ରାଜଧାନୀ ରାଜାରାସ୍ତାରେ ବିଳମ୍ବିତ ରାତିରେ ଛାତିଥରା ଦୃଶ୍ୟ…..

ତେବେ ବନ୍ଧୁଗଣ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉ ଥିବାର ଆପଣ ଅନେକ ସମୟରେ ଦେଖିବାକୁ ପାଉଥିବେ | ଏହିସବୁ ଭିଡିଓ ସମସ୍ତଙ୍କୁ ବେଶ୍ ପସନ୍ଦ ମଧ୍ୟ ଆସିଥାଏ ତ ପୁଣି କେତବେଳେ କିଛି ଭିଡ଼ିଓ ଦେଖିଲେ ଆମ ଆଖି ରୁ ଲୁହ ଆସିଯାଏ | ତେବେ ସେହିପରି ଏକ ଭିଡ଼ିଓ ଯାହାକୁ ଦେଖିଲେ ଆପଣଙ୍କ ଆଖି ରୁ ଲୁହ ଝୋରିପଡିବ | କାରଣ ଘଟଣା କିଛି ସେମିତି ରହିଛି ଯାହାକୁ ଦେଖିବା କ୍ଷଣି ନିଜ ଭିତରେ ଥିବା ମଣିଷ ପଣିଆ ହାରମାନିଯିବ | ତାହାଲେ ଆସନ୍ତୁ ଦର୍ଶକ ବନ୍ଧୁ ସେହି ଛାତି ଥରା ଦୃଶ୍ୟ ର ଭିଡ଼ିଓ ଯାହା ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରା ଭାଇରାଲ ହେବାରେ ଲାଗିଛି ସେ ବିଷୟରେ ଜାଣିବା |

ତେବେ ମିଳିଥିବା ସୂଚନା ଅନୁଯାୟୀ ସମୟ ପ୍ରାୟ ରାତି 3 ଟା ବର୍ଷା ସାଙ୍ଗକୁ ବିଜୁଳି ର ଆଲକୋ ରାଜଧାନୀ ଭୁବନେଶ୍ୱର ପୂରା ଝଲସି ଉଠୁଥିଲା, ନିର୍ଜନ ରାସ୍ତାରେ କେହି କୁଆଡେ ବି ଦେଖା ଯାଉନାହାନ୍ତି | ହଠାତ ଗଣମାଧ୍ୟମ ର ପ୍ରତିନିଧି ମାନଙ୍କୁ ଦେଖା ଯାଇଥିଲା ଗୋଟିଏ ଚାହା ଦୋକାନ | ସେମାନେ ସେ ଦୋକାନ କୁ ଚାହା ପିଇବା ଯାଇଥିଲେ | ହେଲେ ସେଠାରେ ଯାଇ ପହଞ୍ଚି ଦେଖିଲା ବେଳକୁ ବିଳମ୍ବିତ ରାତିରେ ଜଣେ ନାବାଳକ ଚାହା ଦୋକାନ କରି ସେଠାରେ ରାତି ଅଧାରେ ଯାଇ ଚାହା ବିକୁଛନ୍ତି | ତେବେ ଗଣମାଧ୍ୟମ ର ପ୍ରତିନିଧି ମାନେ ଯେତେବେଳେ ସେ ବାଳକ ଙ୍କୁ ସବୁ କଥା ପଚାରିଥିଲେ ସେତେବେଳେ ବାଳକ ଜଣକ ଯାହା ଉତ୍ତର ଦେଇଥିଲେ ତାହା ଆପଣ ମାନେ ଶୁଣିଲେ କାନ୍ଦି ଉଠିବେ |

ତେବେ ସୂଚନା ଅନୁଯାୟୀ ବାଳକ ଜଣଙ୍କ ତାଙ୍କର ଘର ଆର୍ଥିକ ପରିସ୍ଥିତି ପାଇଁ ସେ ଅଧାରୁ ପାଠ ପଢା ଛାଡିଦେଇଥିଲେ | ଯାହା ଫଳ ରେ ସେ ଗୋଟିଏ ଦୋକାନ ଖୋଲି ସେଥିରେ ଚାହା ବିକ୍ରି କରି ତାଙ୍କର ପରିବାର ପ୍ରତିପୋଷଣ କରୁଛନ୍ତି |ତେବେ ଯେଉଁ ବୟସ ରେ ପିଲାମାନେ ଖାଇ ଶୋଇବା କଥା ସେହି ବୟସ ରେ ବାଳକ ଜଣଙ୍କ ବାପା ମା ଙ୍କୁ ଦି ମୁଠା ଖାଇବା ଦେବା ପାଇଁ ରାତି ଅଧାରେ ରାଜ ରାସ୍ତାରେ ବାପା ମା ଙ୍କୁ ଭଲ ରେ ରଖିବା ପାଇଁ ସଂଘର୍ଷ କରୁଛି | ଘର ର ଆର୍ଥିକ ପରିସ୍ଥିତିକୁ ଦୃଷ୍ଟି ରେ ରଖି ବଳଭଦ୍ର ଦାସ ଭୁବନେଶ୍ୱର ର ରଂଗୀନ ଦୁନିଆ ଠୁ ନିଜକୁ ଦୁରେଇ ରଖିଛନ୍ତି | ବୟସ ଛୋଟ ହେଲେ ବି ସେ ବୁଝି ସାରିଛି ଜୀବନ ର ପ୍ରକୃତ ମୂଲ୍ୟ କଣ |

ଆଉ ସେ ବୁଝି ସାରିଛି ବାପା ମା ଙ୍କ ପ୍ରତି ଥିବା ତାଙ୍କର କର୍ତ୍ତବ୍ୟ | ଯାହା ଆଜିକାଲି ର ଶିକ୍ଷିତ ସମାଜରେ ରେ ବାପା ମା ଙ୍କୁ ପ୍ରତି ସେହିପରି ଭଲ ପାଇବା ଆଦୁ ଦେଖା ଯାଉନାହିଁ | ତେବେ ନିଜର ସ୍ବପ୍ନ କୁ ବାପା ମା ଙ୍କ ଖୁସି ପାଇଁ ତ୍ୟାଗ କରିଦେଇଛନ୍ତି ବଳଭଦ୍ର ଦାସ |ତାହାଲେ ଦର୍ଶକ ବନ୍ଧୁ ଏହା ଥିଲା ସେହି ଛାତି ଥରା ଦୃଶ୍ୟ ର ଭିଡ଼ିଓ ଯାହା ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି | ଆଉ ଯାହାକୁ ଯିଏ ବି ଦେଖିବ ତାର ଆଖିରେ ଲୁହ ଆସିଯିବ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment