Swastik Tv News Odisha

ଯଦି ଆପଣଙ୍କ ନାମର ପ୍ରଥମ ଅକ୍ଷର ‘ B ‘ Letter ରୁ ଆରମ୍ଭ… ତେବେ ଥରୁଟିଏ ନିଶ୍ଚୟ ଦେଖନ୍ତୁ….

0

ହଁ ଦର୍ଶକ ବନ୍ଧୁ ଆପଣ ମାନେ ଅନେକ ସମୟରେ ଦେଖିଥିବେ କି ଆମେ ମାନେ ସମସ୍ତେ ଯେତେବେଳେ କୋୖଣସି ଶିଶୁର ଜନ୍ମ ହେବା ପରେ ତାର ନାମକରଣ କରିଥାଇ ସେତେବେଳେ ଜ୍ୟାତିଶ ଶାସ୍ତ୍ରର ନିୟମକୁ ମାନି ଦେଇଥାଉ , ତେବେ ଆଜି ଆମେ ଆଲୋଚନା କରିବା B ଅକ୍ଷର ରେ ଆରମ୍ଭ ହୋଇଥିବା ବ୍ୟକ୍ତଙ୍କ ଜୀବନରେ କଣ ଘଟିଥାଏ , ଓ ସେମାନେ କୋଉ ପରି ସ୍ଵଭାବର ହୋଇଥାନ୍ତି, ଆସନ୍ତୁ ଆଲଚନା କରିବା |

ପ୍ରଥମେ ଆମେ ଜାଣିବା B ଲୋକମାନଙ୍କର ଶାରୀରିକ ଗଠନ ଶୌଲି କେମିତି ହୋଇଥାଏ, ଏମାନେ ବହୁତ ଶାନ୍ତ, ସୁନ୍ଦର ହୋଇଥାନ୍ତି ଓ ଏମାନଙ୍କର ଆଖି ମଧ୍ୟ ସୁନ୍ଦର ଓ ମୁନିଆ ଟାଇପ ରେ ହେଇଥାଏ |B ନାମ ଧାରୀ ବ୍ୟକ୍ତି ସବୁବେଳେ କିଛି ନ କିଛି ନୂଆ ରାସ୍ତା ଖୋଜିଥାନ୍ତି, ଆଉ ସବୁବେଳେ କିଛି କରିବାର ଆଶା ସେମାନଙ୍କ ମୁଣ୍ଡରେ ସବୁବେଳେ ଚାଲିଥାଏ,ଏମାନେ କେବେବି ଗୋଟିଏ କାର୍ଯ୍ୟରେ ସନ୍ତୁଷ୍ଟ ହୋଇ ନଥାନ୍ତି,ସବୁବେଳେ କିଛି ନ କିଛି ନୂଆ ରାସ୍ତା ଖୋଜି ବୁଲୁଥାନ୍ତି, ଓ ଏହି ଅକ୍ଷର ର ବ୍ୟକ୍ତି ମାନେ ସହଜରେ କାହାକୁ ବିଶ୍ୱାସ କରନ୍ତି ନାହିଁ ଯାହା ଫଳରେ ଏମାନଙ୍କର ସାଙ୍ଗ ବହୁତ କମ ହୋଇଥାଏ | ଓ ଏମାନେ ନିଜ ରାସ୍ତା ନିଜେ ହି ତିଆରି କରନ୍ତି |ଏମାନେ ବହୁତ କମ ଲୋକଙ୍କୁ ବିଶ୍ୱାସ କରନ୍ତି ପ ଯାହାକୁ ବି ବିଶ୍ୱାସ କରନ୍ତି ତାର ହି ସାଙ୍ଗ ହୁଅନ୍ତି |

B ଅକ୍ଷର ରେ ଆରମ୍ଭ ହେଉଥିବା ବ୍ୟକ୍ତି ମାନେ ସୌନ୍ଦର୍ଯ୍ୟ ପ୍ରତି ବିଶେଷ ଭାବରେ ଆକର୍ଷିତ ହୋଇଥାନ୍ତି, ସେଥିପାଇଁ ସେମାନେ ସବୁବେଳେ ସୁନ୍ଦର ସୁନ୍ଦର ଜାଗା ଦେଖିବାକୁ ଵା ବୁଲିବାକୁ ବହୁତ ପସନ୍ଦ କରନ୍ତି, ସେଥିପାଇଁ ପ୍ରକୃତିକ ସୌନ୍ଦର୍ଯ୍ୟ ରେ ଗଛିତ ଥିବା ସ୍ଥାନକୁ ଯିବାକୁ ଅଧିକ ପସନ୍ଦ କରନ୍ତି, ସେମାନେ ନିଜେ ନିଜର ନିଷ୍ପତି ନେଉଥିବାରୁ କଳହ ଠାରୁ ନିଜକୁ ସବୁବେଳେ ଦୂରେଇକି ରଖିଥାନ୍ତି | ଏହି ଅକ୍ଷର ର ବ୍ୟକ୍ତି ମାନେ ଶାନ୍ତ ସ୍ଵଭାବର ହୋଇଥାନ୍ତି କିନ୍ତୁ ଯେତେବେଳେ ଏମାନଙ୍କୁ କ୍ରଧ ଆସେ ତେବେ ସେମାନେ କ୍ରଧକୁ ଲୁଚାଇ ରଖନ୍ତି,ଏମାନଙ୍କ ଠାରୁ ତର୍କରେ କେହି ଜିତିପାରନ୍ତି ନାହିଁ ବହୁତ ଛୋଟ ଛୋଟ କଥାରେ ମଧ୍ୟ ଏମାନେ ତର୍କ କରିଥାନ୍ତି |

ଏହି ଅକ୍ଷର ର ବ୍ୟକ୍ତି ମାନେ କେରିଅର ପ୍ରତି ବିଶେଷ ଭାବରେ ଚିନ୍ତିତ ଥାନ୍ତି ଓ ନିଜର କେରିୟର ପାଇଁ ଚିନ୍ତାରେ ମଧ୍ୟ ଥାଆନ୍ତି ମାତ୍ର କେରିୟର ରେ ପୋଛୁଆ ରହିଯାନ୍ତି,ଏମାନେ ଏମାନଙ୍କର ସମ୍ପୂର୍ଣ୍ଣ କାର୍ଯ୍ୟ ମନ ଲଗାଇ କରିଥାନ୍ତି ଓ ଏମାନଙ୍କର ସିକ୍ରେଟ କୁ କାହା ଆଗରେ ସେୟାର କରନ୍ତି ନାହିଁ,ଏହି ଅକ୍ଷର ର ବ୍ୟକ୍ତି ମାନେ ଜଲ୍ଦି ଭଲ ପାଇଯାନ୍ତି ଓ କେବଳ ଜଣଙ୍କୁ ହି ଭଲ ପାଇଥାନ୍ତି, ସେମାନଙ୍କର ସ୍ଵଭାବକୁ ଦେଖି |

ଏହି ଭଳି ଭାବରେ B ଅକ୍ଷର ର ବ୍ୟକ୍ତି ର ସ୍ଵଭାବ ହୋଇଥାଏ | ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.