ଯାତ୍ରା ମହାରଥୀ କଳିଙ୍ଗ ଗଣନାଟ୍ୟ ର ନୂଆ ରୂପରେ love song ଆଖଡ଼ା ରିଏଲସେଲ ଡ୍ୟାନ୍ସ… ଦେଖିଲେ ଆପଣ ନିଜକୁ ସମ୍ଭାଳି ପାରିବେନି…

ଯାତ୍ରା ଦେଖିବାକୁ ଅନେକ ଲୋକ ବହୁତ୍ ପସନ୍ଦ କରନ୍ତି। ତେବେ ଅନେକ ଯାତ୍ରା ପ୍ରେମୀ ଅଛନ୍ତି ଯେଉଁମାନେ ସିନେମା ଅପେକ୍ଷା ଯାତ୍ରା ଦେଖିବାକୁ ଖୁବ୍ ଭଲ ପାଆନ୍ତି। ଯାତ୍ରା ପ୍ରତି ସେମାନଙ୍କ ମନରେ ରହିଛି ଏକ ଅହେତୁକ ଅନୁକମ୍ପା ଭଲ ପାଇବା ଏବଂ ଭାବ। ତେବେ ସେ ସିନେମା ଇଣ୍ଡଷ୍ଟ୍ରି ହେଉ କି ଯାତ୍ରା ଜଗତର କଥା ହେଉ, ଅଭିନୟ ଜଗତର କଳାକାର ବା ସେଲିବ୍ରେଟି ମାନଙ୍କର ଜୀବନଶୈଳୀ ସାଧାରଣତଃ ଟିକେ ଭିନ୍ନ ଏବଂ ଆକର୍ଷିତ କଲା ଭଳି ହୋଇଥାଏ। ଲୋକେ ସେମାନଂକୁ ବହୁତ୍ ଭଲ ପାଆନ୍ତି ଏବଂ ସେମାନଂକୁ ଅନୁସରଣ ବି କରନ୍ତି। ତେବେ ଯାତ୍ରା ଦେଖିବାର ମଜା କିଛି ଅଲଗା।

ସେମାନଙ୍କୁ ଦେଖିବା ପାଇଁ ଦର୍ଶକଙ୍କ ମନରେ ରହିଥାଏ ଭିନ୍ନ ଆଗ୍ରହ। ତେବେ ଯଦି ଆମେ ଓଡ଼ିଶାର ଯାତ୍ରା ଜଗତର କଥା କହିବା ତେବେ ଏଥିପାଇଁ ଅନେକ ପାଗଳପ୍ରାୟ ଅଟନ୍ତି। ଅନେକ କଳାକାର ମାନେ ସେମାନଙ୍କ ଅଭିନୟ ର ଯାଦୁରେ ଲୋକଙ୍କୁ କିମିଆ କରି ରଖିଛନ୍ତି। ଅନେକ ସମୟରେ ସେମାନେ ତାଙ୍କର ଅଭିନୟ ସାଙ୍ଗକୁ ସୁନ୍ଦରତା ଏବଂ ଆକର୍ଷଣୀୟ ଲୁକ୍ସ ପାଇଁ ଦର୍ଶକଙ୍କୁ ଆକର୍ଷିତ କରିଥାନ୍ତି। ତେବେ ସେମାନଙ୍କ ବିଷୟରେ ଅନେକ ପ୍ରସଂଶକ ଜାଣିବାକୁ ଆଗ୍ରହ କରିଥାନ୍ତି ଏବଂ ସେମାନଙ୍କ ପ୍ରତି ଦର୍ଶକ ମାନଙ୍କର ଏକ ଭିନ୍ନ ଧରଣର ଭଲପାଇବା ବି ରହିଥାଏ।

ତେଣୁ ଯାତ୍ରା ଜଗତର କଳାକାର ମାନଙ୍କ ପ୍ରତି ଅନେକଙ୍କ ମନରେ ଏକ ଭିନ୍ନ ଆଗ୍ରହ ରହିଥାଏ।ଆପଣ ତ ଯାତ୍ରାର ଅନେକ ଦୃଶ୍ୟ ଦେଖିଥିବେ। ସେହିପରି ଆମେ ଆଜି ଆପଣଙ୍କୁ ଯାତ୍ରା ପୂର୍ବରୁ ହେଉଥିବା ରିଆରସେଲ୍ ର ଏକ ଦୃଶ୍ୟ ଦେଖାଇବୁ। ଯେଉଁଠି ଆପଣ ଦେଖିବାକୁ ପାଇବେ ସୁନ୍ଦର୍ ଡାନ୍ସ ର ଦୃଶ୍ୟ। ଯାତ୍ରା ମଝିରେ ନାୟକ ଓ ନାୟିକା ଙ୍କ ରୋମାଣ୍ଟିକ ଲଭ୍ ସଙ୍ଗ ହୋଇଥାଏ।ସେହି ଡାନ୍ସ ରେ ସେମାନଙ୍କ ସହିତ ସହ ଡାନ୍ସର ମାନେ ମଧ୍ୟ ନାଚିଥାନ୍ତି। ଆଲବମ ର ଡାନ୍ସ ଭଳି ଯାତ୍ରାର ଏହି ଡାନ୍ସ ମଧ୍ୟ ବେଶ ପସନ୍ଦ ଅସିଥାଏ ଦର୍ଶକଙ୍କୁ।

ଯାହା ଯାତ୍ରା ମଝିରେ ଦର୍ଶକ ମାନଙ୍କୁ ଏକ ମନୋରଞ୍ଜନ ର ଛୁଙ୍କ ଦେଇଥାଏ। ତେବେ ଆପଣ ଯାତ୍ରାରେ ଡାନ୍ସ ଭିଡିଓ ଦେଖିଥିବେ। କିନ୍ତୁ ଏହି ଡାନ୍ସ ପାଇଁ ଯେଉଁ ଅଭ୍ୟାସ ହୋଇଥାଏ ତାକୁ ହୁଏତ ଆପଣ ଦେଖିବାକୁ ପାଇ ନଥିବେ ଯାହାକୁ ଆଖଡ଼ା ବୋଲି କୁହା ଯାଇଥାଏ।ସେହି ଆଖଡ଼ା ର ଏକ ଦୃଶ୍ୟ ଆପଣ ଏହି ଭିଡିଓ ରେ ଦେଖିବାକୁ ପାଇବେ ଯାହା ଆପଣଙ୍କୁ ନିଶ୍ଚିତ ଭଲ ଲାଗିବ। ତେବେ ଆପଣଙ୍କୁ କହି ରଖୁଛୁ ଯେ ଏହି ଡାନ୍ସ ଟି ହେଉଛି ମହାରଥୀ କଳିଙ୍ଗ ଅପେରାର ଏକ ଡାନ୍ସ ଭିଡିଓ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment