” ମୁଁ ବି ନମିତା ଅଗ୍ରୱାଲ ହେବି ” ରିଏଲିଟି ଶୋ ରେ Aaradhya ଙ୍କ ଗୀତର ସ୍ୱରରେ Judges ବି ଝୁମିଲେ… ମାତ୍ର 4 ଘଣ୍ଟାରେ 145k ଲୋକ ଦେଖି ସାରିଲେଣି…

ହଁ ଦର୍ଶକ ବନ୍ଧୁ ଏବେ ସୋସିଆଲ ମିଡିଆରେ ବହୁତ ମାତ୍ର ରେ ଭାଇରାଲ ହେବାକୁ ଲାଗିଛି ସେହି ଭଜନ ଯାହା ଓଡିଶା ରିୟାଲିଟି ଶୋ “ମୁ ବି ନମିତା ଅଗ୍ରୱାଲ ହେବି” | ଏହି ରିୟାଲିଟି ଶୋ ଟି ଛୋଟ ଛୋଟ ପିଲା ମାନଙ୍କୁ ନେଇ ଆରମ୍ଭ କରିଥିବା ଏହି ରିୟାଲିଟି ଶୋ | ଯାହା ମାଧ୍ୟମ ରେ ଓଡିଶା ରେ ଥିବା ବିଭିନ୍ନ କଣ୍ଠ ଶିଳ୍ପୀ ମାନେ ତାଙ୍କର ପ୍ରତିଭା ଦେଖାଇବା ଏହି ରିୟାଲିଟି ଶୋ ରେ ଭାଗ ନେଇ ଥାନ୍ତି | ତେବେ ସିଦ୍ଧାର୍ଥ ଟିଭି ରେ ଆରମ୍ଭ ହେଇଥିବା ରିୟାଲିଟି ଶୋ ମୁ ବି ନମିତା ଅଗ୍ରୱାଲ ହେବି | ଏହି ଶୋ ଆରାଧ୍ୟ ନମିତା ଅଗ୍ରୱାଲ ବହୁ ଚର୍ଚ୍ଚିତ ଭଜନ ଗୀତ ଟି ଯାହାର ସଂଗୀତ ନିର୍ଦେଶକ ଥିଲେ ମନ୍ମଥ ମିଶ୍ର | ଆଉ ଏତେ ସୁନ୍ଦର ଭାବରେ ଗାଇଛନ୍ତି କି ଯାହା ଦର୍ଶକ ମାନଙ୍କର ମନକୁ ମଧ୍ୟ ବେଶ ଆକର୍ଷିତ କରିଛି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ସମ୍ପୂର୍ଣ୍ଣ ଗୀତ ଉପରେ ଟିକିଏ ନଜର ପକାଇବା |

ତେବେ ବର୍ତ୍ତମାନ ସେହି ସୁନ୍ଦର ଗୀତ ଟି ଯାହା ବହୁତ ମାତ୍ରା ରେ ଭାଇରାଲ ହେଉଛି ତାହା ହେଉଛି, “ ନୀଳା ଚଳିଆ, ଚକା ଡଳିଆ ” ଏହି ଗୀତ କୁ ନେଇ ଓଡିଶା ର କୁନି ଗାୟିକା କଳାକାର ବେଶ ଚର୍ଚ୍ଚା ରେ ଥିବା ସହିତ ଏହି କିଛି ଦିନରେ ଏହି ଗୀତ ମାଧ୍ୟମ ରେ ବେଶ ଲୋକପ୍ରିୟତା ହାସଲ କରିଛନ୍ତି | ତେବେ ସେ ଗାଇଥିବା ଏହି ସୁନ୍ଦର ଗୀତ ଅଳ୍ପ ସମୟ ମଧ୍ୟରେ ସୋସିଆଲ ମିଡିଆରେ ବେଶ ଲୋକ ପ୍ରିୟତା ହାସଲ କରିଛି | ତେବେ ଏ କୁନି କଣ୍ଠ ରେ ଏତେ ସୁନ୍ଦର ଗୀତ କୁ ଦେଖି ସତରେ କେହି ବି ଏହି ଗୀତ କୁ ଶୁଣିଲେ ତାଙ୍କର ମନ ମୁଗ୍ଧ ହେଇଯିବ ବୋଲି କୁହା ଯାଇଛି |

ହଁ ଦର୍ଶକ ବନ୍ଧୁ ଓଡିଶା ବିଭିନ୍ନ ଗାୟକ କଳାକାର ମଧ୍ଯ ରୁ ଏହି କୁନି ଗାୟିକା କଳାକାର ଅନ୍ୟତମ | ଏହି ଗୀତ ଗାଇବାର ମାତ୍ର କିଛି ସମୟ ପରେ ଏହା ସୋସିଆଲ ମିଡିଆରେ ଲୋକଙ୍କୁ ଠାରୁ ବେଶ ପ୍ରଶଂସା ସାଉଁଟିଥିଲା | ତେବେ ଗୀତ ଟି ବହୁତ ଦିନ ଆଗରୁ ନମିତା ଅଗ୍ରୱାଲ କଣ୍ଠ ରୁ ସ୍ଟୁଡ଼ିଓ ଡବିଙ୍ଗ ହେଇଥିଲେ ମଧ୍ୟ ପୁଣି ଥରେ ଏହି ଗୀତ କୁ ମୁ ବି ନାମିତା ଅଗ୍ରୱାଲ ହେବି | ଏହି ରିୟାଲିଟି ଶୋ ରେ ଆରୋଧ୍ୟା ପଣ୍ଡା ବହୁତ ସୁନ୍ଦର ଭାବରେ ଗାଇ ଏବେ ସୋସିଆଲ ମିଡିଆରେ ଏହି ଗୀତ ଟି ଭାଇରାଲ ହେବାରେ ଦେଖା ଦେବାରେ ଲାଗିଛି |

ତେବେ ଏହି କୁନି କଣ୍ଠରେ ଗାଇଥିବା ଏହି ଗୀତକୁ ଲୋକମାନେ ବେଶ ପ୍ରଶଂସା କରିଛନ୍ତି | ଓଡିଶା ବିଭିନ୍ନ କଳାକାର ମଞ୍ଚରେ ଉପସ୍ଥିତ ଥିଲେ ମଧ୍ୟ ଆରୋଧ୍ୟା ଏହି ଗୀତ କୁ ବହୁତ ସୁନ୍ଦର ଭାବରେ ଏହି ଗୀତ କୁ ଗାଇଛନ୍ତି | ତେବେ ଏହି ଟି ଗୀତ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ବେଶ ଲୋକ ପ୍ରିୟତା ହାସଲ କରିଛନ୍ତି | ଆଉ କୁନି କଣ୍ଠ ରୁ ଏହିଭଳି ସୁମଧୁର ସ୍ୱର କୁ ଶୁଣି ଅନେକେ ପ୍ରସଂଶା ମଧ୍ୟ କରୁଥିବାର ଦେଖିବାକୁ ମିଳିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment