ବନ୍ଧୁଗଣ ଆସନ୍ତୁ ରୂପା ଏବଂ ପିଣ୍ଟୁ ଙ୍କ ଏକ ସୁନ୍ଦର୍ ମୁହୂର୍ତ୍ତର ଭିଡିଓ ଦେଖିବା। ଯେଉଁଠି ସେମାନେ ପବିତ୍ର ରାକ୍ଷୀ ବନ୍ଧନ କୁ ପାଳୁ ଥିବାର ଦେଖିବାକୁ ମିଳିଛି। କେତେ ଖୁସିର ସହିତ ସେମାନେ ଏହି ଦିନକୁ ଉପଭୋଗ କରୁଛନ୍ତି ତାହା ଆପଣ ଏଠାରେ ଏହି ଭିଡିଓ ରେ ଦେଖିବାକୁ ପାଇବେ। ଆପଣ ମାନେ ଜାଣିଛନ୍ତି ଓଡ଼ିଶାର ଏକ ଜଣାଶୁଣା ଚେହେରା ହେଉଛନ୍ତି ରୂପା ଏବଂ ପିଣ୍ଟୁ। ସେମାନେ ଅଭିନୟ ଜଗତରେ ନିଜର ଟାଲେଣ୍ଟ କୁ ଦେଖାଇ ଲୋକଙ୍କ ହୃଦୟକୁ ଛୁଇଁଲା ଭଳି ଅନେକ ଗୀତ କରୁଛନ୍ତି।ଆଉ ସେମାନଙ୍କର ଲୋକପ୍ରିୟତା ବି ଏବେ ବହୁତ୍ ଅଧିକ ରହିଛି। ଏବେ ସେମାନେ ସମସ୍ତଙ୍କର ପ୍ରିୟର ରୂପା ଏବଂ ପିଣ୍ଟୁ ଭାବରେ ଉଭା ହେଉଛନ୍ତି।
ତେବେ ସେମାନଙ୍କର ଅନେକ ମ୍ୟୁଜିକ ଭିଡିଓ ଆପଣ ଦେଖିବାକୁ ପାଉଥିବେ।ଉଭୟଙ୍କୁ ଅଗଣିତ ଦର୍ଶକ ଭଲ ପାଆନ୍ତି ଏବଂ ସେମାନଙ୍କ ପ୍ରସଂଶକ୍ ସଂଖ୍ୟା ମଧ୍ୟ ଅଧିକ। ସେମାନେ ଏବେ ଦର୍ଶକଙ୍କ ମନରେ ଛାଇ ହୋଇ ଯାଇଛନ୍ତି।ତେଣୁ ତାଙ୍କ ଭିଡିଓ ଦେଖିବାକୁ ତାଙ୍କ ବିଷୟରେ ଜାଣିବାକୁ ଲୋକେ ବହୁତ୍ ପସନ୍ଦ କରୁଛନ୍ତି।ତେବେ ଆପଣ ତ ଜାଣିଛନ୍ତି ସେମାନେ କିପରି ଭାବରେ ମ୍ୟୁଜିକ ଭିଡିଓ ର ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛନ୍ତି। ଅନ୍ୟ ମାନଙ୍କ ଭଳି ମ୍ୟୁଜିକ ଭିଡିଓ ଇଣ୍ଡଷ୍ଟ୍ରି ରେ ତାଙ୍କର ଚାହିଦା ବେଶ୍ ଅଧିକ ରହିଛି।ଲୋକେ ଏସବୁ ଭିଡିଓ କୁ ବେଶ୍ ପସନ୍ଦ କରୁଛନ୍ତି।ଏହି ଯୋଡ଼ି ମ୍ୟୁଜିକ ଭିଡିଓ ରୁ ବେଶ୍ ପପୁଲାର୍ ହୋଇ ପାରିଛନ୍ତି।
ଆପଣ ଦେଖିଥିବେ ତାଙ୍କର କିଛି ସର୍ଟ ରିଲ ଭିଡିଓ ପ୍ରଥମେ ଦେଖିବାକୁ ମିଳୁଥିଲା ଏବଂ ପରେ ସେମାନେ ଡାନ୍ସ ଭିଡିଓ ଜରିଆରେ ଲୋକଙ୍କ ସାମ୍ନାକୁ ଆସିଥିଲେ।ଆଉ ପରେ ରୁପା ଏବଂ ପିଣ୍ଟୁ ଙ୍କ ଲୋକପ୍ରିୟତା ଧିରେ ଧିରେ ବଢିବାରେ ଲାଗିଥିଲା।ତାଙ୍କର ପ୍ରତିଟି ଭିଡିଓ ଦର୍ଶକଙ୍କ ମନକୁ ଛୁଇଁ ପାରିଥାଏ ଏବଂ ଏହାର ଭିଉ ମଧ୍ଯ ବହୁତ୍ ଅଧିକ ରହିଥାଏ।ଏବେ ମ୍ୟୁଜିକ ଭିଡିଓ ଇଣ୍ଡଷ୍ଟ୍ରି ରେ ଏହି ଯୋଡି ବେଶ୍ ପରିଚିତ ଚେହେରା ଭାବରେ ଉଭା ହୋଇଛନ୍ତି।ତେବେ ଏହି ଯୋଡ଼ି ବହୁତ୍ ଲୋକପ୍ରିୟ ହେବା ପରେ ସେମାନେ ବ୍ଲଗ୍ ଚ୍ୟାନେଲ ମାଧ୍ୟମରେ ଲୋକଙ୍କ ନିକଟତର ହେଉଛନ୍ତି।
ରୂପା ପିଣ୍ଟୁ ଓ ଖୁସି ଏକ୍ସପ୍ରେସ ନାମରେ ତିଆରି ହୋଇଥିବା ତାଙ୍କର ଏହି ବ୍ଲଗ୍ ଚ୍ୟାନେଲ ରେ ସେମାନେ ତାଙ୍କର ଅନେକ ସୁନ୍ଦର୍ ମୁହୂର୍ତ୍ତ ର ଦୃଶ୍ୟକୁ ତାଙ୍କର ପ୍ରଶଂସକ ଙ୍କୁ ଦେଖାଇଥାନ୍ତି। ଆପଣ ଅନେକ ଗୁଡ଼ିଏ ସୁନ୍ଦର୍ ଭିଡିଓ ଏହି ଚାନେଲ୍ ରେ ଦେଖିବାକୁ ପାଇଥିବେ। ସେହିପରି ଏବେ ଏକ ଭିଡିଓ ତାଙ୍କର ସାମ୍ନାକୁ ଆସିଛି ଯେଉଁଠି ରକ୍ଷା ବନ୍ଧନ ପାଳନର ଦୃଶ୍ୟ ଆପଣ ଦେଖିବାକୁ ପାଇବେ।କିପରି ପିଣ୍ଟୁଙ୍କ ହାତରେ ଭଉଣୀ ମାନେ ଜଣଙ୍କ ପରେ ଜଣେ ରାକ୍ଷୀ ବାନ୍ଧୁଛନ୍ତି, ମିଠା ଖୁଆଉ ଛନ୍ତି ଏବଂ ଭାଇ ଭଉଣୀମାନେ ମିଶି ଢେର୍ ସାରା ମଜା ମସ୍ତି କରୁଛନ୍ତି ତାହା ପିଣ୍ଟୁ ଏହି ଭିଡ଼ିଓରେ ଦେଖାଇଛନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।