ଯାତ୍ରା ଷ୍ଟେଜ ଉପରେ arjun & sonali କଲେ ହଟ ରୋମାନ୍ସ love song ରେ ଜବରଦସ୍ତ ଡ୍ୟାନ୍ସ… ଦେଖିଲେ ନିଜକୁ ସମ୍ଭାଳି ପାରିବେନି…

ଯାତ୍ରା ଦେଖିବାକୁ ତ ଅଗଣିତ ଯାତ୍ରା ପ୍ରେମୀ ବହୁତ୍ ଭଲ ପାଆନ୍ତି। କିନ୍ତୁ କିଛି ଏମିତି ଅଛନ୍ତି ଯେଉଁମାନେ ଯାତ୍ରା ପୂର୍ବରୁ ହେଉଥିବା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ କୁ ଦେଖିବାକୁ ଅଧିକ ପସନ୍ଦ କରନ୍ତି। ତେବେ ଏହା ହେଉଛି ମେଲୋଡି ଏବଂ ରେକର୍ଡ ଡାନ୍ସ ର ଜବରଦସ୍ତ କାର୍ଯ୍ୟକ୍ରମ। ଯାହାକୁ ଅନେକ ଯାତ୍ରା ପ୍ରେମୀ ବିଶେଷ କରି ଦେଖିବାକୁ ପସନ୍ଦ କରନ୍ତି। ଏବଂ ଯାତ୍ରା ପେଣ୍ଡାଲ ସାମ୍ନାରେ ବସି ଏହି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ କୁ ଉପଭୋଗ କରନ୍ତି। ତେବେ କହିବାକୁ ଗଲେ ଯାତ୍ରା ଜଗତ ପାଇଁ ଅନେକ ଦର୍ଶକ, ଯାତ୍ରା ପ୍ରେମୀ ପାଗଳପ୍ରାୟ ଅଟନ୍ତି। ଅନେକ କଳାକାର ମାନେ ସେମାନଙ୍କ ଅଭିନୟ ର ଯାଦୁରେ ଲୋକଙ୍କୁ କିମିଆ କରି ରଖିଛନ୍ତି।

ଅନେକ ସମୟରେ ସେମାନେ ତାଙ୍କର ଅଭିନୟ ସାଙ୍ଗକୁ ସୁନ୍ଦରତା ଏବଂ ଆକର୍ଷଣୀୟ ଲୁକ୍ସ ପାଇଁ ଦର୍ଶକଙ୍କୁ ଆକର୍ଷିତ କରିଥାନ୍ତି। ତେବେ ସେମାନଙ୍କ ବିଷୟରେ ଅନେକ ପ୍ରସଂଶକ ଜାଣିବାକୁ ଆଗ୍ରହ କରିଥାନ୍ତି ଏବଂ ସେମାନଙ୍କ ପ୍ରତି ଦର୍ଶକ ମାନଙ୍କର ଏକ ଭିନ୍ନ ଧରଣର ଭଲପାଇବା ବି ରହିଥାଏ। ଯାତ୍ରା ଜଗତର କଳାକାର ମାନଙ୍କ ପ୍ରତି ସମସ୍ତଙ୍କ ମନରେ ଏକ ଭିନ୍ନ ଆଗ୍ରହ ରହିଥାଏ। ତେବେ ଡାନ୍ସ ପ୍ରେମୀ ମାନଙ୍କୁ ଯାତ୍ରା ପୂର୍ବରୁ ହେଉଥିବା ଏଵଂ ନାଟକ ମଝିରେ ହେଉଥିବା ଡାନ୍ସ ଅଧିକ ପସନ୍ଦ ଆସିଥାଏ। ସେମାନେ ଏହାକୁ ଦେଖି ବହୁତ୍ ଖୁସି ହୋଇଥାନ୍ତି। କାରଣ ଏଭଳି ନାଚ ଦେଖିଲା ମାତ୍ରେ ହିଁ ମନ ଭିତରେ ଏକ ଭିନ୍ନ ପୁଲକ ଭରି ଯାଇଥାଏ।

ଅନେକ ସମୟରେ ଆମେ ଯାତ୍ରାର ଅନେକ କିଛି ଡାନ୍ସ ର ଭିଡିଓ ସୋସିଆଲ ମିଡ଼ିଆରେ ଦେଖିବାକୁ ପାଇଥାଉ।ସେମାନଙ୍କ ଯାତ୍ରାର ଡାନ୍ସ ପ୍ରତିଭା କୁ ଆପଣ ଅନେକ ସମୟରେ ସୋସିଆଲ ମିଡିଆରେ ମଧ୍ୟ ଦେଖିବାକୁ ପାଉଥିବେ। ଆଉ ସେସବୁ କୁ ଦେଖି ବହୁତ୍ ଖୁସି ମଧ୍ଯ ହେଉଥିବେ। କାରଣ ଡାନ୍ସ ର ଭିଡିଓ ଦେଖିବାକୁ ବହୁତ୍ ଖୁସି ଲାଗିଥାଏ ଏବଂ ସେଥିରେ ଏକ ଭିନ୍ନ ଧରଣର ଆନନ୍ଦ ଭରି ରହିଥାଏ।ଡାନ୍ସ ଭିଡିଓ ଦେଖି ମନ ଝୁମି ଉଠିଥାଏ।ଯେ କୌଣସି ବି ଡାନ୍ସ ଭିଡିଓ ଯେତେବେଳେ ବି ସାମ୍ନାକୁ ଆସିଥାଏ ତାହା ବେଶ୍ ଆନନ୍ଦ ଦାୟକ ହୋଇଥାଏ ଏବଂ ମନୋରଞ୍ଜନ ପୂର୍ଣ୍ଣ ହୋଇଥାଏ ଦେଖିବାକୁ।

ସେହିପରି ଯାତ୍ରା ପେଣ୍ଡାଲ ର ଏହି ସୁପରହିଟ ଡାନ୍ସ ଭିଡିଓ କୁ ଥରେ ଦେଖନ୍ତୁ। ଏଠାରେ ନାଚୁଛନ୍ତି ଦୁଇ ଲୋକପ୍ରିୟ କଳାକାର ଅର୍ଜୁନ ଏବଂ ସୋନାଲି। ସିରିଏଲ୍ ଜଗତର ଜଣେ ଜଣାଶୁଣା ଏବଂ ଆଗ ଧାଡିର କଳାକାର ହେଉଛନ୍ତି ଅର୍ଜ୍ଜୁନ। ଆପଣ ତ ତାଙ୍କ ଅଭିନୟକୁ ଦେଖିଥିବେ। ଯାତ୍ରା ଜଗତରେ ମଧ୍ୟ ସେ ବେଶ୍ ପରିଚିତ। ଏଠାରେ ଏକ ଗୀତ, ଅଳପ ଅଳପ ଭଲ ପାଇବା ଟା ବେଶି ବେଶି ଭଲ ଲାଗୁଛି ଯାତ୍ରା ଗୀତରେ ଉଭୟ ଅର୍ଜୁନ ଏବଂ ସୋନାଲି ଡାନ୍ସ କରୁଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment