ସମୟ ବର୍ତ୍ତମାନ ଏମିତି ହୋଇ ଗଲାଣି ଯାହା ସୋସିଆଲ ମିଡ଼ିଆରେ ସମସ୍ତେଙ୍କୁ ଚମକାଇ ଦେଇଥାଏ।ଆଉ ସୋସିଆଲ ମିଡ଼ିଆରେ ବେଳେ ବେଳେ ଅଭୂତ ଘଟଣା ସାମ୍ନାକୁ ଆସିଥାଏ। ଆଉ ଏବେ ଏମିତି ଘଟଣା ଯାହା କଲେଜ ଛାତ୍ରୀ ମାନଙ୍କ ମଧ୍ୟରେ ଦେଖା ଦେଉଛି ଯାହା ଏଠାରେ ଦେଖିବାକୁ ମିଳିଛି। ତେବେ ଆସନ୍ତୁ ସେହି ଝିଅ ମାନଙ୍କର କିଛି ହିଂସାକାଣ୍ଡ ସମ୍ପର୍କରେ ଜାଣିବା।
ଏହିଠାରେ ଏକ ଆଶ୍ଚର୍ଯ୍ୟ କଲା ଭଳି ଏକ ଘଟଣା ସାମ୍ନାକୁ ଆସିଛି ଯାହା ଏବେ ସୋସିଆଲ ମିଡ଼ିଆରେ ବହୁଳ ଭାବରେ ଭାଇରଲ ହେବାରେ ଲାଗିଛି। ଆଉ ଏହି ଘଟଣା କୁ ନେଇ ଚାରିଆଡେ ଚର୍ଚ୍ଚା ଲାଗି ରହିଛି। ବର୍ତ୍ତମାନ ସମୟରେ ଝିଅ ମାନେ ଏମିତି କିଛି କରିକି ଆଗକୁ ଆସୁଛନ୍ତି ଯାହା କୁ ଦେଖିବା ପରେ ଜଣେ ପୁଅ ମଧ୍ୟ କରିବା କଷ୍ଟକର ହୋଇ ପଡୁଛି। ଆଉ ଏହି ଭିଡ଼ିଓ ରେ ସେହି ଝିଅ ମାନେ ଯାହା କରୁଛନ୍ତି ତାହା କୌଣସି ଛୋଟ କାମ ନୁହେଁ। ଯେଉଁଠାରେ ପୁଅ ମାନେ ଗଣ୍ଡଗୋଳ କରି ବିଭିନ୍ନ ସମୟରେ ଆଇନ କୁ ହାତକୁ ନେଇ ଥାନାର ଦ୍ୱାରସ୍ଥ ହୋଇ ଥାଆନ୍ତି ହେଲେ ଏଠାରେ ଏହି କଲେଜ ର ଝିଅ ମାନେ ଏମିତି କିଛି କରି ଚର୍ଚ୍ଚାକୁ ଆସୁଛନ୍ତି ।
ଏହି ଘଟଣା ଟିରେ ନଜରକୁ ଆସିଛନ୍ତି କଲେଜର ଛାତ୍ରୀ ମାନେ ଏବଂ ସେମାନେ ନିଜ ନିଜ ଭିତରେ ଗଣ୍ଡଗୋଳ କରି ଏମିତି କିଛି ଘଟଣା ସୃଷ୍ଟି କରିଛନ୍ତି ଯାହା ଏହିଠାରେ ଜାଣିବାକୁ ମିଳିଛି। ଏବେ ଘଟଣା ଟି ସୋସିଆଲ ମିଡ଼ିଆରେ ବହୁଳ ମାତ୍ରା ରେ ଭାଇରଲ ହେବାରେ ଲାଗିଛି। ଆଉ ଏହାକୁ ଦେଖିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଉଛନ୍ତି। ଆଉ ଏହି ଘଟଣା ଟିରେ ଜାଣିବାକୁ ମିଳିଛି ଯେ କଲେଜ ର ଛାତ୍ରୀ ମାନଙ୍କ ମଧ୍ୟରେ ଏମିତି କିଛି ସାଂଘାତିକ ଘଟଣା ସୃଷ୍ଟି ହୋଇଛି ଯାହା ଦ୍ୱାରା ସେମାନଙ୍କ ମଧ୍ୟରେ ମାରପିଟା ଆରମ୍ଭ ହୋଇ ଯାଇଛି ଏବଂ ପରବର୍ତ୍ତୀ ସମୟରେ ଜଣେ ବହୁତ ଉତକ୍ଷିପ୍ତ ହୋଇ ଯାଇଛି ଯାହାକୁ କିଛି ଛାତ୍ରୀ ମାନେ ମିଶିକରି ମାରୁଛନ୍ତି। ଆଉ ଜାଣିବାକୁ ମିଳିଛି ଯେ ଜଣେ ଛାତ୍ରୀ ଙ୍କୁ 4 ଜଣ ଝିଅ ମିଶି ମାଡ଼ ମାରିଛନ୍ତି ଏବଂ ପରେ ସେହି ଝିଅ ଜଣଙ୍କ କହୁଛି ଯେ ସେହି 4 ଜଣ ଙ୍କୁ ଛାଡ଼ିବି ନାହିଁ।
ଆଉ ଏହି ଝିଅ ଟି ଜଣଙ୍କ ବହୁତ ହିଂସା ବଢି ଯିବାରୁ ଏହିଭଳି କାଣ୍ଡ ସୃଷ୍ଟି ହୋଇ ଯାଇଛି ଯାହା ଏବେ ସୋସିଆଲ ମିଡ଼ିଆରେ ଚର୍ଚ୍ଚା ଜୋର ଧରିଛି।ଆଉ ଏବେ ଏହି ଘଟଣା ଟି ଏବେ ପୁରୀ ଜିଲ୍ଲା ର ଅସ୍ତରଙ୍ଗ ଅଞ୍ଚଳରେ ଦେଖା ଦେଇଛି ଯାହା ଏହିଠାରେ ସୂଚନା ଯୋଗ୍ୟ। ଏମିତି କଲେଜ ଛାତ୍ରୀ ଙ୍କ ମଧ୍ୟରେ ଯାହା ସୃଷ୍ଟି ହୋଇଛି ତାହା ଏବେ ସମସ୍ତେ ଦେଖିବା ପରେ ଆଶ୍ଚର୍ଯ୍ୟ ହୋଇ ଯାଉଛନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।