ଲାଇଭ Stage ଶୋ ରେ ସମସ୍ତଙ୍କର ଅତି ପ୍ରିୟ ସିଙ୍ଗର ଇରା ମହାନ୍ତି ଗାଇଲେ ଏମିତି ଗୀତ ” Mita re Mita “… ମାତ୍ର 4 ଘଣ୍ଟାରେ 36 Million ରୁ ଅଧିକ ଲୋକ ଦେଖି ସାରିଲେଣି….

ବନ୍ଧୁଗଣ ଗାୟିକା ଇରା ମହାନ୍ତିଙ୍କୁ ତ ଆପଣ ଭଲ ଭାବରେ ଜାଣିଥିବେ। ଓଡିଶାର ସେ ଜଣେ ଆଗଧାଡିର କଣ୍ଠଶିଳ୍ପୀ ଅଟନ୍ତି। ତାଙ୍କ ସ୍ଵରର ଯାଦୁରେ ସେ ଅନେକଙ୍କୁ ତାଙ୍କ ସ୍ୱରର ଦିୱାନା କରିଥାନ୍ତି। ତେବେ ଓଡ଼ିଶାର ସଙ୍ଗୀତ ଜଗତର ଜଣେ ଜଣାଶୁଣା ପରିଚିତ ଚେହେରା ହେଉଛନ୍ତି ଇରା ମହାନ୍ତି।ତାଙ୍କୁ ଓଡ଼ିଶାର ଅଗଣିତ ଶ୍ରୋତା ବେଶ୍ ପସନ୍ଦ କରନ୍ତି।ଆପଣମାନେ ଜାଣିଛନ୍ତି ଯେ ସେ ଅନେକ ଫିଲ୍ମ୍ ଏବଂ ଆଲବମ ଗୀତରେ ତାଙ୍କର କଣ୍ଠଦାନ କରି ଜଣେ ଲୋକପ୍ରିୟ ଗାୟିକା ହୋଇ ପାରିଛନ୍ତି। ତେବେ ଏହି ସିଙ୍ଗର ଜଣଙ୍କ ତାଙ୍କର ପ୍ରତିଭାକୁ ଦେଖାଇ ଲୋକଙ୍କ ନିକଟତର ହୋଇ ପାରିଛନ୍ତି।

ସେ ଅନେକ ସୁପରହିଟ ଗୀତରେ ତାଙ୍କର ଜଲୱା ଦେଖାଇଛନ୍ତି।ତାଙ୍କ ସ୍ଵରରେ ଏକ ଭିନ୍ନ ଧରଣର ଚମକ ରହିଥାଏ ଯାହା ଦର୍ଶକ ମାନଙ୍କୁ ବେଶ୍ ଆକର୍ଷିତ କରିଥାଏ। ସମସ୍ତେ ତାଙ୍କ ସ୍ୱରକୁ ଶୁବିବାକୁ ଆଗ୍ରହ ପ୍ରକାଶ କରନ୍ତି। ତେବେ ଅନେକ ପ୍ରକାରର ଗୀତକୁ ସେ ଗାଇ ଲୋକ ମାନଙ୍କୁ ଖୁସ୍ କରିବା ସହିତ ଲୋକ ଲୋଚନକୁ ଆସି ପାରିଛନ୍ତି। ଦୀର୍ଘଦିନ ଧରି ଓଡ଼ିଶାର ଅଗଣିତ ଶ୍ରୋତା ତାଙ୍କ ଗୀତକୁ ଶୁଣି ଆସୁଛନ୍ତି। ତେବେ ଏହି ଗାୟିକା ଜଣଙ୍କର ତାଙ୍କର ଆକର୍ଷଣୀୟ ସ୍ୱର ସାଙ୍ଗକୁ ତାଙ୍କର ମନୋଲୋଭା ହସ ପାଇଁ ସେ ବହୁତ୍ ଆକର୍ଷଣୀୟ ଲାଗନ୍ତି।ସେ ତାଙ୍କର ସଙ୍ଗୀତର ଯାଦୁରେ ବାନ୍ଧି ରଖିଛନ୍ତି ତାଙ୍କର ପ୍ରସଂଶକ ମାନଙ୍କୁ।

ତାଙ୍କ ସୁନ୍ଦରତା ଏବଂ ସ୍ୱର ଦର୍ଶକଙ୍କୁ ବେଶ ବିମୋହିତ କରିଥାଏ। ତାଙ୍କର ଗେଟ୍ ଅପ ଏବଂ ଲୁକ୍ସ୍ ପାଇଁ ମଧ୍ୟ ସେ ବେଶି ଲୋକପ୍ରିୟ ଅଟନ୍ତି।ଅନେକ ସମୟରେ ସେ ତାଙ୍କର ଲାଇଫ ଷ୍ଟାଇଲ କୁ ନେଇ ମଧ୍ୟ ସେ ଚର୍ଚ୍ଚାରେ ରହିଥାନ୍ତି। ନିଜର ସୁନ୍ଦରତା ଏବଂ ଭିନ୍ନ ଅନ୍ଦାଜ ର ଜୀବନଶୈଳୀ ଏବଂ ଉତ୍ତମ ବ୍ୟକ୍ତିତ୍ଵ ପାଇଁ ମଧ୍ୟ ବେଶ୍ ଜଣାଶୁଣା ଅଟନ୍ତି ଇରା ମହାନ୍ତି।ସେ ଅନେକ ସମୟରେ କିଛି ଏମିତି ଗୀତ ଗାଇଥାନ୍ତି ଯାହା ବହୁତ୍ ହିଟ୍ ହେବା ସହିତ ଚର୍ଚ୍ଚାରେ ରହିଥାଏ। ସେହିପରି ଏକ ଗୀତକୁ ନେଇ ସେ ଏବେ ବେଶ୍ ଚର୍ଚ୍ଚାକୁ ଆସିଛନ୍ତି।ଏହି ଗୀତକୁ ସେ ଏକ କାର୍ଯ୍ୟକ୍ରମ ରେ ଷ୍ଟେଜ ରେ ଗାଉଥିବା ଦେଖିବାକୁ ମିଳିଛି।

ଏହି ଗୀତଟି ହେଉଛି ଏକ ଲୋକପ୍ରିୟ ଓଡ଼ିଆ ଚଳଚିତ୍ର ର ଗୀତ। ଏହା ହେଉଛି ଓଡ଼ିଆ ଫିଲ୍ମ୍ ମିତରେ ମିତ ଏବଂ ଗୀତଟି ହେଉଛି ମିତରେ ମିତ, ତୋତେ ଖୋଜୁଛି ମୋ ଗୀତ।ଏହି ଫିଲ୍ମର ଗୀତ ଲୋକଙ୍କର ବହୁତ୍ ପସନ୍ଦ। ଇରା ମହାନ୍ତିଙ୍କ କଣ୍ଠରେ ଏହି ସଙ୍ଗୀତକୁ ଶୁଣି ଶ୍ରୋତା ମାନେ ବହୁତ୍ ଖୁସି ହେଉଛନ୍ତି ଏବଂ ଉତ୍ସାହିତ କରୁଛନ୍ତି। ତେବେ ତାଙ୍କର ଏଭଳି ଏକ ଷ୍ଟେଜ ପ୍ରଦର୍ଶନ ର ଭିଡିଓ କୁ ଦେଖିଲେ ଏବଂ ତାଙ୍କ ସ୍ୱର କୁ ଶୁଣିଲେ ଆପଣ ବି ନିଶ୍ଚିତ ଖୁସି ହେବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।