ଯିଏ ଯେତେ ମାଗି ମାଗି ଗଡିଗଲେ ବି ଏହି ୧ ଜିନିଷ କାହାରିକୁ ଦିଅନ୍ତୁ ନାହିଁ…ମାତା ଲକ୍ଷ୍ମୀ ଛାଡି ଚାଲିଯିବେ – Sadhu Bani

ଦର୍ଶକ ବନ୍ଧୁ ଆଚାର୍ଯ୍ୟ ଚାଣକ୍ୟ କଙ୍କର ନୀତିଶାସ୍ତ୍ରକୁ ନେଇ ସମସ୍ତେ ବେଶ ପରିଚିତ ଥିବେ | ତେବେ ଆଜି ବି ଲୋକେ ତାଙ୍କ ନୀତିରୁ ପ୍ରେରଣା ନେଇ ଜୀବନକୁ ସଫଳ କରିବାକୁ ପ୍ରୟାସ କରୁଛନ୍ତି | କାରଣ ତାଙ୍କର ଶାସ୍ତ୍ର କୁ ଗ୍ରହଣ କରିବା ଦ୍ୱାରା ବ୍ୟକ୍ତି ନିରାଶା ଏବଂ ଦୁଃଖର ଜାଲରୁ ମୁକୁଳି ପାରିଥାଏ | ଏହି କ୍ରମରେ ଚାଣକ୍ୟ ମନୁଷ୍ୟକୁ ନିଜର ଗୋଟିଏ ଜିନିଷ କହିବାକୁ ବାରଣ କରିଛନ୍ତି | କାରଣ ଏହା କରିବା ଦ୍ୱାରା ଆପଣଙ୍କର ଅତି ଆପଣ ର ଲୋକ ବି ଶତ୍ରୁ ଠାରୁ ଵି ଅଧିକ ଭୟଙ୍କର ହୋଇଥାନ୍ତି | ତାହେଲେ ଆସନ୍ତୁ ବନ୍ଧୁଗଣ ଚାଣକ୍ୟ କଣ କରିବା ପାଇଁ ତାଙ୍କର ନୀତି ଶାସ୍ତ୍ରରେ ମନା କରିଛନ୍ତି ଆସନ୍ତୁ ଜାଣିବା |

ତେବେ ଚାଣକ୍ୟ ଙ୍କ ନୀତି ଅନୁଯାୟୀ ସେ କହିଛନ୍ତି, ଯେଉଁଭଳି ଜନ୍ମରୁ ଅନ୍ଧ ବ୍ୟକ୍ତି କିଛି ଦେଖିପାରେ ନାହିଁ | ତେଣୁ ସେ ଯେତେ ନିଜର ହେଲେ ମଧ୍ୟ ସେ ଶତ୍ରୁ ହେବାକୁ ତାକୁ ଅଳ୍ପ ସମୟ ଲାଗିଥାଏ | ଯେମିତିକି ଆପଣ ରାମାୟଣ ର ସେହି କଥା କୁ ମନେ ପକାନ୍ତୁ ରାବଣ ଭାଇ ର ବିଭୀଷଣ ରାବଣ ବିରୋଧ ହେଇ ରାମଙ୍କ ସହିତ ମିଶି ରାବଣ ର ରହସ୍ୟ ବିଷୟରେ କହି ଦେଇଥିଲେ ଆଉ ସେଥିପାଇଁ ରାବଣ କୁ ମରିବାକୁ ପଡିଥିଲା | ତେଣୁ ପ୍ରତ୍ୟେକ ବ୍ୟକ୍ତି ର କିଛି ନା ରହସ୍ୟ ରହିଛି ଯାହା ତାହାର ଜୀବନ କୁ ଖରାପ କରିବା ବା ମୃତ୍ୟୁ ମୁଖରେ ପକାଇ ଥାଏ |

ତେଣୁ ଚାଣକ୍ୟ କୁହନ୍ତି ଦୁଷ୍ଟ ଅଥବା ଲୋଭି ବ୍ୟକ୍ତି ଅନ୍ୟର ସୁଖ ଦେଖିଲେ ଇର୍ଷା କରିଥାନ୍ତି |ଏମାନେ ନିଜେ ମଧ୍ୟ ଉନ୍ନତି କରିପାରନ୍ତି ନାହିଁ ଏଣୁ ଅନ୍ୟର ନିନ୍ଦା କରିଥାନ୍ତ ଏଭଳି ଲୋକ କେବଳ ଅନ୍ୟକୁ କ୍ଷତି ପହଞ୍ଚାଇବାକୁ ଚାହିଁଥାନ୍ତି | ଏମିତି କଲେ ତାଙ୍କୁ ଖୁସି ମିଳିଥାଏ ତେଣୁ ନିଜର ରହସ୍ୟ କୁ ଆପଣଙ୍କ ଙ୍କ ର ଯେତେ ନିଜର ହେଉ ସେ ଆପଣଙ୍କ ସ୍ତ୍ରୀ ହେଇ ପାରୁ ବା ଆପଣଙ୍କ ର ସାଙ୍ଗ କିମ୍ବା ଆପଣଙ୍କ ଭାଇ, ଭଉଣୀ କାହାକୁ ଵି ନିଜର ରହସ୍ୟ ବିଷୟରେ କହିବା କୁ ବାରଣ କରିଛନ୍ତି ଆଚାର୍ଯ୍ୟ ଚାଣକ୍ୟ |

ସେ ଏକଥା ମଧ୍ୟ କହିଛନ୍ତି ଆପଣଙ୍କର ଅତି ଛୋଟ ରୁ ଛୋଟ ରହସ୍ୟ ଯାହା ଆପଣଙ୍କ ଜୀବନ ସହିତ ଜଡିତ ତାହା ଆପଣ କାହାକୁ ଵି କୁହନ୍ତୁ ନାହିଁ | ଏମିତି କରିବା ଦ୍ୱାରା ଆପଣ ରାବଣ ଙ୍କ ପରି ମୃତ୍ୟୁ ମୁଖ ରେ ପଡ଼ି ଯାଇପାରନ୍ତି | କାରଣ ରାବଣ ର ଭାଇ ବିଭୀଷଣ ହି ଜାଣିଥିଲେ ଯେ ରାବଣ ଙ୍କୁ ନାଭି ରେ ତାଙ୍କର ଜୀବନ ଅଛି | ତେଣୁ ଏକଥା ସେ ପ୍ରଭୁ ରାମଚନ୍ଦ୍ର ଙ୍କ ଠାରେ କହିଥିଲେ ଓ ରାମଚନ୍ଦ୍ର ଯୁଦ୍ଧ ସମୟରେ ତାଙ୍କ ନାଭି କୁ ତୀର ମାରିଥିଲେ ଯାହା ଫଳରେ ରାବଣ ଙ୍କ ମୃତ୍ୟୁ ହେଇଥିଲା | ସେଥିପାଇଁ ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଜୀବନ ରେ କେବେବି ଏହି ଗୋଟିଏ ଭୁଲ କରିବେ ନାହିଁ କି କାହାକୁ ନିଜର ରହସ୍ୟ ବିଷୟରେ କୁହନ୍ତୁ ନାହିଁ ସେ ଆପଣଙ୍କ ର ଯେତେ ବି ନିଜର ହେଇଥାଉ |

ତାହାଲେ ଦର୍ଶକ ବନ୍ଧୁ ଏହା ଥିଲା ଆଜିର ଆଶ୍ଚର୍ଯ୍ୟ ଚାଣକ୍ୟ କହିଥିବା ସେ ଗୋଟିଏ କଥା ଯାହା ଆପଣ କାହାକୁ କେବେ କହିବେ ନାହିଁ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment