ସୋସିଆଲ ମିଡ଼ିଆରେ ଏମିତି ଏକ ମାଧ୍ୟମ ଯେଉଁଠାରେ ସଵୁ ଘଟଣା ଲୋକଙ୍କ ପାଖରେ ସହଜରେ ପହଂଚି ପାରିଥାଏ।ଆଉ କିଛି ଭିଡ଼ିଓ ରେ ଆଶ୍ଚର୍ଯ୍ୟ କଲା ଭଳି ଦୃଶ୍ୟ ନଜରକୁ ଆସିଥାଏ ଯାହା ଆପଣ ମାନେ ମଧ୍ୟ ଦେଖିବାକୁ ପାଇଥିବେ। ତେବେ ଏଠାରେ ଏମିତି ଏକ ଚଢେଇ ପାଖକୁ ଆସିଛି ଯିଏ କେବେ ମଣିଷ ପାଖକୁ ଆସିବ ସମ୍ଭବ ହୋଇ ନଥାଏ ଶେଷ ରେ ସେହି ମଣିଷ ପାଇଁ ତାହାର ଏମିତି ହୋଇଗଲା ଆସନ୍ତୁ ଜାଣିବା। ଏଠାରେ ଏମିତି ଏକ ଭିଡ଼ିଓ ଦେଖୁବାକୁ ମିଳିଛି ଯେଉଁଠାରେ ଗୋଟିଏ ଚଢେଇ ର କିଛି ଶୋଚନୀୟ ଏବଂ ଦୁଃଖଦ ପୁର୍ଣ୍ଣ ର ସମୟ ଯାହା ଏବେ ସୋସିଆଲ ମିଡ଼ିଆରେ ପ୍ରବଳ ମାତ୍ରା ରେ ଭାଇରଲ ହେବାରେ ଲାଗିଛି।
ଆଉ ଏହିଠାରେ ଏମିତି ଗୋଟିଏ ଚଢେଇ ର ଆକୁଳ ନିବେଦନ କିଏ ବା ବୁଝି ପାରିବ ହେଲେ ଏଠାରେ ଏମିତି କିଛି ଜଣେ ଲୋକ କରିଛି ଯାହାକୁ ନେଇ ଅନେକ ଲୋକ ମଧ୍ୟ ପ୍ରଶଂସା ମଧ୍ୟ କରିଛନ୍ତି।ଆଉ ଏମିତି କିଛି ଚଢେଇ ଅଛନ୍ତି ଯେଉଁମାନେ ଅଧିକାଂଶ ସମୟରେ ସାଧାରଣ ଲୋକଙ୍କ ପାଖକୁ ଆସିବା ପାଇଁ ପସନ୍ଦ କରି ନଥାଆନ୍ତି । ହେଲେ ଏଠାରେ ସେହି ଚଢେଇ ଟି ସେହି ମଣିଷ ମାନଙ୍କର ସାହାରା ଖୋଜିଛି ଯାହା ପାଇଁ ପୁନର୍ବାର ଜୀବନ ମଧ୍ୟ ପାଇଛି। ଏହି ଭିଡ଼ିଓ ଟିରେ ନଜରକୁ ଆସିଛି ଏକ ପକ୍ଷୀ ଯେଉଁଠାରେ ସେ ଶୋଷିଲା ରହିଛି ହେଲେ ଗ୍ରୀଷ୍ମ ର ପ୍ରକୋପ ରେ ସେ ଟିକେ ରକ୍ଷା ପାଇଁ ପାରିନାହିଁ ଯାହା ଏଠାରେ ଦେଖିବାକୁ ମିଳିଛି।
ଆଉ ଏବେ ସେହି ଚଢେଇ ଟି ହେଲା ଘର ଚଟିଆ ର ଡହଳ ବିକଳ ସମୟ। ଏହି ଖରା ରେ ଏମିତି ପ୍ରକୋପ ଯାହା ର ପ୍ରଭାବ ଖାଲି ମଣିଷ ସମାଜ ଉପରେ ପ୍ରଭାବ ପଡି ନାହିଁ ତାହା ସମଗ୍ର ବିଶ୍ୱ ଉପରେ ଯାହା ମଧ୍ୟରେ ପଶୁ ପକ୍ଷୀ ମାନେ ମଧ୍ୟ ଶିକାର ହୋଇଛନ୍ତି ଏମିତି ଭିଡ଼ିଓ ଅନେକ ସମୟରେ ନଜରକୁ ଆସିଥାଏ। ଆଉ ଏଠାରେ ଗୋଟିଏ ଘର ଚଟିଆ ଚଢେଇ ଯିଏ ମଣିଷ ପାଖରେ ଧରା ଦେବା ଅସମ୍ଭବ ହୋଇଥାଏ ହେଲେ ଏମିତି ସମୟ ଆସିଛି ଯେତେବେଳେ ମଣିଷ ହାତ ପାଖକୁ ଆସିଛି। ଆଉ ଖରାରେ ଘୁରି ବୁଲୁଛି ଟିକେ ପାଣି ପାଇଁ ଏପଟେ ଉଡି ପାରୁ ନାହିଁ କି ଚାଲି ପାରି ନାହିଁ।
ଆଉ ତାହାର ସେହି ସମୟରେ ଜଣେ ମଣିଷ ଦେବତା ସାଜିକି ପହଂଚିଛି ଯାହା ସୋସିଆଲ ମିଡ଼ିଆରେ ବହୁଳ ମାତ୍ରା ରେ ଭାଇରଲ ହେବାରେ ଲାଗିଛି। ଏବେ ସେହି ଘର ଚଟିଆ ଟି ନିଜର ଜୀବନ ପାଇଁ ଶେଷରେ ମଣିଷ ହାତ ରୁ ପାଣି ଟୋପେ ପିଇଛି ଯାହା ଏଠାରେ ଦେଖିବାକୁ ମିଳିଛି। ଆଉ ଏଠାରେ ସେହି ଲୋକ ଟି ଶୋଷିଲା ଚଢେଇ ଟିର ଜୀବନ ବଞ୍ଚେଇ ଦେଇଥିଲା ଟିକେ ପାଣି ଦେଇ। ଆଉ ସେ ପାଣି ପିଇବା ମାତ୍ରେ ସଂଗେ ସଂଗେ ଉଡି ଯାଇଥିଲା ଯାହା ଭିଡ଼ିଓ ରେ ଦେଖା ଦେଇଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।