ତେବେ ବନ୍ଧୁଗଣ ଆମେ ସମସ୍ତେ ଜାଣିଛୁ କି ନାରୀ ମାନଙ୍କୁ ମା ଲକ୍ଷ୍ମୀ ଙ୍କର ରୂପ ବୋଲି କୁହାଯାଇଥାଏ | ତେବେ ଦେଖା ଯାଏ କି ନାରୀ ମାନେ ପ୍ରତେକ କାର୍ଯ୍ୟ କରିଲା ବେଳେ ନିଜ ମନରୁ କରୁଥାନ୍ତି ଓ ଯତ୍ନ ର ସହକାରେ କରିଥାନ୍ତି | ଆଉ ପ୍ରତେକ ଶୁଭ କାର୍ଯ୍ୟ ରେ ସେମାନେ ଯୋଗ ଦାନ କରିଥାନ୍ତି | କିନ୍ତୁ ନାରୀ ମାନଙ୍କର ଏଭଳି କେତେକ ଦିନ ରହିଛି ଯେଉଁ ଦିନରେ ମହିଳା ମାନେ ଅଶୁଭ ହୋଇଥାନ୍ତି ଆଉ ସେମାନଙ୍କୁ ଛୁଇଁବା ମଧ୍ୟ ମମନା ହୋଇଥାଏ ଆମ ଶାସ୍ତ୍ର ଅନୁସାରେ |ତାହେଲେ ଆଜି ମୁଁ ଆପଣ ମାନଙ୍କୁ କହିବାକୁ ଯାଉଛି ରଜସ୍ବଳା ସ୍ତ୍ରୀ ଙ୍କ ବିଷୟରେ | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ସେମାନେ କେଉଁ କେଉଁ କାମ କରିବା ଅଶୁଭ ହୋଇଥାଏ ଓ ସେମାନଙ୍କୁ କେଉଁ ସବୁ କାର୍ଯ୍ୟ ପାଇଁକି ବାରଣ କରାଯାଇଥାଏ ସେ ବିଷୟରେ ଆଲୋଚନା କରିବା |
ତେବେ ଆମେ ଜାଣିଛୁ କି ଆମ ହିନ୍ଦୁ ଶାସ୍ତ୍ର ଅନୁସାରେ ବିଭିନ୍ନ ପ୍ରକାରର ନିୟମ ମାନ ରହି ଆସୁଛି | ଆଉ ଯେଉଁ ନିୟମ କୁ ମାନିକି ଆମେ ଆମର ଜୀବନରେ ଆଗକୁ ଚାଲିଥାଉ |ତେବେ କେତେକ ନିୟମ ଏମିତି ରହିଛି ଯାହା କେବଳ ନାରୀ ମାନଙ୍କ ପାଇଁ ହୋଇଥାଏ ବୋଲି କୁହା ଯାଇଛି | ତେବେ ସେହି ନିୟମ ଗୁଡିକ ସମସ୍ତ ଙ୍କ ପାଇଁ ନୁହଁ | କେବଳ ଯେଉଁ ମାନେ ରଜସ୍ୱଳା ସେହି ମାନଙ୍କ ପାଇଁକି ଏହି ନିୟମ ଗୁଡିକ ରହିଥାଏ |
ତେବେ କୁହାଯାଏ ରଜସ୍ୱଳା ସ୍ତ୍ରୀ ର ହାତ ଛୁଆଁ ଜଳ କୁ ମଧ୍ୟ ଲୋକ ମାନେ ଗ୍ରହଣ କରି ନ ଥାନ୍ତି | ତେବେ ଏହି ଘାଟଣା ଟି ସେମାନଙ୍କର 4 ଦିନ ବୋଲି ଧରାଯାଏ |ତେବେ ସେମାନଙ୍କୁ ଅଛୁଆଁ ବୋଲି କୁହାଯାଇଥାଏ | ତେବେ ସେମାନେ ଖିର ମଧ୍ୟ ଛୁଇଁ ଦେବେ ବିଷ ହୋଇଯାଏ ଆଉ ପାଣି ମଧ୍ୟ ସଂକ୍ରମଣ ହୋଇଯାଏ ବୋଲି କୁହାଯାଇଛି |ରଜ ଦୁର୍ଗନ୍ଧ ହୋଇଥାଏ ଯେଉଁଥିରେ ସ୍ୱଚ୍ଛ ବସ୍ତୁ ମଧ୍ୟ ଦୁର୍ଗନ୍ଧ ହୋଇ ଯାଇଥାଏ |ତେବେ ରଜସ୍ୱଳା ସ୍ତ୍ରୀ କୁ ଛୁଇଁଲେ ଅଶୁଭ ବୋଲି କୁହାଯାଇଥାଏ |ତେବେ କୁହଜାଉଛି କି ସେମାନେ ସବୁଜ ତୁଳସୀ ଗଛକୁ ଯଦି ଛୁଇଁବେ ତାହା ମଧ୍ୟ ମୌଳି ଯାଏ |
ରଜସ୍ୱଳା ସ୍ତ୍ରୀ କଣ କରିବା ଅନୁଚିତ ହୋଇଥାଏ :-
ଏହି ମହିଳା ମାନେ କଜଳ ଲଗାଇବା ଅନୁଚିତ ହୋଇଥାଏ |ତେବେ କୁହାଯାଏ କି ରଜସ୍ୱଳା ସ୍ତ୍ରୀ ଯଦି କଜଳ ଲଗାଇବ ତାହେଲେ ଅନ୍ଧ ପୁତ୍ର ଜନ୍ମ ହୋଇଥାଏ |ଆଉ ଏହି ମହିଳା ମାନେ ଯଦି ତେଲ ମାଲିସ କରିବେ ତାହେଲେ ଜନ୍ମିତ ଶିଶୁ କୋଡ଼ିଆ ବା ଅଳସୁଆ ହୋଇଥାଏ |ରଜସ୍ୱଳା ସ୍ତ୍ରୀ ଅଧିକ ହସିଲେ କଳା ଛୁଆଁ ଜନ୍ମ ହୋଇଥାଏ ବୋଲି କୁହାଯାଏ |ସେମାନେ ଯଦି ଦୌଡ଼ି ବେ ତାହେଲେ ଚଞ୍ଚଳ ସ୍ଵଭାଵ ର ଛୁଆଁ ଜନ୍ମ ହୋଇଥାଏ |
ତେବେ ଏହି ଭଳି ଭାବରେ ରଜସ୍ୱଳା ସ୍ତ୍ରୀ ଙ୍କ ସହିତ ତାଙ୍କର ସନ୍ତାନ ମାନଙ୍କ ଉପରେ ପ୍ରଭାବ ପକାଇଥାଏ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।
אני מאוד ממליץ על אתר הזה כנסו עכשיו ותהנו ממגוון רחב של בחורות ברמה מאוד גבוהה. רק באתר ישראל נייט לאדי https://romantik69.co.il/