ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ଦୁନିଆରେ ସାପର ବହୁତ ପ୍ରକାର ପ୍ରଜାତି ରହିଛି, ଯେଉଁଥିରେ କିଛି ବହୁତ ଖତରନାକ ଥିବାବେଳେ ଆଉ କିଛି ବହୁତ ବିଶାକ୍ତ ମଧ୍ୟ ଅଛି।ଆମେ ସାପକୁ ବହୁତ୍ ଭୟ କରିଥାଉ। କାରଣ ସାପର ଦଂଶନ କାରଣରୁ ଘଟୁଥିବା ମୃତ୍ୟୁ ଆମ ମନରେ ସାପ ପ୍ରତି ଏକ ବଡ଼ ଭୟ ସୃଷ୍ଟି କରିଥାଏ। ସାପ ଯେମିତି ହେଇଥାଉ ନା କାହିଁକି ସାପକୁ ଦେଖିବା ମାତ୍ରକେ ହିଁ ସମସ୍ତଙ୍କୁ ଭୟ ଲାଗେ। ଏହା ଏମିତି ଜୀବ ଯାହା ସମସ୍ତଙ୍କ ମନରେ ଏକ ଭିନ୍ନ ଧରଣର ଭୟ ସୃଷ୍ଟି କରିଥାଏ।କାରଣ ବିଷଧର ସାପ କାମୁଡ଼ିଲେ ଜୀବନ ଯିବାର ଭୟ ମଧ୍ୟ ଥାଏ। ତେବେ ସାପ କୁ ନେଇ ଅନେକ ପ୍ରକାରର ଭିଡିଓ ସମୟ କ୍ରମେ ଆପଣ ଦେଖିବାକୁ ପାଉଥିବେ।
ସାପ କେତେବେଳେ କିପରି ଘର ଭିତରକୁ ପଶି ଆସିଥାଏ ଏବଂ ଏହା କେତେବେଳେ କାହାକୁ ଦଂଶନ କରିବ ତାହା କହିହେବ ନାହିଁ। ତା ଉପରେ ଆଘାତ ଆସିଲେ ହିଁ ସେ ଆକ୍ରମଣ କରିଥାଏ।ତେଣୁ ଏହିପରି ଭାବରେ ସାପକୁ ନେଇ ନିଶ୍ଚିତ ଭାବରେ ଆପଣ ଅନେକ ଖବର ସଂସ୍ପର୍ଶରେ ଆସିଥିବେ। ତେବେ ସାପକୁ ନେଇ ଅନେକ ଭୟଙ୍କର ଦୃଶ୍ୟ ମଧ୍ଯ ଆପଣ ସମୟକ୍ରମେ ଦେଖିବା ପାଇଁ ପାଉଥିବେ। ସାପ ଗୁଡ଼ିକ ସବୁ ସ୍ଥାନରେ ଦେଖିବାକୁ ମିଳିଥାନ୍ତି। ଖାଦ୍ୟ ସନ୍ଧାନରେ ସେମାନେ କେତେବେଳେ କାହା ଘର ଭିତରକୁ ପଶି ଆସିବେ ତାହା କହିହେବ ନାହିଁ।
ତେଣୁ ଏଥିପ୍ରତି ସଚେତନ ନରହିଲେ କିମ୍ୱା ଘରର ଚାରି ପଟକୁ ଭଲଭାବରେ ସଫା ସୁତୁରା ନରଖିଲେ ତାହା ମଣିଷ ପାଇଁ ବିପଦ ସୃଷ୍ଟି କରିବ। ତେବେ ହଠାତ୍ ସାପ ଟିକୁ ଦେଖିଲେ କିମ୍ବା ସାପ ନାମ ଶୁଣିଲେ ସମସ୍ତଙ୍କୁ ପ୍ରାୟତଃ ଡର ଲାଗିବା ସ୍ୱାଭାବିକ।ଆପଣ ଅଚାନକ ସାପ ଟିଏ ଦେଖିଲେ ଭୟଭୀତ ହୋଇ ଯାଉଥିବେ। ଏହି ସାପ କାମୁଡ଼ାରେ ପୃଥିବୀରେ ପ୍ରତିଦିନ ଅନେକ ଲୋକଙ୍କ ଜୀବନ ଯାଇଥାଏ। ତେବେ ଏକ ଗ୍ରାମରୁ ଏବେ ସେହିପରି ଏକ ଘଟଣା ସାମ୍ନାକୁ ଆସିଛି। ଯେଉଁଠି ଏକ ବିଷଧର ନାଗସାପ ରୋଷେଇ ଘରେ ଲୁଚି ରହିଥିବା ବେଳେ ତାକୁ ଉଦ୍ଧାର କରା ଯାଇଛି।
ସାପଟି ସେଠାରେ ଲୁଚି ରହିଥିବା ବେଳେ ସାପ ଧରାଳି ଜଣଙ୍କ ତାକୁ କୌଶଳ କ୍ରମେ ଉଦ୍ଧାର କରିବାକୁ ଚେଷ୍ଟା କରିବା ସମୟରେ ସାପଟି କିପରି ତାର ଭୟଙ୍କର ରୂପ ଦେଖାଉଛି ତାହା ଥରେ ଦେଖନ୍ତୁ। ତାକୁ କ୍ଷୀର ପିଇବା ପାଇଁ ଦିଆ ଯାଇଥିଲେ ମଧ୍ୟ ସେ କ୍ଷୀର ପିଉ ନାହିଁ ଏବଂ ବାରମ୍ବାର ଦଂଶନ କରିବା ପାଇଁ ଚେଷ୍ଟା କରୁଛି। ଶେଷରେ ସାପ ଧରାଳି ଜଣଙ୍କ ସାପଟି ଶାନ୍ତ ହେବା ପରେ ତାକୁ ଉଦ୍ଧାର କରି ନେଇ ଯାଉଥିବା ଦେଖିବାକୁ ମିଳିଛି। ଆପଣ ଏହି ଭିଡିଓ ରେ ସାପଟିର ଭୟଙ୍କର ରୂପ ଦେଖି ପାରିବେ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।