ଦୁନିଆରେ ମାଆର ଶବ୍ଦ ଠାରୁ ଆଉ କିଛି ପବିତ୍ର ଶବ୍ଦ ନାହଁ। ଯଦି କୌଣସି ମାଆ ପରି ଦୁନିଆରେ ଅନ୍ୟ ପବିତ୍ର ନାହିଁ। ମାଆର ସ୍ଥାନ କେହି ନେଇ ପାରିବେ ନାହିଁ। ଜଣେ ମାଆ ନିଜର ପିଲା ପାଇଁ କିଛି ବି କରିବା ପାଇଁ ପ୍ରସ୍ତୁତ ହୋଇଥାଏ। ଦୁନିଆରେ କେହି ବି ମାଆ ଭଳି ଭଲ ପାଇବା ନେଇ ଦେଇପାରିବେ ନାହିଁ। ତେବେ ଦରକାର ପଡ଼ିଲେ ମାଆ ମଧ୍ୟ ପିଲା ପାଇଁ ନିଷ୍ଠୁର ପାଲଟିଯାଇଥାଏ। ପିଲାଙ୍କ ମଙ୍ଗଳ ପାଇଁ କିଛି ବି କରିଦେଇଥାନ୍ତି। ଅନେକ କିଛି ଘଟଣା ଆପଣ ମାନେ ଦେଖିବା ପାଇଁ ପାଇଥିବେ।
ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଜଣେ ମାଆ ଏଭଳି କିଛି କାମ କରିଛନ୍ତି। ଯାହାକୁ ଜାଣିଲେ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ।ବର୍ତ୍ତମାନ ସମୟରେ ଏକ ଭିଡ଼ିଓ ଦେଖିବା ଭାଇରାଲ ହେଉଛି ଯେଉଁଥିରେ ମାଆ ନିଜର ପିଲାକୁ ଲଙ୍କା ଗୁଣ୍ଡ ବଳି ଦେଇଥିବା ଦେଖିବା ପାଇଁ ମିଳିଛି। ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ବିଷୟରେ। ବନ୍ଧୁଗଣ ମାଆ ହେଉଛି ସବୁଠାରୁ ପବିତ୍ର ସମ୍ପର୍କ କାରଣ ମାଆ ବିନା ଦୁନିଆ ଅନ୍ଧକାର ମୟ ହୋଇଯାଇଥାଏ।
ବର୍ତ୍ତମାନ ସମୟରେ ଏକ ଭିଡ଼ିଓ ଭାଇରାଲ ହେଉଛି। ଯେଉଁ ଭିଡ଼ିଓ ରେ ଜଣେ ୧୫ ବର୍ଷର ପିଲାକୁ ମାଆ ଖୁଣ୍ଟରେ ବାନ୍ଧି ଦେଇଛନ୍ତି। ଏପଟେ ନିଜର ମାଆ ତା ମୁହଁରେ ଲଙ୍କା ଗୁଣ୍ଡ ବଳି ଦେଉଛନ୍ତି। ପିଲା ଲଙ୍କା ଗୁଣ୍ଡ ଯନ୍ତ୍ରଣା ରେ ଛାଟି ପିଟି ହେଉଛି। ମାଆଙ୍କ ସହିତ ଅନ୍ୟ ମାନେ ମଧ୍ୟ ସେଠାରେ ଠିଆ ହୋଇଛନ୍ତି। ତେବେ ସମସ୍ତେ ମନା କରୁଛନ୍ତି। ହେଲେ ମାଆ ନିଜର ଛାତିରେ ପଥର ରଖି ପିଲାର ମୁହଁରେ ଲଙ୍କା ଗୁଣ୍ଡ ବଳି କହୁଛି। ଆଉ ଗଞ୍ଜେଇ ଖାଇବୁ ଏପଟେ ପିଲା ମଧ୍ୟ ନା କହୁଛି। ଆଉ କେବେ ଗଞ୍ଜେଇ ଖାଇବ ନାହିଁ। ଏଭଳି ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ତେବେ ବନ୍ଧୁଗଣ ଏଠାରେ ଆମେ କହି ରଖୁଛୁ କି ପିଲାଟି ସବୁବେଳେ ଗଞ୍ଜେଇ ସେବନ କରୁଥିଲା। ମାଆ ଯେତେ ବୁଝେଇଲା ପରେ ମଧ୍ୟ ତଥାପି ଗଞ୍ଜେଇ ଖାଇବା ଛାଡି ନଥିଲା।
ଶେଷରେ ପିଲାକୁ ଭଲ ବାଟରେ ଆଣିବା ପାଇଁ ମାଆ ନିଜର ଛାତିକୁ ପଥର କରି ପିଲାଟିକୁ ବାନ୍ଧି ଲଙ୍କା ଗୁଣ୍ଡ ମୁହଁରେ ଲଗାଉଥିଲେ। ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟିଛି। ତେଲେଙ୍ଗାନା ରାଜ୍ୟର ସୁରିୟପେଟା ଜିଲ୍ଲା କୋଡାଡ ଗ୍ରାମରେ ଜଣେ ୧୫ ବର୍ଷୀୟା ନାବାଳକ ଗତ କିଛି ଦିନ ଧରି ଗଞ୍ଜେଇ ସେବନ କରୁଥିଲେ। ଏନେଇ ମା ନିଜ ପୁଅକୁ ଗୋଟିଏ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ଆଖୁରେ ଲଙ୍କାଗୁଣ୍ଡ ମାରିଦେଇଥିଲେ। ମାଆର ଏଭଳି କାମ ପାଇଁ ଅନେକ ଲୋକ ପ୍ରଶଂସା ମଧ୍ୟ କରିଛନ୍ତି। ତେଣୁ ଏଭଳି ଖରାପ କାମ କରୁଥିବା ପିଲା ମାନେ ସୁଧୁରି ଜାଅନ୍ତୁ ନଚେତ, ନିଜ ମାଆ ମଧ୍ୟ ଏଭଳି ଦଣ୍ଡ ଦେଇ ପାରନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।