ମେଘରେ ମେଘ… କାଲି ସକାଳ ୬ ରେ ଆସୁଛି ଦେଖିବାକୁ ଭୁଲିବେନି…

ବନ୍ଧୁଗଣ ସୁପରହିଟ ଯୋଡି ରୂପା ଏବଂ ପିଣ୍ଟୁ ଙ୍କ ଏକ ନୂଆ ମ୍ୟୁଜିକ ଭିଡିଓ ବହୁତ୍ ଜଲଦି ଆସିବାକୁ ଯାଉଛି। ଯାହାକୁ ନେଇ ଜଣାଇଛନ୍ତି ପିଣ୍ଟୁ।ରୂପା ଏବଂ ପିଣ୍ଟୁଙ୍କ ଏକ ବ୍ଲଗ୍ ଭିଡିଓ ମାଧ୍ଯମରେ ଏହାକୁ ଜଣାଇଛନ୍ତି ପିଣ୍ଟୁ। ଆପଣ ମାନେ ତ ରୂପା ଏବଂ ପିଣ୍ଟୁଙ୍କୁ ଭଲ ଭାବରେ ଜାଣିଥିବେ। ଯେଉଁମାନେ କି ଏବେ ମ୍ୟୁଜିକ ଭିଡିଓ ଇଣ୍ଡଷ୍ଟ୍ରି ରେ ବେଶ୍ ପରିଚିତ ଚେହେରା ଭାବରେ ଉଭା ହୋଇଛନ୍ତି। ସେମାନେ ଲୋକଙ୍କ ହୃଦୟକୁ ଛୁଇଁଲା ଭଳି ଅନେକ ସବୁ ଗୀତ କରୁଛନ୍ତି। ଆଉ ସେମାନଙ୍କର ଏହିସବୁ ଗୀତ ପାଇଁ ସେମାନଙ୍କ ର ଲୋକପ୍ରିୟତା ବି ଏବେ ବହୁତ୍ ଅଧିକ ରହିଛି।

ନିଶ୍ଚିତ ଭାବରେ ସେମାନଙ୍କର ଅନେକ ମ୍ୟୁଜିକ ଭିଡିଓ ଆପଣ ଦେଖିବାକୁ ପାଉଥିବେ। ସେମାନଙ୍କ ଯୋଡି ଯେତିକି ସୁନ୍ଦର୍ ସେମାନେ କରୁଥିବା ସବୁ ଗୀତ ମଧ୍ୟ ବେଶ୍ ସୁନ୍ଦର୍ ହୋଇଥାଏ। ସାରା ରାଜ୍ୟରେ ଚହଳ ପକାଇଥିବା ଏହି ଯୋଡି ରୂପା ଏବଂ ପିଣ୍ଟୁ ଏବେ ମ୍ୟୁଜିକ ଭିଡିଓ ର ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛନ୍ତି। ଅନ୍ୟ ମାନଙ୍କ ଭଳି ମ୍ୟୁଜିକ ଭିଡିଓ ଇଣ୍ଡଷ୍ଟ୍ରି ରେ ସେମାନଙ୍କ ଚାହିଦା ବେଶ୍ ଅଧିକ ରହିଛି।ଲୋକେ ଏସବୁ ଭିଡିଓ କୁ ବେଶ୍ ପସନ୍ଦ କରୁଛନ୍ତି।ଏହି ଯୋଡ଼ି ମ୍ୟୁଜିକ ଭିଡିଓ ରୁ ଏବେ ବେଶ୍ ଲୋକପ୍ରିୟ ହୋଇ ପାରିଛନ୍ତି।

ତେବେ ରୁପା ଏବଂ ପିଣ୍ଟୁ ଙ୍କ ଲୋକପ୍ରିୟତା ଧିରେ ଧିରେ ବଢିବାରେ ଲାଗିଛି କାରଣ ଗୋଟିଏ ପରେ ଗୋଟିଏ ହିଟ ଗୀତ ସେମାନେ ଦର୍ଶକଙ୍କୁ ଭେଟି ଦେଉଛନ୍ତି।ରୂପା ଓ ପିଣ୍ଟୁଙ୍କ ପ୍ରତିଟି ଭିଡିଓ ଦର୍ଶକଙ୍କ ମନକୁ ଛୁଇଁ ପାରିଥାଏ ଏବଂ ଏହାର ଭିଉ ମଧ୍ଯ ବହୁତ୍ ଅଧିକ ରହିଥାଏ। ରୂପା ଏବଂ ପିଣ୍ଟୁ ଙ୍କ ଏକ ବ୍ଲଗ୍ ଚ୍ୟାନେଲ ମଧ୍ୟ ରହିଛି।ରୂପା ପିଣ୍ଟୁ ଓ ଖୁସି ଏକ୍ସପ୍ରେସ ନାମରେ ତିଆରି ହୋଇଛି ତାଙ୍କର ଏହି ବ୍ଲଗ୍ ଚ୍ୟାନେଲ। ଏହି ଚ୍ୟାନେଲ ରେ ସେମାନେ ତାଙ୍କର ଅନେକ ସୁନ୍ଦର୍ ମୁହୂର୍ତ୍ତ ର ଦୃଶ୍ୟକୁ ତାଙ୍କର ପ୍ରଶଂସକ ଙ୍କୁ ଦେଖାଇଥାନ୍ତି। ଆପଣ ଅନେକ ଗୁଡ଼ିଏ ଭିଡିଓ ଏହି ଚାନେଲ୍ ରେ ଦେଖିବାକୁ ପାଇଥିବେ। ସେହିପରି ଏବେ ଏକ ଭିଡିଓ ତାଙ୍କର ସାମ୍ନାକୁ ଆସିଛି।

ଯେଉଁଠି ପିଣ୍ଟୁ ଦେଖାଇଛନ୍ତି କିପରି ଭାବରେ ତାଙ୍କର ଏବଂ ରୂପା ଙ୍କ ଆସିବାକୁ ଯାଉଥିବା ଆଗାମୀ ଭିଡିଓ ପାଇଁ ସୁଟିଂ ଚାଲିଥିଲା, ମେକ୍ ଅପ୍ ଆର୍ଟିଷ୍ଟ କିପରି ମେକଅପ୍ ଦେଉଛନ୍ତି। ଏହିପରି ସୁଟିଂ ସମୟରେ ହୋଇଥିବା ଅନେକ ମଜା ମସ୍ତି ର ଭିଡିଓ। ଆସନ୍ତା କାଲି ସକାଳ ୬ ରେ ଅର୍ମାନ୍ ମ୍ୟୁଜିକ ରେ ରୂପା ଓ ପିଣ୍ଟୁଙ୍କ ଏହି ମ୍ୟୁଜିକ ଭିଡିଓ ଆସିବାକୁ ଯାଉଛି। ଏହି ଭିଡିଓକୁ ଦେଖିବା ପାଇଁ ଏବଂ ଭଲପାଇବା ଦେବାକୁ କହିଛନ୍ତି ପିଣ୍ଟୁ। ସଙ୍ଗୀତ ନିର୍ଦ୍ଦେଶକ ସାଜନ ମିଶ୍ରଙ୍କ ସହିତ ମଧ୍ୟ କିଛି ମଜାଦାର ଦୃଶ୍ୟ ଆପଣ ଏଠାରେ ଦେଖିବାକୁ ପାଇବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment