ରୂପା ଙ୍କ ସହ କାଳିଆ ଷଣ୍ଢ କଲେ ଜବରଦସ୍ତ Prank call …. ମାତ୍ର 4 ଘଣ୍ଟାରେ Million Plus ରୁ ଅଧିକ ଲୋକ ଦେଖି ସାରିଲେଣି…

ବନ୍ଧୁଗଣ ଆପଣ ତ ଅନେକ ପ୍ରାଙ୍କ ଭିଡିଓ ଦେଖିଥିବେ। ଏଭଳି ଭିଡିଓ ଦେଖିଲେ ଏକ ଭିନ୍ନ ଖୁସି ମିଳିଥାଏ। କାରଣ ଏଠାରେ ମଜାଦାର କଥା ଦେଖିବାକୁ ମିଳିଥାଏ। ଏହିପରି ସୋସିଆଲ ମିଡିଆରେ ଅନେକ ମଜାଦାର ଭିଡିଓ ଭାଇରାଲ ହେଉ ଥିବାର ଆପଣ ଅନେକ ସମୟରେ ଦେଖିବାକୁ ପାଉଥିବେ। ଏହିସବୁ ଭିଡିଓ ସମସ୍ତଙ୍କୁ ବେଶ୍ ପସନ୍ଦ ଆସିଥାଏ। ତେବେ ନିଶ୍ଚିତ ଭାବରେ ଆପଣ ମଜାଳିଆ ଭିଡିଓ ସବୁ ଦେଖିବାକୁ ପସନ୍ଦ କରୁଥିବେ ଏବଂ ଏହାକୁ ଦେଖି ବହୁତ୍ ଖୁସି ବି ହେଉଥିବେ। କାରଣ ଏହା ସମସ୍ତଙ୍କ ମନକୁ ଛୁଇଁଲା ଭଳି ହୋଇଥାଏ।ଅନେକ ସମୟରେ ଆପଣ ଏମିତି କିଛି ମଜାଦାର କୌତୁହଳ ପୂର୍ଣ୍ଣ ଭିଡିଓ ଦେଖିବା ପାଇଁ ପାଉଥିବେ।

ସେହିପରି କିଛି ଏମିତି ଭିଡିଓ ସମ୍ପର୍କରେ ଆମେ ଆସିଥାଉ ଯାହାକୁ ଦେଖିବା ପାଇଁ ଆମକୁ ବହୁତ୍ ଭଲ ଲାଗିଥାଏ।ସେଥି ମଧ୍ୟରୁ କିଛି ଭିଡିଓ ଏମିତି ରହିଥାଏ ଯାହା ବାସ୍ତବରେ ଆମେ ଦେଖିବାକୁ ବହୁତ୍ ପସନ୍ଦ କରିଥାଉ। ତେବେ ସେହିପରି ଏକ ଏମିତି ମଜାଳିଆ ବା କୌତୁକିଆ ଘଟଣାର ଭିଡିଓ ଏବେ ସାମ୍ନାକୁ ଆସିଛି। ଯାହାକୁ ଦେଖିଲେ ଖୁସିର ସୀମା ରହେ ନାହିଁ। ଆପଣ ବି ଏଭଳି ଭିଡିଓ ଦେଖି ବହୁତ୍ ଖୁସି ହେଉଥିବେ। ତେବେ ଆମେ ଯେଉଁ ଭିଡିଓ ସଂପର୍କରେ ଆପଣଙ୍କୁ କହିବାକୁ ଯାଉଛୁ ସେହି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି। ଏହାକୁ ଦେଖି ଆପଣ ନିଶ୍ଚିତ ଖୁସି ହେବେ।

ଆଉ ଆପଣ ଏହି ଭାଇରାଲ ଭିଡିଓ ଟି ଦେଖିଲେ ଜାଣି ପାରିବେ ଯେ ଏହା କେତେ ମଜାଦାର।ଏହାକୁ ଦେଖି ଆପଣ ହସି ହସି ଗଡି ଯିବେ। ତେବେ ଆସନ୍ତୁ ଜାଣିବା କଣ ଘଟିଛି ଏହି ଭିଡିଓ ରେ।ଏହି ଭିଡିଓ ରେ ପ୍ରାଂକ କଲ୍ କରା ଯାଇଛି ଆଲବମ୍ ଷ୍ଟାର୍ ପିଣ୍ଟୁ ଙ୍କ ପାଖକୁ। ଆଉ ଏହି କଲ୍ କରିଛନ୍ତି ସମସ୍ତଙ୍କ ପ୍ରିୟର କମେଡି ଷ୍ଟାର୍ କାଳିଆ ଷଣ୍ଢ।ସେ କିପରି ଭାବରେ ପିଣ୍ଟୁ ଙ୍କ ପାଖକୁ ଏକ ମ୍ୟୁଜିଜ ଭିଡିଓ ପ୍ରସ୍ତୁତି ପାଇଁ କଲ୍ କରିଛନ୍ତି ଏବଂ ତାଙ୍କର ବଜେଟ ବିଷୟରେ ପଚାରୁଛନ୍ତି ତାହା ଶୁଣିଲେ ଆପଣ ନିଜର ହସକୁ ଅଟକାଇ ପାରିବେ ନାହିଁ।

ବେଶ୍ ମଜାଦାର ଢଙ୍ଗରେ କାଳିଆ ଷଣ୍ଢ ତାଙ୍କର କଥାକୁ ରଖୁଛନ୍ତି ପିଣ୍ଟୁଙ୍କ ଆଗରେ। ଏହାକୁ ଶୁଣି ପିଣ୍ଟୁ ବି ମଝିରେ ମଝିରେ ହସି ପକାଉଛନ୍ତି ତାଙ୍କ କଥାକୁ ଶୁଣି। ଯେଉଁ ମ୍ୟୁଜିକ ଭିଡିଓ ଟି ପ୍ରସ୍ତୁତ ହେବ ସେଥିରେ କେବଳ ଭାଉଜ ରୂପା ଙ୍କୁ ଅଭିନୟ ମିଳିବ ବୋଲି କହୁଛନ୍ତି କାଳିଆ ଷଣ୍ଢ। ଆଉ ଅଭିନୟ ସ୍ଵରୂପ ରୂପା କେବଳ ଢ଼ିଙ୍କି ହିଁ କୁଟିବେ। ଏହାକୁ ଶୁଣି ପିଣ୍ଟୁ କିଛି ସମୟ କଥା ହେବା ପରେ ଫୋନ୍ କାଟି ଦେଉଛନ୍ତି।ପରେ ପୁଣି କାଳିଆ ଷଣ୍ଢ ତାଙ୍କର ପରିଚୟ ଦେଉଛନ୍ତି।ଏହି ପ୍ରାଙ୍କ କଲ୍ ର ଭିଡିଓ କୁ ଦେଖିଲେ ଆପଣ ନିଶ୍ଚିତ ଖୁସି ହେବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment