Swastik Tv News Odisha

OMG ! ମୁହିଁ ଘୋଡ଼ାଇ ବସିଥିଲେ ୪ ମହିଳା… ଛୁଇଁକି ନିଜ ମା’କୁ ଜାଣିଦେଲା ପିଲା… ଭିଡ଼ିଓ ଟି ଦେଖିଲେ ଆପଣ ହସି ହସି ଗଡ଼ିଯିବେ… ଦେଖନ୍ତୁ Video

0

ମା ଖୋଜେ ମମତା କଥାରେ ରହିଛି ତାହା ହେଉଛି ନିରାଟ ସତ୍ୟ। ସତ ରେ ମା ସବୁ ବେଳେ ମା। ତାଙ୍କର ଜାଗା କେହି କେବେ ବି ପୂରଣ କରି ପାରିବେ ନାହିଁ। ଆଉ ଏବେ କେଉଁଠି ମା ଙ୍କୁ ନିର୍ଯ୍ୟାତନା ଦେଇଥିବା ବେଳେ ନିଜ ଲୋକ ଆଉ କେଉଁଠି ନିଜର ଛୁଆ ତାର ମା ଙ୍କୁ କିପରି ଭଲ ପାଇବା ଓ ତାର ଭାବନା ରହିଛି ତାହା ପ୍ରମାଣ କରି ଦେଇଛି। ଏଠାରେ କୁନି ଶିଶୁ ଟି ତାର ମମତା କୁ ଖୋଜି ଖୋଜି ଶେଷରେ ଯାହା ହେଲା ତାହା ଭିଡ଼ିଓ ଦେଖିଲେ ଜାଣି ପାରିବେ ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସେ ସମ୍ପର୍କରେ।

ସମୟ ଧୀରେ ଧୀରେ ପରିବର୍ତ୍ତନ ହେଲାଣି ସବୁ ସ୍ଥାନରେ ଓ ସବୁ କ୍ଷେତ୍ରରେ ତାହା ଦେଖା ଦେଇଛି ଆଉ ଏବେ ଏମିତି କିଛି ଭିଡ଼ିଓ ଭାଇରଲ ହୋଇଛି। ଏଠାରେ ଏକ ଶିଶୁ ର ଏହିଭଳି ବିଚକ୍ଷଣ ବୁଦ୍ଧି ତାହା ଦେଖିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଉଛନ୍ତି। ଯେମିତି ଆଗରୁ ଟେକ୍ନୋଲୋଜି ନ ଥିଲା ସମୟର ପରିବର୍ତ୍ତନ ସହିତ ସବୁ ସମ୍ଭବ ହୋଇ ପାରିଲା ସେହିପରି ଏବେ ସବୁ କ୍ଷେତ୍ରରେ ପରିବର୍ତ୍ତନ ଦେଖା ଦେଇଛି। ଏହାର ପ୍ରଭାବରେ ଏବେ ଯେଉଁ ନୂଆ ଦୁନିଆ କୁ ଆସୁଛନ୍ତି ସମସ୍ତେ ନିଜର ବ୍ୟବହାର ଓ ଚିନ୍ତାଧାରା ରେ ପରିବର୍ତ୍ତନ ଦେଖା ଯାଇଥାଏ। ଏଠି ସେହି ପିଲାଟିର ଏମିତି ବୁଦ୍ଧି ତାହାକୁ ନେଇ ପ୍ରଶ୍ନବାଚୀ ଉଠୁଛି।

ଏଠାରେ ସେହି କୁନି ବାଳକ ଓ ମା ମଧ୍ୟରେ ସମ୍ପର୍କ ଉପରେ ପ୍ରଶ୍ନ ଉଠୁଛି। ଜଣେ କୁନି ଶିଶୁ ଟି ମା ର ମମତା କୁ କିପରି ନ ଦେଖିକି ଜାଣି ପାରିଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି। ଆଉ ଏଠାରେ ଚାରି ଜଣ ମହିଳା ଏକ ରଂଗର ଶାଢ଼ୀ ପିନ୍ଧି ସମାନ ଢାଞ୍ଚା ରେ ବସିଛନ୍ତି ହେଲେ ସମସ୍ତଙ୍କ ମୁଣ୍ଡରେ ଓଢଣୀ ସମ୍ପୂର୍ଣ୍ଣ ବେକ ପର୍ଯ୍ୟନ୍ତ କିଛି ଦେଖା ଯାଉ ନାହିଁ। ତାହା ପରେ ସେହି କୁନି ଶିଶୁଟି ଆସିଥିଲା ତା ପରେ ଯାହା ହେଲା ଆପଣ ମାନେ ଭିଡ଼ିଓ କୁ ସମ୍ପୂର୍ଣ୍ଣ ଦେଖିଲେ ଜାଣି ପାରିବେ ଏବଂ ହସି ହସି ଗଡିଯିବେ। ସେହି ଶିଶୁଟି ତାର ମା ଙ୍କୁ ଜାଣିବା ପାଇଁ ବହୁତ ପ୍ରୟାସ କରିଥିଲା।

ଚାରିଜଣ ମହିଳାଙ୍କ ଭିତରୁ ପ୍ରଥମେ ଜଣଙ୍କ ପାଖରେ ପହଂଚି ତାଙ୍କ ସ୍ପର୍ଶ କରିଥିଲେ ଏବଂ ସେହି ମହିଳା ଜଣଙ୍କ ନିଜ କୋଳ କୁ ନେବାକୁ ଚେଷ୍ଟା କଲା ବେଳେ ସେ ପଳେଇ ଆସିଥିଲା ଆଉ ତା ପରେ ଦ୍ଵିତୀୟ ଜଣଙ୍କ ଦେଖିକି ଆଉ ପାଖକୁ ଗଲା ନାହିଁ ଏବଂ ତୃତୀୟ ଜଣଙ୍କ ବି ସମାନ। ହେଲେ ଶେଷରେ ତା ମା ଙ୍କର ସ୍ପର୍ଶ ରେ ତାଙ୍କୁ ଜାଣି ପାରିଥିଲା ଯାହା ମା ର ସମ୍ପର୍କ ଏମିତି ଆଉ ଭଲ ପାଇବା ସେମିତି। ମା ଗୋଟିଏ ଶବ୍ଦ କୋଟିର ଶବ୍ଦ ସହ ସମାନ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.