାତୀୟ ଖାଦ୍ୟ ସେବନ କରନ୍ତୁ ।

3. ତୃତୀୟରେ ନିଜର ଖାଦ୍ୟପେୟ ଉପରେ ଅଧିକ ଧ୍ୟାନ ଦିଅନ୍ତୁ , ଯଦି ଆପଣଙ୍କ ଶରୀରରେ ଭିଟାମିନର କମି ରହିଥାଏ କିମ୍ୱା ଶାରୀରିକ ଭାବରେ ଦୁର୍ବଳ ରୁହନ୍ତି ତେବେ ମଧ୍ୟ ଗର୍ଭବତୀ ହେବାରେ ବାଧା ସୃଷ୍ଟି କରିଥାଏ । ତେଣୁ ଆପଣ ମାନେ ଯଥା ସମ୍ଭବ ପୁଷ୍ଟିକର ଜାତୀୟ ଖାଦ୍ୟ ଖାଆନ୍ତୁ ଏବଂ ସୁସ୍ଥ ରୁହନ୍ତୁ । ଏହା କରିବା ଦ୍ୱାରା ଗର୍ଭବତୀ ହେବାରେ ଅଧିକ ସାହାର୍ଯ୍ୟ କରିଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.