ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିଲେ କି ମହିଳା ମାନଙ୍କର ମାସିକ ଧର୍ମ ହୋଇଥାଏ ଆଉ ସେହି ସମୟରେ ଆମର ବିଭିନ୍ନ ପ୍ରକାରର ଅସୁବିଧା ଦେଖିବାକୁ ମିଳିଥାଏ ଶରୀରରେ | ତେବେ ମହିଳା ମାନଙ୍କର ମାସିକ ଧର୍ମ ପ୍ରତେକ ମାସରେ ଆସୁଥିବା କଥା ଆପଣ ମାନେ ଶୁଣିଥିଲେ | ତେବେ ସେହି ମାସିକ ଧର୍ମ କାହା ପାଇ କଷ୍ଟ ଦାୟକ ହେଉଥିବା ବେଳେ କାହା ପାଇଁ ସେମିତି କିଛି କଷ୍ଟ ନ ଥାଏ | ତେବେ ଆଜି ମୁ ଆପଣ ମାନଙ୍କୁ ସେହି ବିଷୟରେ କହିବାକୁ ଯାଉଛି | ଆଉ ଯେଉଁଠି ମାସିକ ସମୟରେ ମହିଳା ମାନଙ୍କୁ କେଉଁ ସବୁ କାର୍ଯ୍ୟ କରିବା ଉଚିତ ହୋଇ ନ ଥାଏ, ଆଉ କେଉଁ ସବୁ କାର୍ଯ୍ୟ କରିଲେ ତାହାର ଖରାପ ପ୍ରଭାବ ଆମ ଉପରେ ପଡିଥାଏ ଆସନ୍ତୁ ଜାଣିବା |
ମାସିକ ଧର୍ମ ସମୟରେ ମହିଳା ମାନେ କଣ କରିବା ଉଚିତ ନୁହଁ :-
1-ମାସିକ ଧର୍ମ ଚାଲୁଥିବା ବେଳେ ମହିଳା ମାନେ ବେଶୀ ସମୟ ଟୋଏଲେଟ ବା ବାର୍ଥରୁମ ଇଉଜ କରିବା ଉଚିତ ନୁହଁ | କାରଣ ଆପଣ ମାନେ ଯଦି ବେଶୀ ସମୟ ବାର୍ଥରୁମ ରେ ରହିବେ ତାହେଲେ ସେଠାରେ ଥିବା ଜୋର୍ମ ଆମ ଶରୀର ଭିତରକୁ ଚାଲିଯିବ ଆଉ ଯାହା ଫଳରେ ଆମକୁ ଇନଫେକ୍ସନ ହେବାର ସମ୍ଭାବନା ଥାଏ |
2-ମାସିକ ଧର୍ମ ଚାଲୁଥିବା ସମୟରେ ଚାହା କିମ୍ବା କଫି ଅଧିକ ପିଇବା ଆମ ସ୍ୱାସ୍ଥ୍ୟ ପ୍ରତି ଭଲ ହୋଇ ନ ଥାଏ | ଯଦି ଆମେ ଅଧିକ କଫି ପିଇବା ତାହେଲେ ଆମ ଅଣ୍ଟା ଦରଜ ଅଧିକ ହୋଇଥାଏ |
3-ମଦ ମାସିକ ଧର୍ମ ସମୟରେ ଆଦୁ ପିଇବା ଉଚିତ ନୁହଁ, କାରଣ ଯଦି ଆମେ ମଦ ପିଇବା ତାହେଲେ ଏହା ଆମର ମୁଣ୍ଡ ବିନ୍ଧା ଆଉ ଚିଡଚିଡା ର କାରଣ ହୋଇଥାଏ |ଯାହା ଆମ ଶରୀରରେ ମାଗ୍ନେସିୟମ କୁ କମ କରିବାରେ ସାହାଯ୍ୟ କରିଥାଏ |
4-ସିଗରେଟ ର ସେବନ ମାସିକ ଧର୍ମ ସମୟରେ ଆଦୁ ବି କରିବା ଉଚିତ ନୁହଁ |ଯାହା ଆପଣଙ୍କର କଷ୍ଟ ର କାରଣ ହୋଇଥାଏ |
5- ମାସିକ ଧର୍ମ ସମୟରେ ଅଧିକ ଚିନି ଖାଇବା ଭଲ ହୋଇ ନ ଥାଏ ଯାହା ଯୋଗୁ ମାସିକ ଧର୍ମ ସମୟରେ ଅଧିକ କଷ୍ଟ ହୋଇଥାଏ ଆମକୁ |
6-ମାସିକ ଧର୍ମ ସମୟରେ ଲୁଣ ର ସେବନ କମାଇବା ଆବଶ୍ୟକ ହୋଇଥାଏ |
7- ମାସିକ ଧର୍ମ ସମୟରେ ଖାଦ୍ୟ ଠିକ ପରିମାଣରେ ଖାଇବା ଆବଶ୍ୟକ ହୋଇଥାଏ, ତାହା ନ କରିଲେ ଆମର ଶରୀର ଦୁର୍ବଳ ହୋଇଯିବ |
8- ମାସିକ ଧର୍ମ ସମୟରେ ନିଦ୍ରା ଠିକ ଭାବରେ ହେବା ସରକାର ନହେଲେ ବହୁତ ଦିନ ଧରି ମାସିକା ଚାଲିବ |
ତେବେ ଏହା ଥିଲା ମାସିକ ଧର୍ମ ସମୟରେ କଣ କରିବା ଉଚିତ, ଯାହା ଯୋଗୁ ଆମେ ଅସୁବିଧା ରେ ପଡି ନ ଥାଉ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।
אני מאוד ממליץ על אתר הזה כנסו עכשיו ותהנו ממגוון רחב של בחורות ברמה מאוד גבוהה. רק באתר ישראל נייט לאדי https://romantik69.co.il/