ଯାଦବ ସମାଜ ର ସବୁଠୁ ସୁନ୍ଦରୀ ଝିଅ କମର ଭାଙ୍ଗି କଲା ଜବରଦସ୍ତ ବାଜା ଡ୍ୟାନ୍ସ… ଦେଖିଲେ ନିଜକୁ ସମ୍ଭାଳି ପାରିବେନି…

ବନ୍ଧୁଗଣ ପୁଣି ଏକ ଭାଇରାଲ ଭିଡିଓ ଆମେ ଆଜି ଆପଣଙ୍କୁ ଦେଖାଇବାକୁ ଯାଉଛୁ।ଆଜିର ଏହି ଇଣ୍ଟରନେଟ୍ ଯୁଗରେ ଆପଣ ସୋସିଆଲ ମିଡିଆର ବହୁଳ ବ୍ୟବହାର ଦେଖିବାକୁ ପାଉଥିବେ। ବେଳେବେଳେ ଏଠାରେ କିଛି ଏମିତି ଦୃଶ୍ୟ ଆପଣ ଦେଖିବାକୁ ପାଉଥିବେ ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହେଉଥିବେ। ସୋସିଆଲ ମିଡିଆରେ ଏମିତି ଅନେକ ଘଟଣାର ଭିଡିଓ ସବୁ ସମୟକ୍ରମେ ଦେଖିବାକୁ ପାଉଥିବେ।ଆଜିର ଏହି ଡିଜିଟାଲ ଯୁଗରେ ଅନେକ ଘଟଣାର ମଜାଦାର ଭିଡିଓ ଆପଣ ସ୍ମାର୍ଟ ଫୋନ୍ ରେ ଘରେ ବସି ଲୋକେ ଦେଖି ପାରୁଛନ୍ତି। ବେଳେବେଳେ ସୋସିଆଲ ମିଡିଆରେ ଏମିତି କିଛି ଭିଡିଓ ଭାଇରାଲ ହୋଇଥାଏ ତାହା ଦେଖିଲେ ଆମେ ବହୁତ୍ ଖୁସି ହୋଇଯାଉ।

କାରଣ ଏହି ଭିଡିଓ ଗୁଡିକ ସେତିକି ମଜାଦାର ଏବଂ ଭିନ୍ନ ପ୍ରକାରର ହୋଇଥାଏ।ସେହିଭଳି ଏକ ଭିଡିଓ ଏବେ ସାମ୍ନାକୁ ଆସିଛି, ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ୍ ହିଟ୍ ହେବାରେ ଲାଗିଛି। ଏଠାରେ ଜଣେ ଝିଅର ଏକ ଦମଦାର ଡାନ୍ସ ଷ୍ଟାଇଲ ଦେଖିବାକୁ ମିଳିଛି ତାହା ପୁଣି ବ୍ୟାଣ୍ଡ ପାର୍ଟିର ତାଳରେ। ଯାହାକୁ ଦେଖି ଲୋକେ ବହୁତ୍ ଖୁସି ହେବା ସହ ପସନ୍ଦ କରୁଛନ୍ତି ଏବଂ ଏହି ଭିଡିଓ କୁ ସେୟାର କରିବାରେ ଲାଗିଛନ୍ତି।ତେବେ ଏହି ଭିଡିଓ ରେ ଯେଉଁ ପିଲାଟି ଡାନ୍ସ କରୁଥିବାର ଆପଣ ଦେଖିବାକୁ ପାଉଛନ୍ତି ସେହି ପିଲାଟିର ଡାନ୍ସ ବାସ୍ତବରେ ଏକ ଭିନ୍ନ ମନୋରଞ୍ଜନ ପୂର୍ଣ୍ଣ ଅଟେ ଯାହାକୁ ଆପଣ ଦେଖିଲେ ଅନୁଭବ କରି ପାରିବେ।

ଏହା ଏମିତି ଏକ ଡାନ୍ସ ଭିଡିଓ ଯାହାକୁ ଦେଖିଲେ ହୃଦୟରୁ ଏକ ଭିନ୍ନ ଖୁସି ଆସୁଛି। ତେବେ ଆପଣ ତ ଏହିପରି ଭାବରେ କୁନି ପିଲା ମାନଙ୍କର ଅନେକ ଭିଡିଓ ଅନେକ ସମୟରେ ଦେଖିଥିବେ। ସେମାନଙ୍କ ଅନେକ ପ୍ରତିଭା କୁ ଆପଣ ଅନେକ ସମୟରେ ସୋସିଆଲ ମିଡିଆରେ ଦେଖିବାକୁ ପାଉଥିବେ। ଆଉ ସେସବୁ କୁ ଦେଖି ବହୁତ୍ ଖୁସି ମଧ୍ଯ ହେଉଥିବେ। କାରଣ ଛୋଟ ଛୋଟ ପିଲା ମାନଙ୍କର ଭିଡିଓ ଦେଖିବାକୁ ବହୁତ୍ ଖୁସି ଲାଗିଥାଏ ଏବଂ ସେଥିରେ ଏକ ଭିନ୍ନ ଧରଣର ଆନନ୍ଦ ରହିଥାଏ। ସେହିଭଳି ଏଠାରେ ଏହି ଝିଅଟି ଏକ ଭିନ୍ନ ଅନ୍ଦାଜ ରେ ତାର ଦମଦାର ଡାନ୍ସ ର ଷ୍ଟାଇଲ ଦେଖାଉଛି।

ଝିଅଟି ଏଠାରେ ବ୍ୟାଣ୍ଡ ପାର୍ଟିର ତାଳରେ ତାର ନାଚ ଦେଖାଉଛି। ବାଜା ଏବଂ ତୁତୁରୀ ର ଶବ୍ଦରେ ଯେମିତି ସେହି ଅଞ୍ଚଳ ପ୍ରକମ୍ପିତ ହେଉଛି ସେହିଭଳି ତା ସାଙ୍ଗକୁ ଝିଅଟିର ଏଭଳି ନାଚ ଆହୁରି ଆକର୍ଷନୀୟ ଲାଗୁଛି।ଏକ ସାଲୱାର୍ ପିନ୍ଧି ଝିଅଟି ବେଶ୍ ସୁନ୍ଦର୍ ଭାବରେ ତାର ଡାନ୍ସ ର ଷ୍ଟାଇଲ କୁ ଦେଖାଉଛି। ଆଉ ଏହାକୁ ଉପଭୋଗ କରୁଛନ୍ତି ସେଠାରେ ଉପସ୍ଥିତ ରହିଥିବା ଅନେକ ସଂଖ୍ୟାର ଲୋକ। ସେମାନେ ବେଶ୍ ଖୁସି ହେବା ସହିତ ଝିଅଟିର ନାଚ ଦେଖି ତାକୁ ଉତ୍ସାହିତ କରୁଛନ୍ତି। ତେବେ ବ୍ୟାଣ୍ଡ ପାର୍ଟିରେ ଝିଅଟିର ଏଭଳି ନାଚର ଭିଡିଓ ଏବେ ବେଶ୍ ଭାଇରାଲ ହେବାରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment