Swastik Tv News Odisha

ମୃତ୍ୟୁର ସୂତା ଖିଅରେ ଝୁଲନ୍ତା କାରକୁ ଡ୍ରାଇଭର ଏମିତି ବର୍ତିଲେ , ଭିଡ଼ିଓ ଦେଖିଲେ ହୋସ ଉଡିଯିବ … ଦେଖନ୍ତୁ ଭିଡ଼ିଓ

0

ବର୍ତ୍ତମାନ ପ୍ରତିଦିନ ସମାଜରେ କିଛି ନା କିଛି ତଥ୍ୟ ଦେଖିବା ପାଇଁ ମିଳିଥାଏ। ବର୍ତ୍ତମାନ ସମୟରେ ଟେକ୍ନୋଲୋଜିର କାୟା ବିସ୍ତାର ଖୁବ ଜୋର ସୋର ଭାବରେ ବଢି ବଢି ଚାଲିଛି। ଟେକ୍ନୋଲୋଜିର ମହାଦାନ ହେଉଛି ସୋସିଆଲ ମିଡ଼ିଆ। ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ସମସ୍ତେ ଅଙ୍ଗାଅଙ୍ଗୀ ଭାବରେ ଜଡିତ ରହୁଛନ୍ତି। ବର୍ତ୍ତମାନ ସମସ୍ତଙ୍କ ପାଖରେ ସ୍ମାର୍ଟ ଫୋନ ରହିଛି ଓ ସେଥିରେ ଯେ କୌଣସି ଫୋଟୋ ଓ ଭିଡ଼ିଓ କରି ସୋସିଆଲ ମିଡିଆରେ ପୋଷ୍ଟ କରି ଥାଆନ୍ତି। ବେଳେ ବେଳେ ସୋସିଆଲ ମିଡିଆରେ ଏଭଳି କିଛି ଭିଡିଓ ଦେଖିବା ପାଇଁ ମିଳିଥାଏ, ଯାହାକି ଦେଖିବା ମାତ୍ରେ ତାଯୁବ ଲାଗିଥାଏ।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି ଦୃଶ୍ୟ ଦେଖିବା ପାଇଁ ମିଳିଛି, ଆମେ ଆପଣ ମାନଙ୍କୁ ଏହି ଦୃଶ୍ୟ ବିଷୟରେ ଜଣାଇବୁ, ଯାହାକି ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବା ସଙ୍ଗେ ସଙ୍ଗେ ବହୁତ ଝଟକା ଅନୁଭବ କରିବେ। ତାହା ହେଉଛି ଜଣେ ଡ୍ରାଇଭର ଅଣଓସାରିଆ ରାସ୍ତାରେ ଏଭଳି ଭାବରେ ଗାଡି ବୁଲାଉ ଥିବାର ଭିଡ଼ିଓରେ ଦେଖିବା ପାଇଁ ମିଳିଛି। ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା;

ସୂଚନା ଅନୁସାରେ, ଜଣେ କାର ଡ୍ରାଇଭର ଅଣଓସାରିଆ ପାହାଡିଆ ରାସ୍ତାରେ ଯେଉଁ ଭଳି ଭାବରେ କାର ବୁଲାଉଛନ୍ତି ଦେଖିଲେ ଆଶ୍ଚର୍ଯ୍ୟ ଲାଗିବ। ଡ୍ରାଇଭର ଜଣଙ୍କ ୟୁ ଟର୍ନ ନେଉଛନ୍ତି ଯାହାକୁ ଦେଖିଲେ ବହୁତ ଭୟ ଲାଗିବ। କାରର ପଛ ଚକା ଲାଗୁଛି ଯେମିତି ଭାବରେ ପାହାଡ଼ ତଳକୁ ଖସି ପଡିବ ବୋଲି ଜଣା ଯାଉଛି। କିନ୍ତୁ କାର ଡ୍ରାଇଭର ଜଣଙ୍କ ସାଵଧାନତାର ସହିତ ଓ ଧୀର ସ୍ତିର ଭାବରେ କାର ବ୍ରେକ ମାରି ମାରି ଗାଡିକୁ ବୁଲାଉଛନ୍ତି ଓ ସେଥିରେ ମଧ୍ୟ ସେ ସଫଳ ହୋଇ ପାରିଛନ୍ତି।
ତେବେ କାର ଡ୍ରାଇଭର ଏଭଳି ଦୃଶ୍ୟ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଜୋର ସୋର ଭାବରେ ନିଆଁ ଭଳି ଭାଇରଲ ହେବାରେ ଲାଗିଛି।

ତେବେ ଏହି ଭିଡ଼ିଓଟି ଭାଇରଲ ହେବା ପରେ ହଜାର ହଜାର ଲୋକ ଦେଖି ସାରିଲେଣି। ଏଭଳି ଦୃଶ୍ୟ ଦେଖି ଲୋକ ମାନେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବା ସହିତ ଭିନ୍ନ ଭିନ୍ନ ମତ ଦେଇଛନ୍ତି। ଅନେକ ସମୟରେ ଏଭଳି ଖତରନାକ ଜିନିଷ ସବୁ ଦେଖିବା ପାଇଁ ମିଳିଥାଏ। ବର୍ତ୍ତମାନ ସମୟରେ ଆପଣ ମାନେ ଦେଖିଲେ ଯେ, ଯେଉଁ ଭଳି ଭାବରେ କାରଟି ବିପଦ ପୂର୍ଣ୍ଣ ଭାବରେ ରହିଛି, ଥରୁଟିଏ ଭାବନ୍ତୁ ଟିକେ ଯଦି ଅସବଧାନତା ହୋଇ ଥାଆନ୍ତା, ତା’ହେଲେ କାର ସିଧା ଯାଇ ତଳେ ପଡି ଥାଆନ୍ତା। ତେବେ ଏଭଳି କରିବା ଦ୍ୱାରା ବହୁ ମୂଲ୍ୟ ଜୀବନ ମଧ୍ୟ ଚାଲି ଯାଇଥାଏ। ଯାହା ବି ହେଉ ବନ୍ଧୁଗଣ ସମାଜ ପାଇଁ ଏହା ଏକ ଖରାପ ମେସେଜ, ଆପଣ ମାନେ ଏଭଳି ଦୃଶ୍ୟ ଦେଖି ଏଭଳି କାର୍ଯ୍ୟ କରନ୍ତୁ ନାହିଁ, ଯାହା ଫଳରେ କି ଆପଣଙ୍କ ବହୁ ମୂଲ୍ୟ ଜୀବନ ମଧ୍ୟ ଚାଲିଯିବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.