Swastik Tv News Odisha

ରାମ ସୀତାଙ୍କ ଅଶ୍ଲୀଳ ନୃତ୍ୟକୁ ନେଇ ଭାଇରାଲ ହେଉଥିବା Orginal ଭିଡ଼ିଓ… ଏଥିରେ ଆପଣଙ୍କ ମତାମତ ନିଶ୍ଚୟ ଦିଅନ୍ତୁ…

0

ହଁ ଦର୍ଶକ ବନ୍ଧୁ ଆପଣ ମାନେ ତ ରାମ ଆଉ ସୀତାଙ୍କର ପ୍ରେମ କାହାଣୀ କଥା ଆଉ ରାମ ଓ ସୀତା ଙ୍କୁ ନେଇକି ରଚିତ ରାମାୟଣ କଥା ପୂରଣରୁ ଶୁଣିଥିବେ | ଆପଣ ମାନେ ଆହୁରି ମଧ୍ୟ ଜାଣିଥିବେ ଯେ ବର୍ତ୍ତମାନ ସମୟ ରେ ଶ୍ରୀରାମ ଭଗବାନ ଙ୍କ ଜୀବନ ଶୈଳୀ କୁ ରାମାୟଣ ହୋଇଛି , ଏହି ରାମାୟଣ ରେ ପ୍ରଭୁ ଶ୍ରୀ ରାମ ଯାହା ବି କିଛି କରିଥିଲେ ତାକୁ ନେଇ ଆଜି ନାଟ୍ୟ ପରିବେଷଣ ହେଉଛି ଓ ଅନେକ ପାର୍ଟି ମଧ୍ୟ ଅଛି ଯେଉଁ ମାନେ କି କେବଳ ରାମାୟଣ ବହି କରି ଥାଆନ୍ତି |

ତାହେଲେ ଏହି ନାଟକକୁ ଦେଖିବା ପାଇଁ ଲୋକ ମାନେ ବେଶ ପସନ୍ଦ କରି ଥାଆନ୍ତି , ଏହି ରାମାୟଣ ବହି ଯେଉଁଠି ବି ପଡ଼ିଥିଲେ ମଧ୍ୟ ଅନେକ ଲୋକ ଯାଇ ଥାଆନ୍ତି ଓ ସେଠାରେ ବହୁଳ ପରିମାଣ ରେ ଲୋକ ଗହଳି କରି ଥାଆନ୍ତି | କାରଣ ଏହା କୁ ସମସ୍ତେ ବେଶ ପସନ୍ଦ କରି ଥାଆନ୍ତି ଓ ଏହା ଦ୍ବାରା ଆମେ ରାମାୟଣ ବିଷୟ ରେ ସବୁ କିଛି ଜାଣି ଜାଣି ପାରୁ | ତାହେଲେ ବନ୍ଧୁଗଣ ଆଜି ଆମେ ବଉଳାଝୋଲି ରାମାୟଣ ରେ ଅଭିନୟ କରୁଥିବା ରାମ ସୀତା ଙ୍କ ବିଷୟ ରେ ଜାଣିବା | ଯାହାଙ୍କ ଭିଡିଓ ବର୍ତ୍ତମାନ ସମୟ ରେ ବେଶ୍ ଚର୍ଚ୍ଚା ରେ ଅଛି o ଏହି ଭିଡିଓ ରେ ଦେଖିବାକୁ ମିଳିଛି ଯେ ରାମ ସୀତା ବନବାସ କୁ ଯାଇଛନ୍ତି ଓ ସୀତା ଙ୍କୁ ରାମ ବନ ରେ ଥିବା ପ୍ରକୃତି ସୁନ୍ଦର ବିଷୟ ରେ ବର୍ଣ୍ଣନା କରି କହୁଛନ୍ତି |

ତେବେ ଏହି ସମୟ ରେ ରାବଣ ର ଭଉଣୀ ସୃପଣରେଖା ଗୀତ ଗାଇ ନାଚି ନାଚି ଆସୁଥିବା ସମୟ ରେ ପ୍ରଭୁ ଶ୍ରୀରାମ ଙ୍କ ସୁନ୍ଦରତା କୁ ଦେଖି ପାଗଳ ହୋଇ ଯାଇଥିଲା |ସୁପଣରେଖା ପ୍ରଭୁ ଶ୍ରୀରାମ ଙ୍କ ପାଖ କୁ ଆସି ବିବାହର ପ୍ରସ୍ତାବ ଦେଇଥିଲେ କିନ୍ତୁ ପ୍ରଭୁ ରାମ ମନା କରି ଦେଇଥିଲେ ଓ ସୃପାନରେଖଙ୍କୁ | ଆଉ ନିଜ କନିଷ୍ଠ ଭାଇ ଲକ୍ଷ୍ମଣ ଙ୍କ ପାଖ କୁ ପଠାଇଥିଲେ ଓ ବାସ ଏତିକି ରେ ଏହି ନାଟ୍ୟ ପରିବେଷଣ ର ଦୃଶ୍ୟ ସରି ଯାଇଛି |

ତେବେ ଏହି ଦୃଶ୍ୟ କୁ ଅନେକ ଲୋକ ଦେଖୁଥିଲେ , ଏହି ଦୃଶ୍ୟ ଏତିକି ରେ ସରି ଯାଇଥିଲେ ମଧ୍ୟ ଆଗ କୁ କଣ ହୋଇଥିବ ତାହା ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ |ଲକ୍ଷ୍ମଣ ପାଖ କୁ ଯିବା ପରେ ଲକ୍ଷ୍ମଣ ସୂପନେଖା ର ନାକ ଟି କୁ କାଟି ଦେବେ ଓ ସୂପନେଖା ଯାଇ ନିଜ ଭାଇ ରାବଣ କୁ କୁହନ୍ତି ଓ ଏହି ଠୁ ଆରମ୍ଭ ହୁଏ ସୀତା ଚୋରି ଠାରୁ ରାବଣ ର ମରଣ ପର୍ଯ୍ୟନ୍ତ ସବୁ କିଛି | ତେବେ ରାମ ସୀତାଙ୍କ ର କଥା ଆଉ ରାବଣ ର କଥା କହିଲେ ତ ସରିବ ନାହିଁ ହେଲେ ଯାହାକୁ ଶୁଣିକି ଵା ନାଟକ କୁ ଦେଖିକି ଆମେ ଅନେକ ପୌରାଣିକ କଥା ମଧ୍ୟ ଜାଣିପାରିବା |ତେବେ ଯାହା ଏବେ ଏହି ପୌରାଣିକ ନାଟକ ଟି ଖୁବ ଭାଇରାଲ ହେଉଛି ସେସିଆଲ ମିଡ଼ିଆରେ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.