Swastik Tv News Odisha

ଯେତେବେଳେ ଏହି ଫଟୋକୁ Zoom କରି ଦେଖିବେ ହଲିଯିବ ଆପଣଙ୍କ ଦିମାଗ୍ ! ଥରୁଟିଏ ନିଶ୍ଚୟ ଦେଖି ନିଅନ୍ତୁ

0

ବର୍ତ୍ତମାନ ର ଯୁବପିଢୀ ମାନେ ସଦା ସର୍ବଦା ସୋସିଆଲ ମିଡିଆରେ ଆକ୍ଟିଭ ରହୁଛନ୍ତି ଏବଂ ନିଜର ସୁନ୍ଦର ସୁନ୍ଦର ଫୋଟ ପୋଷ୍ଟ କରି ଅନେକ ସାରା ଲାଇକ ଏବଂ କମେଣ୍ଟ ମଧ୍ୟ ମିଳିଥାଏ । କିନ୍ତୁ ଅନେକ ସମୟରେ ଏମିତି କିଛି ଫୋଟ ପୋଷ୍ଟ କରିଥାନ୍ତି , ଯାହାକୁ ଦେଖିବା ମାତ୍ରେ ଆମେ ଆଶ୍ଚର୍ଯ୍ୟ ହୋଇ ଯାଇଥାଉ । ଲୋକମାନେ ଏହି ଫୋଟକୁ ଦେଖି ନିଜ ନିଜର ମତ ମଧ୍ୟ ଦେଇଥାନ୍ତି ।.

କିନ୍ତୁ ଆଜି ଆମେ ଆପଣ ମାନଙ୍କୁ ଏମିତି କିଛି ଫୋଟ ଦେଖାଇବୁ , ତାହା ପ୍ରଥମେ ଦେଖିବା ମାତ୍ରେ ସାଧାରଣ ଫୋଟ ଭଳି ପରିଲକ୍ଷିତ ହେବ । ମାତ୍ର ସେହି ଫୋଟକୁ ଭସ ଭାବରେ ଦେଖିଲେ ଆପଣ ମାନେ ନିଶ୍ଚୟ ଜାଣି ପାରିବେ ସେହି ଫୋଟ ରେ କଣ ଭିନ୍ନତା ରହିଛି । ତେବେ ଆସନ୍ତୁ ଜାଣିବା ସେମିତି କିଛି ଫଟୋ ସମ୍ପର୍କରେ ।

1.ପ୍ରଥମ ଫୋଟ :-

ଏହି ଫୋଟକୁ ପ୍ରଥମେ ଦେଖିଲେ ଟିକିଏ ଅଜବ୍ ଲାଗୁଥାଇ ପାରେ , ମାତ୍ର ଟିକିଏ ଧ୍ୟାନ ସହକାରେ ଦେଖନ୍ତୁ ନିଶ୍ଚିତ ରୂପେ ଜାଣି ପାରିବେ । ଫୋଟରେ ମହିଳାଙ୍କର ଦୁଇଟି ଗୋଡ ସାଇଟ କରି ଅଛି , ମାତ୍ର ଅନ୍ୟଟି ଯାହା ଦେଖାଯାଉଛି ତାହା ମହିଳାଙ୍କ ଗୋଡ ନୁହେଁ ।

2. ଦ୍ୱିତୀୟ ଫୋଟ :-

ଦ୍ୱିତୀୟ ଫୋଟରେ ଦେଖନ୍ତୁ , କୁକୁରଟିଏ ଶୋଇ ଥିବାର ନଜର ଆସୁଛି , ମାତ୍ର ଟିକିଏ ଭଲ କରି ଦେଖିବେ ନିଶ୍ଚିତ ରୂପେ ଜାଣିପାରିବେ । କୁକୁରଟିର ଉପରେ ଯେଉଁ କଳା ରଙ୍ଗର ଫୋଟ ଦେଖାଯାଉଛି , ତାହା ଏକ ବିଲେଇର ଫୋଟ ଅଟେ । ଯିଏକି କୁକୁର ଉପରେ ଶୋଇ ଥିବାର ନଜର ଆସୁଛି ।

3. ତୃତୀୟ ଫୋଟ :-

ତୃତୀୟ ଫୋଟକୁ ଯିଏବି ଦେଖିବେ ପ୍ରଥମେ ଭାବିବେ , ଯେ ସେଠାରେ ଛି଼ଡା ହୋଇଥିବା ମହିଳା ଙ୍କ ପଛ ପ୍ୟାଣ୍ଟରେ ଜଣେ ପୁରୁଷ ହାତ ପୂରାଇବା ପାଇଁ ଚେଷ୍ଟା କରୁଛି । କିନ୍ତୁ ଟିକିଏ ଧ୍ୟାନ ସହକାରେ ଦେଖନ୍ତୁ ଜାଣିପାରିବେ କି ସେହି ପୁରୁଷଙ୍କର ହାତ ମହିଳାଙ୍କ ଆଗରେ ରହିଛି ।

4. ଚତୁର୍ଥ ଫୋଟ :-

ଚତୁର୍ଥ ଫୋଟକୁ ଟିକିଏ ଧ୍ୟାନ ସହକାରେ ଦେଖନ୍ତୁ , ପ୍ରଥମେ ଦେଖିଲେ ଆପଣଙ୍କୁ ଲାଗିବ ଯେ ଜଣେ ମହିଳା ଚେୟାର ଉପରେ ବସିଛନ୍ତି ଆଉ ଜଣେ ପୁରୁଷ ତାଙ୍କ କାନ୍ଧରେ ହାତ ପକାଇଛନ୍ତି । କିନ୍ତୁ ଟିକିଏ ଭଲ ଭାବରେ ଦେଖନ୍ତୁ ଜାଣିପାରିବେ ଜଣେ ମହିଳା ଜଣକ ମହିଳାଙ୍କ କାନ୍ଧରେ ହାତ ପକାଇଛନ୍ତି ।

5. ପଞ୍ଚମ ଫୋଟ :-

ଏହି ଫୋଟରେ ଦେଖିପାରୁଥେ ଯେ , 5 ଟି ଲୋକ ପରସ୍ପର ଆଡକୁ ମୁହଁ କରି ଛିଡା ହୋଇଛନ୍ତି , ମାତ୍ର ଟିକିଏ ଧ୍ୟାନ ସହକାରେ ଦେଖନ୍ତୁ ଜାଣିପାରିବେ । ସେଠାରେ 6 ଟି ପିଲର ରହିଛି , ଏହାକୁ ଏପରି ତିଆରି କରାଯାଇଛି , ହଠାତ୍ ଦେଖିଲେ ପାଞ୍ଚଟି ଲୋକ ଥିବାର ନଜର ଆସୁଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.