ମା ଝିଅ ( Nivi and Ishanvi ) ” 52 ଗଜ କା ଦମନ ” ଗୀତରେ କଲେ ଜବରଦସ୍ତ ରୋମାଣ୍ଟିକ ଡ୍ୟାନ୍ସ… ଦେଖିଲେ ନିଜକୁ ସମ୍ଭାଳି ପାରିବେନି

ବନ୍ଧୁଗଣ ନୃତ୍ୟ ଆମକୁ ଏକ ଭିନ୍ନ ମନୋରଂଜନ ର ସୁରାକ ଯୋଗାଇଥାଏ।ଏହା ସତ ଯେ ସଙ୍ଗୀତ ଏବଂ ନୃତ୍ୟ ଆମ ଜୀବନର ଏକ ଅବଚ୍ଛେଦ୍ୟ ଅଙ୍ଗ ଅଟେ। ଯେତେବେଳେ ବି ଆମେ କହାକୁ ନୃତ୍ୟ କରୁ ଥିବାର ଦେଖିବାକୁ ପାଉ, ଆମେ ଟିକିଏ ଦେଖିବା ପାଇଁ ଅଟକି ଯାଇଥାଉ। ଏମିତି ରେ ବି ଆମେ କେଉଁଠି ସଙ୍ଗୀତ ବାଜିଲେ ଏହାକୁ ଶୁଣି ନାଚି ଉଠି ଥାଉ। ଟିକିଏ ନାଚି ଦେଲେ ଆମକୁ ଖୁସି ଲାଗିଥାଏ। ତେଣୁ ଏଥିପାଇଁ କୌଣସି ବି ନିର୍ଦ୍ଦିଷ୍ଟ ଜାଗା ନଥାଏ। ଯେଉଁଠି ବି ଟିକିଏ ନାଚିବାର ସୁଯୋଗ ମିଳେ ସେତେବେଳ ଆମେ ନାଚିଥାଉ କିଛି ନଭାବି।ତେଣୁ ଆପଣ ଏହିଭଳି ଭାବରେ ଅନେକ ନାଚ ଭିଡିଓ ମଧ୍ଯ ଦେଖିବାକୁ ପାଉଥିବେ।

କାରଣ ଏପରି ଭିଡିଓ ଅନେକ ସମୟରେ ଆପଣ ଦେଖିବାକୁ ପାଉଥିବେ ସୋସିଆଲ ମିଡିଆରେ।ତେବେ ସେହିଭଳି ଏକ ଦମଦାର ଡାନ୍ସ ର ଭିଡିଓ ବିଷୟରେ ଆମେ ଆଜି ଆପଣଙ୍କୁ କହିବାକୁ ଯାଉଛୁ ଯାହା ଏବେ ବେଶ ଚର୍ଚ୍ଚା ହେବାରେ ଲାଗିଛି ଏବଂ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହେବାରେ ଲାଗିଛି।ଯେଉଁ ଭିଡ଼ିଓ କୁ ଯିଏବି ଦେଖୁଛି ସେ ଖୁସି ହେବା ସହିତ ପ୍ରଶଂସା ମଧ୍ଯ କରୁଛି। ଆପଣ ତ ଜାଣିଛନ୍ତି ଅନେକ ଙ୍କ ସଉକ ଥାଏ ଡାନ୍ସ କରିବାକୁ ଏବଂ ଦେଖିବାକୁ।ଯେତେବେଳେ ବି ଆମେ କେହି ନାଚୁଥିବାର ଦେଖିବାକୁ ପାଉ ସେତେବେଳେ ଆମକୁ ଟିକିଏ ଦେଖିବାକୁ ଇଚ୍ଛା ହୁଏ।

ଏହା ଆମକୁ ଏକ ଭିନ୍ନ ଖୁସି ଦେଇଥାଏ। ସେହିଭଳି ଏବେ ଯେଉଁ ଭିଡିଓ ଟି ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି ଏହି ଭିଡିଓରେ ମାଆ ଏବଂ ଝିଅଙ୍କ ଆକର୍ଷଣୀୟ ଡାନ୍ସ ଦେଖିବାକୁ ମିଳିଛି।ଏକ ସୁନ୍ଦର୍ ଡାନ୍ସ ହିନ୍ଦି ଗୀତ, ବାବନ ଗଜ କା ଡାମନ୍ ଗୀତରେ ଉଭୟ ମାଆ ଓ ଝିଅ ଏହି ନାଚ ଦେଖାଉଛନ୍ତି।ତେବେ ଏହି ଡାନ୍ସର କୋରିୟଗ୍ରାଫି ଏତେ ସୁନ୍ଦର ଏବଂ ମନଛୁଆଁ ହୋଇଛି ଯେ ଆପଣ ଏହାକୁ ନ ଦେଖିଲେ ବିଶ୍ୱାସ କରି ପାରିବେ ନାହିଁ। ସେମାନେ ଉଭୟ ବହୁତ୍ ସୁନ୍ଦର୍ ଭାବରେ ପ୍ରଫେସନାଲ ଡାନ୍ସର ଭଳି ଏହି ନାଚ ଦେଖାଉଛନ୍ତି।ସେମାନେ ଯେଉଁଭଳି ଦମଦାର ଡାନ୍ସ କରୁଛନ୍ତି ତାହା ଦେଖିଲେ ଆପଣଙ୍କ ଆଖି ଲାଖି ହୋଇ ରହିଯିବ।

ତେବେ ଉଭୟଙ୍କ ସୁନ୍ଦର୍ ଗେଟ୍ ଅପ୍ ସାଙ୍ଗକୁ ଏମାନଙ୍କ ଏହି ପାୱାର ଭରା ନାଚ ଦର୍ଶକଙ୍କୁ ବେଶ୍ ଆକର୍ଷିତ କରୁଛି।ଏହି ଡାନ୍ସ ଭିଡିଓ ଏତେ ଭାଇରାଲ ହେଉଛି ଯେ ଏହି ଭିଡିଓ କୁ ଏବେ ସୁଦ୍ଧା ଏକ କୋଟି ୬୦ ଲକ୍ଷରୁ ଉର୍ଦ୍ଧ୍ବ ଲୋକ ଦେଖି ସାରିଲେଣି। ଆପଣଙ୍କୁ ବି ନିଶ୍ଚିତ ଏହା ଭଲ ଲାଗିଵ। ଏଠାରେ ମାଆ ଝିଅଙ୍କ ଗେଟ୍ ଅପ୍, ସେମାନଙ୍କ ଡାନ୍ସ ର ଷ୍ଟାଇଲ ଏବଂ ଆକର୍ଷଣୀୟ ଅଙ୍ଗଭଙ୍ଗିର ନାଚ ସମସ୍ତଙ୍କୁ ବିମୋହିତ କରିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment