ରସୁଣ କୁ ତକିଆ ତଳେ ରଖିବାରେ ଫାଇଦା ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ…

ହଁ ଦର୍ଶକ ବନ୍ଧୁ ରସୁଣ ଗୋଟିଏ ଏପରି ଜିନିଷ ଯାହା ରୋଗ କୁ ଭଲ କରିବା ସହିତ ତାହା ରୁଷେଇ କାର୍ଯ୍ୟରେ ମଧ୍ୟ ଆମେ ରସୁଣ କୁ ବ୍ୟବହାର କରିଥାଉ, ଏହାକୁ ବ୍ୟବହାର କରି ଆମେ ବିଭିନ୍ନ ପ୍ରକାରର ଚମତ୍କାର ପାଇଥାଉ ଓ ଆମର ଭାଗ୍ୟ ମଧ୍ୟ ବଦଳି ଯାଏ ତାହେଲେ ଆସନ୍ତୁ ରସୁଣର ଚମତ୍କାର ଗୁଣ ବିଷୟ ରେ ଜାଣିବା, ରସୁଣ ସେବନା ଦ୍ୱାରା ଆମର ବହୁତ ଉପକାର ହେଇଥାଏ |ଆପଣ ମାନେ ଜାଣିଛନ୍ତି କି ଆମ ଆମେ ନୀତି ଦିନ ଜୀବନ ରେ ଖାଇବା ରେ ବ୍ୟବହାର ହାର କରୁଥିବା ରସୁଣ ର ଅନେକ ଔଷଧ ଗୁଣ ରହିଛି ଯଦି ଆପଣ ମାନେ ଜାଣିନାହାନ୍ତି ତାହାଲେ ଜାଣି ରଖନ୍ତୁ ରସୁଣ ର ଔଷଧୟ ଗୁଣ ଓ ତାହା ସହିତ ଚମତ୍କାର ଗୁଣ ବିଷୟରେ ଯାହା ଜାଣିଲେ ଆପଣ ମାନେ ଖୁସି ହେଇଯିବେ ଓ ପ୍ରତେକ ଦିନ ଏହାକୁ ଘରକୁ ନେଇଆସିବେ|

ଆହୁରି ମଧ୍ୟ ରସୁଣର ଅନେକ ଚମତ୍କାର ଗୁଣ ରହିଛି ଯାହା ବିଷୟରେ ଆଜି ଆମେ ଆଲୋଚନା କରିବା,ଛୋଟ ରୁ ଆରମ୍ଭ କରି ବଡ ଯାଏଁ ସମସ୍ତ ଙ୍କର କିଛି ନା କିଛି ରୋଗ ରହିଥାଏ ହେଲେ ରସୁଣ ଖାଇବା ଦ୍ୱାରା ଆପଣଙ୍କ କିଛି ରୋଗ ଦୂର ହେଇଯିବ ବୋଲି କୁହାଯାଏ, ତାହାଲେ ଆସନ୍ତୁ ଜାଣିବା ରସୁଣ କୁ କିପରି ଭାବରେ ବ୍ୟବହାର କରିଲେ ଆମର କେଉଁ କେଉଁ ରୋଗ ଦୂର ହେଇଥାଏ ଓ ତାହା ସହିତ କୋଉ ଚମତ୍କାରୀତା ମିଳିଥାଏ ତାହା ବିଷୟ ରେ ଜାଣିବା |

ରସୁଣକୁ ଘରେ ରଖିଲେ କୌଣସି ନୋକାରାତ୍ମକ ଶକ୍ତି ଆମ ଘର ଉପରେ ପଡିନଥାଏ, ତାହା ଛଡା ଯଦି ଆମେ ରସୁଣର ଗୋଟିଏ ପାଖୁଡା କୁ ତକିଆ ତଳେ ରଖି ଶୋଉଛୁ ତାହେଲେ ଆମର ନିଦ୍ରା ମଧ୍ୟ ଠିକ ହୁଏ ଓ ଦେହ ଭଲ ରୁହେ,ଛୋଟ ପିଲାମାନଙ୍କ ତକିଆ ତଳେ ରସୁଣକୁ ରଖିବା ଦ୍ୱାରା ସେମାନେ ଆଉ ଚମକିବେ ନାହିଁ ରାତିରେ |ବଡ ଲୋକ ମାନେ ଛଡେଇ ରସୁଣକୁ ଆପଣଙ୍କ ତକିଆ ତଳେ ଓ ନିଜ ବେଡ ରେ ରଖନ୍ତୁ ପ୍ରଥମେ ଟିକେ ସ୍ମେଲ ହେବ ତାପରେ ତାପରେ ଠିକ ହେଇଯିବ ଓ ରସୁଣକୁ ଏପରି ରଖିଲା ପରେ ଆପଣ ତାର ଉପକାରିତା ଜାଣିପାରିବେ, ରସୁଣ ସେବନ ଦ୍ୱାରା ବି ଆପଣ କିଛି ତା ଲାଭ ପାଇପାରିବେ |

ରସୁଣର ସେବନ ପ୍ରଣାଳୀ :-

ପ୍ରଥମେ ଗୋଟିଏ ଗ୍ଲାସ କ୍ଷୀର ନେଇ ସେଥିରେ 2-3 ଟି ରସୁଣ ପାଖୁଡ଼ାକୁ ଛେଞ୍ଚି ସେହି କ୍ଷୀରରେ ପକାଇଦେବା ଓ ତା ପରେ ସେହି ରସୁଣ ମିଶା କ୍ଷୀରକୁ 3 ମିନିଟ. ପର୍ଯ୍ୟନ୍ତ ଫୁଟାଇବା ଓ ତାକୁ ଛାଣିଦେଇ ସେଥିରେ ଗୋଟିଏ ଚାମଚ ମହୁ ମିଶାଇ ଖାଇଲେ ଆମର ନିଦ୍ରା ଜଣିତ ସମସ୍ୟାଟି ସମ୍ପୂର୍ଣ୍ଣ ଦୂର ହୋଇଯିବ |

ତାହେଲେ ଏହିପରି ଭାବରେ ଆପଣ ତକିଆ ତଳେ ରସୁଣକୁ ବ୍ୟବହାର କରି ତାର ଲାଭ ନେଇ ପାରିବେ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment