Swastik Tv News Odisha

ରୁଟି କରୁ କରୁ ଗୀତ ଗାଇଲେ ଏଇ ମହିଳା, ସୋସିଆଲ ମିଡ଼ିଆରେ ନିଆଁ ଭଳି ଭାଇରାଲ ହେଉଛି ଭିଡ଼ିଓ… ମାତ୍ର 4 ଘଣ୍ଟାରେ Million Plus Views

0

ସୋସିଆଲ ମିଡିଆରେ ଅନେକ ମଜାଦାର ଭିଡିଓ ଭାଇରାଲ ହେଉ ଥିବାର ତ ଆପଣ ଅନେକ ସମୟରେ ଦେଖିବାକୁ ପାଉଥିବେ ବନ୍ଧୁଗଣ | ଏହିସବୁ ଭିଡିଓ ସମସ୍ତଙ୍କୁ ବେଶ୍ ପସନ୍ଦ ମଧ୍ୟ ଆସିଥାଏ | ତେବେ ନିଶ୍ଚିତ ଭାବରେ ଆପଣ ମାନେ ସମସ୍ତେ ତ ମଜାଳିଆ ଭିଡିଓ ସବୁ ଦେଖିବାକୁ ପସନ୍ଦ କରୁଥିବେ ଏବଂ ଏହାକୁ ଦେଖି ବହୁତ୍ ଖୁସି ବି ହେଉଥିବେ | କାରଣ ଏହା ସମସ୍ତଙ୍କ ମନକୁ ଛୁଇଁଲା ଭଳି ଭିଡ଼ିଓ ସବୁ ଏବେ ସୋସିଆଲ ମିଡିଆରେ ବହୁତ ଭାଇରାଲ ହୋଇଥାଏ |ତାହାଲେ ଦର୍ଶକ ବନ୍ଧୁ ଠିକ ସେହିପରି ଆପଣଙ୍କ ମନକୁ ଛୁଇଁଲା ପରି ଏକ ଭିଡ଼ିଓ ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି | ତାହାଲେ ଆସନ୍ତୁ ସେହି ଭାଇରାଲ ଭିଡ଼ିଓ ବିଷୟରେ ଜାଣିବା |

ଅନେକ ସମୟରେ ଆପଣ ଏମିତି କିଛି କୌତୁହଳ ପୂର୍ଣ୍ଣ ଭିଡିଓ ଦେଖିବା ପାଇଁ ପାଉଥିବେ ଯେଉଁଥିରେ ଲୋକମାନେ ନିଜର ଟେଲେଣ୍ଟ କୁ ପ୍ରକାଶ କରୁଛନ୍ତି ସୋସିଆଲ ମିଡିଆରେ | ଠିକ ସେହିପରି କିଛି ଏମିତି ଏକ ଗୀତ ର ଭିଡିଓ ସମ୍ପର୍କରେ ଆମେ ଦେଖିବାକୁ ପାଇଥାଉ | ଆଉ ଯାହାକୁ ଦେଖିବା ପାଇଁ ଆମକୁ ବହୁତ୍ ଭଲ ମଧ୍ୟ ପାଇଥାଉ | ତେବେ ବନ୍ଧୁଗଣ ଆଜିର ଦୁନିଆରେ ଏମିତି ବହୁତ ଗାୟକ ଗାୟିକା ଅଛନ୍ତି ଯାହାକୁ ଆମେ କମ ବେଶୀ ଜାଣିଥାଉ ଓ ତାଙ୍କର ଗୀତ କୁ ମଧ୍ୟ ଶୁଣି ମନେ ସେଇ ଗୀତ କୁ ଗାଇବା ଆରମ୍ଭ କରିଦେଇଥାଉ |

ତେବେ ଦୁନିଆ ରେ ଏମିତି କିଛି କଳାକାର ମଧ୍ୟ ଅଛନ୍ତି ଯାହାର ନା ମଧ୍ୟ ଜାଣିନଥାଉ କିନ୍ତୁ ସେମାନେ ଏତେ ସୁନ୍ଦର ଭାବରେ ଗୀତ ଗାଇଥାନ୍ତି ଯେ ତାହାକୁ ଆମେ ବାରମ୍ବାର ଶୁଣିବାକୁ ପସନ୍ଦ କରିଥାଉ | ହଁ ଦର୍ଶକ ବନ୍ଧୁ ଠିକ ସେଇ ପରି ଜଣେ ମହିଳା ରୁଟି ରୁଟି କରୁ କରୁ ଏକ ପୁରୁଣା ହିନ୍ଦୀ ଗୀତ ଗାଇ ଏବେ ସୋସିଆଲ ମିଡିଆରେ ବେଶ ଲୋକପ୍ରିୟତା ହାସଲ କରିଛନ୍ତି | ତାଙ୍କର ଏହି ଗୀତ କୁ ଯିଏ କେହି ବି ଶୁଣୁଛି ତାଙ୍କୁ ବେଶ ପ୍ରଶଂସା କରିବା ରେ ଦେଖାଯାଇଛି |

ତେବେ ମହିଳା ଜଣଙ୍କ ଘରେ ବସି ରୁଟି କରୁ କରୁ 1976 ମସିହା ର ସେହି ଗୀତ “ତେରି ନେନା ଶାବନ ଭାଦ ” ଗୀତ ଯାହା ସେହି ସମୟରେ ବେଶ ଲୋକପ୍ରିୟତା ହାସଲ କରିଥିଲା | ସେହି ଗୀତ କୁ ମହିଳା ଜଣଙ୍କ ଏତେ ସୁନ୍ଦର ଭାବେ ଗାଇ ପୁଣି ଥରେ ମନେ ପକାଇଦେଇଛନ୍ତି ସେହି 1976 ମସିହା ର ସ୍ମୁତି କୁ | ମହିଳା ଜଣଙ୍କ ତାଙ୍କର ଏହି ଗୀତ ମାଧ୍ୟମ ରେ ଲୋକମାନଙ୍କ ମନରେ ପୁଣି ଆଣି ଦେଇଛନ୍ତି ସେହି ସ୍ମୁତି କୁ | ତେବେ ଏହି ଗୀତ ଭାଇରାଲ ହେବାର କିଛି ସମୟ ପରେ ଏହାକୁ ଲୋକମାନେ ଏକାଧିକ ଥର ଦେଖିବା ସହିତ ଲକ୍ଷ ଲକ୍ଷ ଲୋକ ମହିଳା ଜଣଙ୍କର ଏହି ଗୀତ କୁ ପସନ୍ଦ ମଧ୍ୟ କରିଛନ୍ତି |

ତାହାଲେ ଦର୍ଶକ ବନ୍ଧୁ ଏହା ଥିଲା ସେହି ଭାଇରାଲ ହେଉଥିବା ମହିଳା ଜଣଙ୍କର ଭିଡ଼ିଓ ଯିଏ ରୁଟି କରୁ କରୁ ଗୀତ ଗାଇ ଏବେ ସୋସିଆଲ ମିଡିଆରେ ରେ ବେଶ ଲୋକପ୍ରିୟତା ହାସଲ କରିଛନ୍ତି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave A Reply

Your email address will not be published.