Swastik Tv News Odisha

ଯାଦୁ, କାଛୁ, କୁଣ୍ଡିଆ ର ଘରୋଇ ଉପଚାର | ringworm treatment

0

ହଁ ବନ୍ଧୁଗଣ ଆପଣମାନେ ସମସ୍ତେ ଯାଦୁ, କାଛୁ କୁଣ୍ଡିଆ ଏହି ସବୁ ରୋଗ ହେଇଛୁ ଗୋଟିଏ ଗୋଟିଏ ଡିଆ ରୋଗ, ଯଦି ଆପଣଙ୍କ ଘରେ କେହି ଏହିସବୁ ରୋଗରେ ପୀଡିତହୋଇଥିବ , ତାହେଲେ ଆପଣଙ୍କ ଠାରେ ଏହି ଭଳି ରୋଗର ସମସ୍ୟା ଦେଖିବାକୁ ମିଳିଥାଏ | ଆମେ ଯୋଉଠିବି ଥାଉ ସେ ପ୍ରଫେସନାଲ ଲାଇନ ବି ହୋଉ କିନ୍ତୁ ଏହି ସବୁ ରୋଗ ହେଲେ ଆମେ ସବୁ ଲାଜକୁ ଭୁଲି କୁଣ୍ଡେଇଥାଉ | ତେବେ ଆସନ୍ତୁ ଆଜି ଆମେ ଜାଣିବା ଏହି ରୋଗ ହେବାର କାରଣ, ଲକ୍ଷଣ ଓ କେଉଁ ସବୁ ଘରେଇ ଉପାୟରେ ଚିକିତ୍ସା କରିବା ଦ୍ଵାରା ଆମେ ମାନେ ଯାଦୁ,କାଛୁ ଓ କୁଣ୍ଡିଆ ଭଳି ସଂକ୍ରମକ ରୋଗରୁ ପାଆନ୍ତୁ ମୁକ୍ତି |

ରୋଗର କାରଣ :-

ବିଶେଷ କରି ଏହି ରୋଗ ଆମ ଶରୀରରେ ଇଉମିନିଟି ପାୱାର କମିଯିବ ଯୋଗୁ ଆମ ଶରୀରରେ ଏହି ପ୍ରକାରର ରୋଗ ଦେଖିବାକୁ ମିଳେ ଓ ପରିଷ୍କାର ପରିଚ୍ଛନ ନମ୍ବର ରହିଲେ ଅପରିଷ୍କାର ରହିଲେ ବିଶେଷ କରି ଏହି ପ୍ରକାରର ରୋଗ ଦେଖିବାକୁ ମିଳେ |

ଏବେ ଜାଣିବା ଏହି ରୋଗ ଲକ୍ଷଣ ବିଷୟରେ :-

ଏହି ରୋଗ ଯେହେତୁ ଗୋଟିଏ ଡିଆଁ ରୋଗ ତୋ ସର୍ବ ପ୍ରଥମେ ଏହି ରୋଗ ହେଇଥିବା ବ୍ୟକ୍ତି ଙ୍କ ଠାରୁ ଟିକେ ଦୁରେଇ ରହିବେ ଏହି ରୋଗ ଯାହାକୁ ହେଇଥିବ ସିଏ ସବୁବେଳେ ଯାଦୁ ହେଇଥିବା ସ୍ଥାନ କୁ ବାରମ୍ବାର କୁଣ୍ଡେଇ ହୋଉଥିବ ଯାହା ଫଳରେ ସେ ଯେଉଁ ଲୋକଙ୍କ ସଂସ୍ପର୍ଶ ଆସେ ସେ ରୋଗ ତାକୁ ଡେଇଁଥାଏ ଓ ଧୀରେ ଧୀରେ ଏହି ରୋଗ ତାହାର କାୟା ବିସ୍ତାର କରିଥାଏ, ଏହି ରୋଗ ହେଇଥିବା ସ୍ଥାନ ରେ ପ୍ରବଳ ମାତ୍ର ରେ କୁଣ୍ଡେଇ ଥାଏ ଏମିତି କି ଆପଣ ମାନେ ଯଦି କୌଣସି କାମ ରେ ବାହାରେ ଲୋକଙ୍କ ଆଗରେ ଥିବେ ତାହାଲେ ଯଦି ଏହାର କୁଣ୍ଡାଇ ବାର ଆରମ୍ଭ ହେଇଥାଏ, ତାହେଲେ ଭାବିଛନ୍ତି ତୋ ଦର୍ଶକ ବନ୍ଧୁ କଣ କେମିତି ହୋଉଥିବ ସେ ସମୟରେ ପରିସ୍ଥିତି ତାହା ଆପଣ ମାନେ ଭାବି ପାରୁଥିବେ |

ରୋଗର ଘରେଇ ଉପଚାର ବ୍ୟବହାର ଓ ପ୍ରସ୍ତୁତି ବିଷୟରେ :-

ଦର୍ଶକ ବନ୍ଧୁ ଏହି ରୋଗର ଘରେଇ ଉପଚାର 3 ଟି ଉପାୟରେ ହେଇପାରିବ ଯାହା ଅତି ସହଜରେ ଆପଣ ପାଇପାରିବେ, ତାହାଲେ ଜାଣନ୍ତୁ କଣ ଏହି ଉପାୟ ଯାହା କରିବା ଦ୍ୱାରା ପୁରୁଣା ରୁ ପୁରୁଣା ଯାଦୁ କାଛୁ ଆପଣଙ୍କ ର ଭଲ ହେଇଯିବ,

ଏହାର ପ୍ରଥମ ଉପାୟ ହେଉଛି :-ଆପଣ ସକାଳେ ଉଠି ଅଧୁଆ ମୁହଁରେ ପାଟିରେ ବାହାରି ଥିବା ନାଳକୁ ଯାଦୁ ହେଇଥିବ ସ୍ଥାନ ରେ 90 ଦିନ ପର୍ଯ୍ୟନ୍ତ ଲଗାନ୍ତୁ |

ଦ୍ୱତୀୟ ଉପାୟ :- ଦ୍ୱତୀୟ ଉପାୟ ହେଉଛି ଦେଶୀ ଗାଇ ର ଗୋ ମୂତ୍ର କୁ ଗୋଟିଏ ବୋତଲ ରେ ଛାଣି ରଖନ୍ତୁ ଓ ପ୍ରତେକ ଦିନ ଏହାକୁ ଖାଲି ପେଟ ରେ ସେବନ କରନ୍ତୁ ମନେ ରଖନ୍ତୁ ଗାଇ ଟି ର ଯେମିତି ପିଲା ଜନ୍ମ ହେଇନଥିବା|

ତୃତୀୟ ଉପାୟ :- ତୃତୀୟ ଉପାୟ ହେଉଛି ଦେଶୀ ଗାଇ ର ଗୋ ମୂତ୍ର କୁ ପ୍ରତେକ ଦିନ ଦେହ ରେ ମାଲିଶ କରନ୍ତୁ ଓ ଅଧା ଘଣ୍ଟା ପରେ ଗାଧେଇ ପଡନ୍ତୁ ଏମିତି 90 ଦିନ କରିବା ଦ୍ୱାରା ଆପଣଙ୍କ ର ପୁରୁଣା ଅତି ପୁରୁଣା ଯାଦୁ କାଛୁ ଅତି ସହଜରେ ଭଲ ହେଇଯିବ |

ତାହାଲେ ଜାଣିଲେ ତୋ ଦର୍ଶକ ବନ୍ଧୁ ଏହା ଥିଲା ଯାଦୁ କାଛୁ ର ଘରେଇ ଉପଚାର | ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave A Reply

Your email address will not be published.