ବନ୍ଧୁଗଣ ଯାତ୍ରାରେ କଳାକାର ମାନଙ୍କୁ ଅତି ପାଖରୁ ଦେଖିବାକୁ ପାଇଥାନ୍ତି ଦର୍ଶକ ମାନେ। ଆଉ ନିଜର ପସନ୍ଦର କଳାକାରଙ୍କୁ ପ୍ରତ୍ୟେକ୍ଷ ଭାବରେ ଏପରି ପାଖରୁ ଦେଖିବାକୁ ପାଇ ସେମାନେ ବହୁତ୍ ଖୁସି ବି ହୁଅନ୍ତି। ତେବେ ଅନେକ ଯାତ୍ରା ପ୍ରେମୀ ଅଛନ୍ତି ଯେଉଁମାନେ ଯାତ୍ରା ଦେଖିବାକୁ ଖୁବ୍ ଭଲ ପାଆନ୍ତି। ଯାତ୍ରା ପ୍ରତି ସେମାନଙ୍କ ମନରେ ରହିଛି ଏକ ଅହେତୁକ ଅନୁକମ୍ପା ଭଲ ପାଇବା ଏବଂ ଭାବ।ଯଦି ଆମେ ଓଡ଼ିଶାର ଯାତ୍ରା ଜଗତର କଥା କହିବା ତେବେ ଅନେକ ଦର୍ଶକ ଯାତ୍ରା ଦେଖିବାକୁ ବହୁତ୍ ଭଲ ପାଆନ୍ତି।ଆପଣମାନେ ଯଦି ଯାତ୍ରା ପ୍ରେମୀ ହୋଇଥିବେ ତେବେ ଯାତ୍ରା ତ ନିଶ୍ଚୟ ଦେଖିବାକୁ ଭଲ ପାଉଥିବେ ଏବଂ ଯାତ୍ରା ଦେଖିବାକୁ ବି ଯାଉଥିବେ ମଧ୍ୟ।
ଯାତ୍ରାରେ ରହିଥାଏ ଏକ ଭିନ୍ନ ଧରଣର ଏବଂ ସ୍ଵତନ୍ତ୍ର ପ୍ରକାରର ମନୋରଂଜନ ର ଛୁଙ୍କ। ଯାତ୍ରାରେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ସବୁ ରହିଥାଏ। ଯାତ୍ରାର ନାଟକ ଆରମ୍ଭ ହେବା ପୂର୍ବରୁ ରହିଥାଏ ଅନେକ କାର୍ଯ୍ୟକ୍ରମ। ଯାହାକୁ ଦେଖିବାକୁ କିଛି ସ୍ଵତନ୍ତ୍ର ଦର୍ଶକ ବେଶ୍ ଭଲ ପାଆନ୍ତି। କାରଣ ଏହା ହେଉଛି ମେଲୋଡି ଏବଂ ରେକର୍ଡ ଡାନ୍ସ ର ରଙ୍ଗାରଙ୍ଗ କାର୍ଯ୍ୟକ୍ରମ। ଆଉ ଏହି ସମୟରେ ମଝିରେ ମଝିରେ ହୋଇଥାଏ ଜବରଦସ୍ତ ଆଙ୍କରିଁ। ଏହା ମଧ୍ୟ ବହୁତ୍ ମନୋରଂଜନ ପୂର୍ଣ୍ଣ ହୋଇଥାଏ।ତେଣୁ ଯାତ୍ରାର ପ୍ରତିଟି ମାହଲ ବେଶ ଆକର୍ଷିତ କରିବା ଭଳି ଅଟେ। ଯାତ୍ରାରେ ଆପଣ ଉଭୟ ହସ ଏବଂ କାନ୍ଦ ର ଦୃଶ୍ୟ ବି ଦେଖିବାକୁ ପାଉଥିବେ।
ସେହିଭଳି ଏକ ସୁନ୍ଦର୍ ସେଡ୍ ଲଭ୍ ଷ୍ଟୋରୀ ର ଦୃଶ୍ୟ ଆମେ ଆପଣଙ୍କୁ ଦେଖାଇବାକୁ ଯାଉଛୁ। ଯାହାକୁ ଦେଖିଲେ ଆପଣ ବି ଇମୋଶନାଲ୍ ହୋଇ ପଡିବେ। କାରଣ ଏହା ସେହିଭଳି ଏକ ଦୃଶ୍ୟ। ଏଠାରେ କିପରି ଭାବରେ କଳାକାର ଦୁଇଜଣ ଜୀବନ୍ତ ଏବଂ ବାସ୍ତବ ଅଭିନୟ ର ଝଲକ ଦେଖାଉଛନ୍ତି ତାହା ଥରେ ଦେଖନ୍ତୁ।ଏହା ଏଭଳି ଅଭିନୟ ଯାହାକୁ ଦେଖିଲେ ଏହା ଅନୁଭଵ ହେଉଛି ଯେ କିପରି ଭାବରେ ଏକ ନିଛକ ଅଭିନୟ ହୋଇପାରେ। ଯାହାକୁ ଏଠାରେ ଏହି ଦୁଇ କଳାକାର କରି ଦେଖାଉଛନ୍ତି। ପ୍ରେମ କାହାଣୀ ର ଏହି ସୁନ୍ଦର୍ ଚିତ୍ର ଯେତିକି ମନ ମୁଗ୍ଧକର ସେତିକି ଗ୍ରହଣୀୟ ଅଟେ ଦର୍ଶକ ମାନଙ୍କ ଦ୍ଵାରା।
ଏଠାରେ କଳାକାର ମାନଙ୍କ ଅଭିନୟକୁ ଥରେ ଆପଣ ଭଲ ଭାବରେ ଦେଖନ୍ତୁ। କିପରି ସେମାନେ ଏକ ସୁନ୍ଦର୍ ପ୍ରେମ କାହାଣୀ କୁ ନେଇ ଏକ ମନକୁ ଛୁଇଁଲା ଭଳି ବିଷୟବସ୍ତୁ କୁ ନେଇ ଏକ ସୁନ୍ଦର୍ ଭାବରେ ଏହି ଅଭିନୟକୁ ପରିବେଷଣ କରୁଛନ୍ତି। ପ୍ରେମ କାହାଣୀ ଉପରେ ଆଧାରିତ ଏହି ଦୃଶ୍ୟ ରେ ସମସ୍ତ ଙ୍କ ପ୍ରିୟ ଅଭିନେତା ଅର୍ଜୁନ କିପରି ଅଭିନୟ କରୁଛନ୍ତି। ଅଭିନେତା ଅର୍ଜୁନ କିପରି ତାଙ୍କର ଲୋକପ୍ରିୟତାକୁ ହାସଲ କରିଛନ୍ତି ଧାରାବାହିକ ଜଗତରେ ତାହା ତ ଆପଣ ଜାଣିଛନ୍ତି। ଏବେ ଯାତ୍ରା ଜଗତରେ ତାଙ୍କର ଅଭିନୟ ସେହିପରି ବେଶ୍ ଆକର୍ଷଣୀୟ ଏବଂ ଦମଦାର ରହିଛି ଯାହା ଆପଣ ଏହି ଭିଡିଓ ଦେଖି ଜାଣି ପାରିବେ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।