ତେବେ ବନ୍ଧୁଗଣ ଆପଣ ମାନେ ତ ଜାଣିଥିବେ କି ସମସ୍ତେ ଯିଏ ଯାହାର ଜୀବନରେ କିଛି କରିବାର ଇଚ୍ଛା ରହିଥାଏ | ଆଉ ଯାହା ଯୋଗୁଁ ସେମାନେ ଜୀବନରେ ବହୁତ ଷ୍ଟ୍ରଗୋଲ କରିବାକୁ ପଡିଥାଏ | ତାହା ସହିତ ଚେଷ୍ଟା ମଣିଷକୁ ସବୁବେଳେ ଉପରକୁ ନେବା ଆଉ କେରିୟର ଗଢିବାରେ ସାହାଯ୍ୟ କରିଥାଏ |ତେବେ ସେହି ଭଳି ଜଣେ ଯାତ୍ରା ଜଗତରେ ଅଭିନୟ ଆଉ ଡାନ୍ସ ର ଯାଦୁ ମାଧ୍ୟମରେ ପରିଚୟ ଆଉ ସଂମାନ ହାସଲ କରିଥିବା ଅଭିନେତ୍ରୀ ଜଣକ ହେଉଛନ୍ତି ଅଭିନେତ୍ରୀ ମାନୁ | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ତାଙ୍କର ଅଭିନୟ ଦୁନିଆରେ ପାଦ ଦେବା ସହିତ ତାଙ୍କର ଯାତ୍ରା ଦୁନିଆକୁ ଆସିବା ପଛରେ କଣ ସବୁ କାରଣ ରହିଛି ସେ ବିଷୟରେ ଆଲୋଚନା କରିବା |
ତେବେ ସାଧାରଣତଃ ଆମେ ଜାଣିଛୁ କି ଯିଏ ଯାହାର କେରିୟର କୁ ନେଇକି ବହୁତ ଯତ୍ନବାନ ଥାଆନ୍ତି | ଆଉ ନିଜର ଗୋଟିଏ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ପାଇଁ ହେଲେ ସେମାନଙ୍କୁ ବହୁତ ବାଧା ବିଘ୍ନ ର ସମ୍ମୁଖୀନ ହେବାକୁ ପଡିଥାଏ ଆଉ ତାହା ସହିତ ବହୁତ କଷ୍ଟ ମଧ୍ୟ କରିବାକୁ ପଡିଥାଏ ସେମାନଙ୍କୁ, ସେହିଭଳି ଯାତ୍ରା ରେ ଅଭିନୟ କରୁଥିବା ମାନୁ ମଧ୍ୟ ଯାତ୍ରା କୁ ଆସିବା ପାଇଁ ବହୁତ କଷ୍ଟ କରିଥିଲେ | କାରଣ ମାନୁ ଙ୍କ ଘରେ କେହି ଯାତ୍ରା ଲାଇନ କୁ ଆସିବାକୁ ସପୋର୍ଟ କରୁ ଣ ଥିଲେ | ସେଥିପାଇଁ ସେ ଘର ଛାଡିକି ପଳେଇ ଆସିଥିଲେ, ଆଉ ଯାତ୍ରା ଇଷ୍ଟନ ରେ ଡାନ୍ସର ଭାବରେ କାମ କରୁଥିଲେ ମଧ୍ୟ |
ଆଉ ପରେ ଗୌରୀରେ ଜଣେ ଝିଅ ପୋଳେଇଯିବ ପରେ ତାହାର ଜାଗାରେ ମାନୁ ଅଭିନୟ କରିଥିଲେ | ତାହା ପରେ ସେ ସେହି ଯାତ୍ରା ରେ ଡାନ୍ସର ଭାବରେ କାମ କରୁଥିବା ଜଣଙ୍କୁ ବିବାହ କରିଥିଲେ ଇଷ୍ଟନ ବ୍ଲୁ ରେ କାମ କରୁଥିବା ବେଳେ 6 ମାସ ଛୁଟି ନେଇକି | ଆଉ ତାଙ୍କର ଏବେ ଗୋଟିଏ ପୁଅ ମଧ୍ୟ ଅଛନ୍ତି | ଆଉ ତାଙ୍କର ପୁଅ ସ୍ୱାମୀ ମଧ୍ୟ ଯାତ୍ରା ରେ କାମ କରନ୍ତି ବୋଲି କହିଥିଲେ ମାନୁ |
ତେବେ 2015 ମସିହାରେ ସେ ପ୍ରଥମେ ଯାତ୍ରା କେରିୟର ରେ ପାଦ ଦେଇଥିଲେ | ଆଉ ତାଙ୍କର ଅଭିନୟ ଏବେ ଚର୍ଚ୍ଚା ରେ ଆସିଲେ ମଧ୍ୟ ସେ ତାଙ୍କର ଡାନ୍ସ କେରିୟର କୁ ଅଧିକ ପସନ୍ଦ କରନ୍ତି ବୋଲି କହିଥିଲେ | ଆଉ ସେ ଏବେ ଖଳନାୟକ ଭୂମିକାରେ ମଧ୍ୟ ବହୁତ ଅଭିନୟ କରୁଛନ୍ତି | ତେବେ ବର୍ତ୍ତମାନ ତାଙ୍କର ଗୋଟିଏ ଯାତ୍ରା ଆସୁଛି, ତାହା ହେଉଛି “କଳିଯୁଗର କଳଙ୍କ “| ଆଉ ଯାହା ବେଶ ସୁନ୍ଦର ଭାବରେ ଅଭିନୟ ହେଇଛି | ଆଉ ମାନୁ ମଧ୍ୟ କହିଛନ୍ତି ଦର୍ଶକ ମାନଙ୍କୁ କି ସେମାନେ ଆସନ୍ତୁ ଆଉ ଏହି ଯାତ୍ରା କୁ ଦେଖିକି ଯାତ୍ରା କୁ ଉପଭୋଗ କରନ୍ତୁ ବୋଲି | ମାନୁ ଙ୍କର ଯାତ୍ରା ଦୁନିଆରେ ପାଦ ଦେବା ଆଉ ତାଙ୍କର କେରିୟର ବିଷୟରେ ଗଣ ମାଧ୍ୟମରେ ବହୁତ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।