” ମୁଁ ବି ନମିତା ଅଗ୍ରୱାଲ ହେବି ” S2 ଷ୍ଟେଜ ରେ Saishree ଙ୍କ ସୁମଧୁର ଗୀତ ର Fan ହେଇଗଲେ Namita ମାମା… ମାତ୍ର 4 ଘଣ୍ଟାରେ 43k ରୁ ଅଧିକ ଲୋକ ଦେଖି ସାରିଲେଣି…

ହଁ ବନ୍ଧୁଗଣ ସୋସିଆଲ ମିଡ଼ିଆରେ ଆଜି ଯେଉଁ ଭିଡ଼ିଓଟି ଭାଇରାଲ ହେଉଛି ତାହା ହେଉଛି “ମୁଁ ବି ନମିତା ଅଗ୍ରୱାଲ ହେବି “ସିଜିନ 2 ମଞ୍ଚରେ ସୁନ୍ଦର ଭାବରେ ନିଜର ଗୀତ ର ଯାଦୁ ଟେ ତାଙ୍କର ସୁରିଲା କଣ୍ଠ ରେ ସଂଗୀତ ପ୍ରଦର୍ଶନ କରୁଥିବା ଜଣେ ଝିଅ ଯାହାଙ୍କର ନାଁ ହେଉଛି ସାଇଶ୍ରି| ଆଉ ଯିଏ କି ବହୁତ ସୁନ୍ଦର ଭାବରେ ନିଜର ସ୍ୱରର ଯାଦୁରେ ଦର୍ଶକ ମାନଙ୍କର ହୃଦୟ କୁ ଛୁଇଁ ନେଇଛନ୍ତି | ଆଉ ନିଜର ବେଷ୍ଟ ଦେବାକୁ ଚେଷ୍ଟା କରିକି ବହୁତ ଭଲରେ ସଫଳତା ର ପାହାଚ ରେ ମଧ୍ୟ ପାଦ ଦେଇ ପାରିଛନ୍ତି ସାଇଶ୍ରି| ତାହେଲେ ଆସନ୍ତୁ ତାଙ୍କର ସେହି ସୁମଧୁର କଣ୍ଠ ସ୍ୱର ଉପରେ ନଜର ପକାଇବା |

ତେବେ ଦେଖିବାକୁ ମିଳିଛି କି ଜଗନ୍ନାଥ ଙ୍କର ଭଜନ ରେ ” ଏତିକି ମୀନତି ପ୍ରଭୁ ତୁମ ଶ୍ରୀଚରଣେ ” ଏମିତି ଏକ ଗୀତ କୁ ସୁନ୍ଦର ଭାବରେ ଗାଇଛନ୍ତି ଗୀତ |ତେବେ ଯାହା ଦେଖା ଯାଉଛି କି ବହୁତ ସୁନ୍ଦର ଭାବେ “ମୁଁ ବି ନମିତା ଅଗ୍ରୱାଲ ହେବି “ସିଜିନ 2 ମଞ୍ଚରେ ସୁନ୍ଦର ଭାବରେ ନଜର ସ୍ବରର ଯାଦୁ ଦେଖାଇଛନ୍ତି ସାଇଶ୍ରି | ତାହା ସହିତ ବହୁତ ପ୍ରସଂଶା ର ପାତ୍ର ମଧ୍ୟ ହେଉଛନ୍ତି | ଆଉ ଏହି ଗୁଣି କଳାକାର ବେଶ ଚର୍ଚ୍ଚା ରେ ଥିବା ସହିତ ଏହି କିଛି ଦିନରେ ଏହି ଗୀତ ମାଧ୍ୟମ ରେ ବେଶ ଲୋକପ୍ରିୟତା ହାସଲ କରିଛନ୍ତି | ତେବେ ସେ ଗାଇଥିବା ଏହି ସୁନ୍ଦର ଗୀତ ଅଳ୍ପ ସମୟ ମଧ୍ୟରେ ସୋସିଆଲ ମିଡିଆରେ ବେଶ ଲୋକ ପ୍ରିୟତା ହାସଲ କରିଛି | ତେବେ ଏହି ଦୁଇ କୁନି କଣ୍ଠ ରେ ଏତେ ସୁନ୍ଦର ଗୀତ କୁ ସେଠାରେ ଉପସ୍ଥିତ ଥିବା ଜର୍ଜ ମାନଙ୍କର ମନ ମୁଗ୍ଧ ହେଇଯାଇଥିଲା ବୋଲି କୁହା ଯାଇଛି |

ତେବେ ଯାହା ଜଣା ପଡିଛି କି ଓଡିଶା ବିଭିନ୍ନ କୋଣ ଆଉ ଅନୁକୋଣ ରୁ ନମିତା ଅଗ୍ରୱାଲ ଙ୍କ ବିଭିନ୍ନ ଗୀତ କୁ ନେଇ ଆସୁଥିବା ଏହି କୁନି ଗାୟିକା କଳାକାର ମାଞ୍ଚ ସେମାନଙ୍କ କମାଲ ଦେଖାଇବା ଆରମ୍ଭ କରିଛନ୍ତି | ତେବେ ଏହି ଯୋଡି ପ୍ରଥମ ପର୍ଯ୍ୟାୟରେ ଏହି ଗୀତ ଟି କୁ ସୁନ୍ଦର ଭାବରେ ଗାଇ ଜର୍ଜ ମାନଙ୍କ ମନକୁ ଜିତି ପାରିଥିଲେ ମାତ୍ର କିଛି ସମୟ ପରେ ଏହା ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଲୋକଙ୍କୁ ଠାରୁ ବେଶ ପ୍ରଶଂସା ସାଉଁଟିଥିଲେ | ତେବେ ଏହି କୁନି କଣ୍ଠରେ ଗାଇଥିବା ଏହି ଗୀତକୁ ଲୋକମାନେ ବେଶ ପ୍ରଶଂସା କରିଛନ୍ତି |

ଆଉ ସାଇଶ୍ରି ସୁନ୍ଦର ଭାବରେ ଜଗନ୍ନାଥ ଙ୍କର ଭଜନ କୁ ଗାଇକି ଜୋଜେସ ଭାବରେ ଥିବା ସିକୁନି ଭାଇନା, ମନ୍ମଥ ମିଶ୍ର ଓ ସମସ୍ତ ଙ୍କର ମନକୁ କିଣି ନେଇଛନ୍ତି | ଆଉ ନିଜର ଏହି କଳା ମାଧ୍ୟମରେ ସମସ୍ତ ଓଡ଼ିଆ ଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ବନେଇ ପାରିଛନ୍ତି | ଆଉ ତାଙ୍କର ଏହି ଗୀତ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି | ଆଉ ଯାହାକୁ ଦର୍ଶକମାନେ ମଧ୍ୟ ବେଶ ପ୍ରସଂଶା କରୁଛନ୍ତି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment