ମୋବାଇଲ ପ୍ରେମ ବିବାହିତା ମହିଳା ଙ୍କୁ କଲା ମତୁଆଲା ! 2 ଟି ଛୁଆଙ୍କୁ ଛାଡି ଦେଢଶୁର ସହ ପଳେଇଲା ମାଆ… ଦେଖନ୍ତୁ Video

ବନ୍ଧୁଗଣ ସମୟକ୍ରମେ ଆପଣ ଅନେକ ଘଟଣା ସଂସ୍ପର୍ଶରେ ଆସୁଥିବେ। ଆଉ ଘଟଣା ଏପରି ରହିଥାଏ ଯାହା ଏକ ଭିନ୍ନ ଦିଗକୁ ଇଙ୍ଗିତ କରିଥାଏ। ସହଜରେ ଏଭଳି ଘଟଣା କୁ ଗ୍ରହଣ କରି ହୁଏ ନାହିଁ। କାରଣ ସଭ୍ୟ ଶିକ୍ଷିତ ସମାଜରେ ଏପରି ଘଟଣା ବାସ୍ତବରେ ନିନ୍ଦନୀୟ ଏବଂ ଲଜ୍ୟା ଜନକ ଅଟେ। ଏଭଳି ଘଟଣା ବୟାନ କରେ ମଣିଷ କେତେ ତଳକୁ ଖସି ଯାଇପାରେ ଏବଂ ତାର ହୀନ ମନ୍ୟତା କାରଣରୁ କିପରି ତାକୁ ସମାଜରେ ଅପଦସ୍ତ ହେବାକୁ ପଡ଼ିଥାଏ। ସେହିପରି ଏକ ଘଟଣା ବିଷୟରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ ଯାହାକୁ ଦେଖିଲେ ଏଵଂ ଜାଣିଲେ ଆପଣ ବି ପ୍ରତିକ୍ରିୟା ଶିଳ ହୋଇ ଉଠିବେ।

କାରଣ ଏହା ସେହିଭଳି ଏକ ଅଶୋଭନୀୟ, ଅନୈତିକତା ପୂର୍ଣ୍ଣ ଘଟଣା।ଏହା ଏକ ଏଭଳି ଲଜ୍ୟାଜନକ ଘଟଣା ଯାହା ଦୃଢ଼ ଭାଷାରେ ନିନ୍ଦନୀୟ।ଏଠାରେ ଏହି ଘଟଣାରେ ଏକ ଲଜ୍ୟାଜନକ ସ୍ଥିତି ସୃଷ୍ଟି ହୋଇଛି। ଯେଉଁ ଭିଡ଼ିଓ ଏବେ ସାମ୍ନାକୁ ଆସିଛି ତାହା ସାଧାରଣରେ ଚର୍ଚ୍ଚା ର ବିଷୟ ଅଟେ। ଏଭଳି ଅନେକ ଘଟଣା ସଂପର୍କରେ ଆପଣ ହୁଏତ ଆଗରୁ ଆସିଥିବେ। ତେବେ ଆସନ୍ତୁ ଜାଣିବା ଏହି ଘଟଣାରେ କଣ ଘଟିଛି। ଏଠାରେ ଜଣେ ମହିଳା ତାଙ୍କ ସ୍ୱାମୀକୁ ଛାଡି ଦେଢସୂର ଙ୍କ ସହିତ ପଳାଇ ଯାଇଥିବା ଜଣା ପଡିଛି। ଆଉ ଏହାକୁ ନେଇ ପୁଅର ଘର ଲୋକେ ଆଣିଛନ୍ତି ସଙ୍ଗୀନ ଅଭିଯୋଗ।

ପଳାଇ ଯାଇଥିବା ମହିଳା ଜଣଙ୍କର ସ୍ୱାମୀଙ୍କ କହିବା କଥା ଯେ ସେ ଘରେ ନଥିବା ସମୟରେ ଦେଢ଼ସୁର ଲକ୍ଷ୍ମୀକାନ୍ତ ହିଁ ତାଙ୍କ ସ୍ତ୍ରୀ ଙ୍କୁ ନେଇ ପଳାଇ ଯାଇଛନ୍ତି। ତେବେ ଆପଣଙ୍କୁ କହି ରଖୁଛୁ ଯେ ଏହି ଘଟଣା ହେଉଛି ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ଭୋଗବେରେଣୀ ଗ୍ରାମ ପଞ୍ଚାୟତର ଖାମଣା ଗାଁର ଅଟେ। ତେବେ ଯାହା ଜଣା ପଡ଼ିଛି ସ୍ବାମୀ ଗୌତମ ନାୟକର ସ୍ତ୍ରୀ ଲିପି ନାୟକ ତାଙ୍କ ଘର ପାଖରେ ଥିବା ବଡ଼ ଭାଇ, ଯିଏକି ତାଙ୍କର ଦେଢ଼ସୂର ସଂପର୍କର ହେବେ, ଯାହାଙ୍କ ନାମ ଲକ୍ଷ୍ମୀକାନ୍ତ ନାୟକ, ସେ ତାଙ୍କ ପ୍ରେମରେ ପଡ଼ିବା ପରେ ଦୁହିଁଙ୍କ ପ୍ରେମ ସମ୍ପର୍କ ଜଣା ପଡ଼ି ଯାଇଥିଲା।

ଏହାପରେ ଲକ୍ଷ୍ମୀକାନ୍ତ ନାୟକଙ୍କ ସ୍ତ୍ରୀ ଆସି ଗୌତମ ନାୟକଙ୍କ ସ୍ତ୍ରୀ ଲିପିଙ୍କୁ ବାଡ଼େଇଥିଲେ। ଏହାପରେ ଗୌତମଙ୍କ ଭାଇ ଏ ଘଟଣା ସମ୍ପର୍କରେ ବଅଁରପାଳ ଥାନାରେ ଅଭିଯୋଗ କରିବା ପରେ ଥାନା ବାବୁ ଲିପି ନାୟକ ଏବଂ ଲକ୍ଷ୍ମୀକାନ୍ତ ନାୟକଙ୍କୁ ଥାନାକୁ ଡକାଇ, ପଚରା ଉଚୁରା କରିବା ସହିତ ଏଠାରେ ଲେଖାପଢ଼ା କରିବା ପରେ ଲିପି ତାଙ୍କ ଶାଶୁଘରକୁ ଯିବେ ନାହିଁ ବୋଲି ମନା କରିଥିଲେ। ଆଉ ଶେଷରେ ଲିପିଙ୍କ ଏପରି ଅରାଜିହେବାକୁ ଦେଖି ପୋଲିସବାବୁ ଲିପି ଏବଂ ଲକ୍ଷ୍ମୀକାନ୍ତଙ୍କୁ ସାଙ୍ଗରେ ରହିବାକୁ କହିଥିଲେ। ଏପଟେ ଲିପିର ବାପଘର ଲୋକେ ଲକ୍ଷ୍ମୀକାନ୍ତଙ୍କ ବିରୋଧରେ ଥାନାରେ ଅଭିଯୋଗ ଦେଇଥିବା ଜଣା ପଡ଼ିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment