ତେବେ ବନ୍ଧୁଗଣ ଆପଣ ମାନେ ସମସ୍ତେ ଜାଣିଥିବେ ଆମ ଓଡିଶା ର ଲୋକ ମାନେ ଯାତ୍ରା ପ୍ରତି କେତେ ଆଗ୍ରହୀ, ଆଉ ଯାତ୍ରା ରେ କାମ କରିଥିବା ପ୍ରତେକ କଳାକାର ସେମାନଙ୍କର ଜୀବନ୍ତ ଅଭିନୟ ମାଧ୍ୟମରେ ଦର୍ଶକ ଙ୍କ ମନକୁ କେତେ ପରିମାଣରେ ଆକୃଷ୍ଟ କରି ପାରୁଛନ୍ତି | ତାହେଲେ ଆଜି ସେହି ଭଳି ଜଣେ ଭଲ ଯାତ୍ରା ର ଅଭିନେତ୍ର , ତାହା ସହିତ ଯାତ୍ରା ରେ ଜଣେ ସିଙ୍ଗର ଭାବରେ ମଧ୍ୟ କାମ କରିକି ବହୁତ ପ୍ରସଂଶା ଲାଭ କରିଥିବା ମାମୁନି କର ଙ୍କ ବିଷୟରେ ଙ୍କ ଯାତ୍ରା ଦୁନିଆରେ ପାଦ ଦେବା ଓ ତାଙ୍କ ଜୀବନ ର ଅନ୍ୟ କେତେକ କଥା ପ୍ରକାଶ କରୁଛନ୍ତି | ତାହେଲେ ଆସନ୍ତୁ ବନ୍ଧୁଗଣ ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନଜର ପକାଇବା |
ତେବେ ମାମୁନି କର ହେଉଛନ୍ତି ଜଣେ ଯାଜପୁର ର ଝିଅ, ଆଉ ତାଙ୍କର ଯାତ୍ରା ଦୁନିଆକୁ ଆସିବାର କାହାଣୀ ବିଷୟରେ କହିବାକୁ ଯାଇକି ସେ କହିଥିଲେ କି | ସେ ହେଉଛନ୍ତି ଜଣେ ବ୍ରାହ୍ମଣ ଘରର ଝିଅ ଆଉ ବୋହୂ ମଧ୍ୟ | ତେବେ ସିଏ ଜଣେ ସିଙ୍ଗର ଭାବରେ ଘରେ ଗୀତ ଶିଖୁଥିବା ସମୟରେ ସେତେବେଳେ ତାଙ୍କ ଘର ପାଖରେ ଯାତ୍ରା ପଡିଥିଲା | ଆଉ ସେ ଗୀତ ଶିଖୁଥିବା ସମୟରେ ତାଙ୍କ ଘର ପାଖରେ ରହୁଥିବା ଯାତ୍ରା ପାର୍ଟି ର ହିରୋ ଗୌର ଦାସ ଲୁଚି ଲୁଚି ଆସିକି ତାଙ୍କ ଗୀତକୁ ଶୁଣୁଥିଲେ | ଆଉ ସେହି ଗୀତ ଶୁଣିବା ପରେ ସେ ଯାତ୍ରା ପାର୍ଟି ରେ ସିଙ୍ଗର ଭାବରେ ରହିବା ପାଇଁ କହିଥିଲେ |
ଆଉ ଶେଷରେ ସେ ଆଉ ତାଙ୍କର ବାପା ଦୁଇ ଜଣ ଯାତ୍ରା ପାର୍ଟି ରେ କାମ ମଧ୍ୟ କରିଥିଲେ | ତେବେ ସେ ପ୍ରଥମେ ଶିବାନୀ ଗଣନାଟ୍ୟ ରେ କାମ କରୁଥିଲେ | ତାହା ପରେ ସେ ଇଷ୍ଟନ ଯାତ୍ରା ରେ ମଧ୍ୟ କାମ କରିକି ବହୁତ ପ୍ରସଂଶା ମଧ୍ୟ ଲୋଡ଼ିଥିଲେ | ତେଵେ ସେ ପ୍ରଥମେ ସିଙ୍ଗର ତାପରେ ଏଙ୍କର ଆଉ ଏବେ ସେହି ଯାତ୍ରା ରେ ଅଭିନୟ ମଧ୍ୟ କରିବାକୁ ଯାଉଛନ୍ତି | ତେବେ ତାଙ୍କର ପିଲା ଦିନରୁ ଗୋଟିଏ ବଡ଼ ଇଚ୍ଛା ଥିଲା କି ସିଙ୍ଗର ହେବେ ଓ ତାଙ୍କର ବଡ଼ ନାଁ କରିବେ | କିନ୍ତୁ ଆର୍ଥିକ ଶଙ୍କଟ ଯୋଗୁଁ ତାଙ୍କର ସେ ଆଶା କୁ ସେ ପୂରଣ କରି ପାରି ଣ ଥିଲେ |
ତେବେ ସେ ଆହୁରି ମଧ୍ୟ କହିଛନ୍ତି କି ତାଙ୍କର ପ୍ରେମ ବିବାହ ହୋଇଥିଲା ବୋଲି | ଆଉ ଯାତ୍ରା ରେ କାମ କରିଥିବା ସମୟରେ ସେହି ଯାତ୍ରା ରେ କାମ କରୁଥିବା ହେପି ଙ୍କ ସହିତ ପ୍ରେମ ହୋଇଥିଲା , ତେବେ ଘରେ ପ୍ରସ୍ତାବ ପଡିକି ବିବାହ ହୋଇଥିଲା | ତେବେ ସେ କମେଣ୍ଟ କଥା କୁ ନେଇକି କହିଛନ୍ତି ଯାତ୍ରା ରେ ପରସ୍ପର ମଧ୍ୟରେ କମେଣ୍ଟ ଭଳି କିଛି କଥା ଉଠେନି, କିନ୍ତି ଯାତ୍ରା ଦେଖିବାକୁ ଆସୁଥିବା ଲୋକ ପୋଷାକ, କଥା , ଚାଲି ଚଳଣ କୁ ନେଇକି କହିଥାନ୍ତି ବୋଲି କହିଛନ୍ତି ମାମୁନି | ଯାହା ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।