( ମୟୁର ପଙ୍ଖ ) ଘରେ କେଉଁଠି ରଖିଲେ ଧନ ବଢିଥାଏ ଏବଂ ଘର ଧନରେ ପୁରି ଉଠିବ

ବନ୍ଧୁମାନେ ଆଜିର ଏହି ଦୁନିଆରେ ଚଳିବାକୁ ହେଲେ ଅର୍ଥ ଅତ୍ୟନ୍ତ ଜରୁରୀ ଅଟେ ବିନା ଅର୍ଥରେ ଘଟୁ ବାହାରକୁ ବାହାରିବା କଷ୍ଟ ଅଟେ ।ତେବେ ପ୍ରତ୍ୟେକ ଲୋକ ମାନେ ଦିନରାତି ସେହି ଅର୍ଥ ଉପାର୍ଜନ ପଛରେ ଧାଇଁ ବୁଲୁଥିଲେ ବି ତାଙ୍କର ଆବଶ୍ୟକତା ମୁତାବକ ଅର୍ଥ ସେମାନେ ପାଇଁ ପାଇ ପାରନ୍ତି ନାହିଁ ।ଆଜିର ଦୁନିଆରେ ଏମିତି ଖୁବ କମ ଲୋକ ଅଛନ୍ତି ଯେଉଁ ମାନଙ୍କ ପାଖରେ ଅର୍ଥର ଅଭାଵ ରହି ନଥାଏ ।କିନ୍ତୁ ଅର୍ଥ ଯେତେ ଉପାର୍ଜନ କଲେ ବି ମଣିଷ ଆହୁରି ଅର୍ଥ ପାଇବା ପାଇଁ କାମ କରିଥାଏ ।

ତେବେ ବହୁତ ସମୟରେ ଲୋକ ମାନେ ଯେତିକି ପରିଶ୍ରମ କରନ୍ତି ସେହି ଅନୁଯାୟୀ ଅର୍ଥ ପାଆନ୍ତି ନାହିଁ ଓ ତାଙ୍କ ପାଖରେ ସବୁବେଳେ ଅଭାବ ଲାଗିରହେ ।ତେବେ ଆଜି ଆପଣଂକୁ ଏମିତି ଏକ ଉପାୟ କହିବୁ ଯାହାକୁ ମାନିଲେ ଆପଣଙ୍କ ପାଖରେ କେବେ ଅର୍ଥର ଅଭାବ ରହିବ ନାହିଁ ।ତେବେ ସେହି ଉପାୟ ପାଇଁ ଆପଣଙ୍କୁ ତିନିଟି ମୟୁର ପରର ଆବଶ୍ୟକ ଅଛି, ତେବେ ମୟୁର ପର ଖୁବ ଶକ୍ତିଶାଳୀ ଅଟେ ଏହାକୁ ଭୁ କାଳରୁ ତନ୍ତ୍ର ବିଦ୍ୟାରେ,ଦେବାଦେବୀ ସହ ବ୍ୟବହାର କରାଯାଇ ଆସୁଅଛି ।

ଆଉ ଏହି ମୟୁର ପରକୁ ବଂଶୀ ସହ ଘରେ ରଖିଲେ ସମ୍ପର୍କରେ ମଧୁରତା ଆସିଥାଏ ଓ ସନ୍ଧ୍ୟା ପରେ ଏକ ମୟୁର ପରକୁ ଜୋରରେ ହଲାଇଲେ ଘରୁ ନକରାତ୍ମକ ଦୁର ହୁଏ ଓ ସେଠାରେ ମାତା ଲକ୍ଷ୍ମୀ ର ବାସ ହେଇଥାଏ ।ତେବେ ଏବେ ଜାଣି ରଖନ୍ତୁ ଘରର କୋଉ ତିନୋଟି କୋଣରେ ମୟୁର ପର ରଖିଲେ ସକରାତ୍ମକ ଉର୍ଜା ଭରି ହେଇ ରହିବ ।

-ଘରର ଏମିତି ଏକ ସ୍ଥାନରେ ମୟୁର ପରକୁ ରଖନ୍ତୁ ଯୋଉଠିକୁ ସମସ୍ତଙ୍କର ନଜର ପଡିବ ତେବେ ଏହାକୁ ଏକ ଶୁଭ ଦିନରେ କରନ୍ତୁ ।ଏହା ଦ୍ୱାରା ଘରେ ଶୁଭତା ବଡ଼ିଥାଏ,ତେବେ ମୟୁର ପରକୁ ବହି ଭିତରେ ରଖିଲେ ତାହା ବିଦ୍ୟାର୍ଥୀ ମାନଙ୍କ ପାଇଁ ଖୁବ ଭଲ ଅଟେ ।

-ଯଦି କାଳସର୍ପ ଯୋଡି ରହିଥାଏ ତେବେ ପାଖରେ ମୟୁର ପରକୁ ରଖନ୍ତୁ ,ଆଉ କୌଣସି ପିଲା ଜିଦି ହେଉଥିଲେ ତାଙ୍କୁ ମୟୁର ପରରେ ପବନ ଡିଲେ ତାଙ୍କର ଜିଦି କମିଯିବ ।ଛୋଟ ପିଲାଙ୍କ ବିଛଣାରେ ମୟୁର ପରକୁ ରଖିଲେ ତାଙ୍କୁ ନଜର ଲାଗେ ନାହିଁ ।ଘରେ ଯେତେ ଅର୍ଥ ଉପାର୍ଜନ କଲେ ବି ରହୁ ନାହିଁ ତେବେ ଦକ୍ଷିଣ ପୂର୍ବ କୋଣରେ ମୟୁର ପରକୁ ରଖିଲେ ଏହି ସମସ୍ୟା ଦୁର ହୁଏ ।

-ତେବେ ଯେଉଁଠାରେ ଟଙ୍କା ରଖୁଛନ୍ତି ସେଠାରେ ମୟୁର ପର ରଖିଲେ ଆପଣଙ୍କର ଟଙ୍କା ପଇସାର ଅଭାବ ରହେ ନାହିଁ ।ଆଉ ନିଜ ଠାକୁର ଘରେ ବା ଉତ୍ତର ପୂର୍ବ କୋଣରେ ମୟୁର ପର ରଖିଲେ ଅର୍ଥ ଉପାର୍ଜନ ର ମାର୍ଗ ଖୋଲିଯିବ ।ବିଛଣା ତଳେ ମୟୁର ପର ରଖିଲେ ଆପଣଙ୍କ ଭିତରର ସକରାତ୍ମକ ଵୃଦ୍ଧି ପାଇବ ।ଘରର ଆଗରେ ଗଣେଶଙ୍କ ମୂର୍ତ୍ତି ରଖନ୍ତୁ ଓ ତାଙ୍କ ପାଖରେ ତିନୋଟି ମୟୁର ପର ରଖିଲେ ବାସ୍ତୁ ଦୋଷ କଟିଯାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment