Swastik Tv News Odisha

ଲୋକପ୍ରିୟ ଅଭିନେତ୍ରୀ ଦେବୋଲିନା ଭଟ୍ଟାଚାର୍ଯ୍ୟ ‘Gopi Bahu’ ତାଙ୍କ ଜନ୍ମଦିନରେ କିଛି ଏମିତି ଫଟୋ ଛାଡ଼ିଲେ ଯାହାକୁ ଦେଖି ପ୍ରଶଂସକ ମାନେ ଟ୍ରୋଲ୍ କରିବାକୁ ଲାଗିଲେ…ଦେଖନ୍ତୁ ଭିଡ଼ିଓ

0

ନମସ୍କାର ବନ୍ଧୁଗଣ, ବର୍ତ୍ତମାନ ପ୍ରତିଦିନ ସମାଜରେ କିଛି ନା କିଛି ତଥ୍ୟ ଶୁଣିବାକୁ ମିଳିଥାଏ। ଜଣେ ସାଧାରଣ ମଣିଷ ଠାରୁ ସେଲିବ୍ରେଟିଙ୍କ ଜୀବନ ଶୈଳୀ ସମ୍ପୂର୍ଣ ରୂପେ ଅଲଗା ହୋଇଥାଏ। ଆପଣ ମାନେ ଦେଖିଥିବେ ସେଲିବ୍ରେଟି ମାନଙ୍କ ର ସେମାନଙ୍କ ଦୈନ୍ୟ ଦିନ ଜୀବନରେ କଣ ଚାଲିଛି ତାହା ଜାଣିବା ପାଇଁ ସେମାନଙ୍କ ଫ୍ୟାନମନେ କୌତୁହଳ ପ୍ରକାଶ କରିଥାନ୍ତି। ସେ ତାଙ୍କ ଅଭିନୟ ମାଧ୍ୟମରେ ଲୋକ ମାନଙ୍କର ମନ କିଣି ନେବା ସଙ୍ଗେ ସଙ୍ଗେ ଓ ଲୋକ ମାନେ ମଧ୍ୟ ତାଙ୍କୁ ବହୁତ ଭଲ ପାଇବା ଦେଇ ଥାଆନ୍ତି। ଯଦି କୌଣସି ସେଲିବ୍ରେଟି ସାମାଜିକ ଦୁର୍ବ୍ୟବହାର ବା ଅସଦାଚରଣ ତାଙ୍କ ନାଁ ଶୁଣା ଯାଏ, ତା ହେଲେ ହେଲେ ସମାଜର ଲୋକ ମାନେ ତାଙ୍କୁ ନିନ୍ଦା କରିବା ସହ ଘୃଣା ମଧ୍ୟ କରି ଥାଆନ୍ତି।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି ଘଟଣା ଦେଖିବା ପାଇଁ ମିଳିଛି, ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ ଜଣାଇବୁ, ଯାହାକି ଆପଣ ମାନେ ଶୁଣିଲେ ଚକିତ ହୋଇ ଯିବା ସଙ୍ଗେ ସଙ୍ଗେ ବହୁତ ଘୃଣା ଅନୁଭବ କରିବେ। ତେବେ ଘଟଣାଟି ହେଉଛି ଜଣେ ବଲ୍ଲୀଉଡ଼ ଇଣ୍ଡଷ୍ଟ୍ରି ଧାରାବାହିକର ଅଭିନେତ୍ରୀ ଦେବାଲିନା ଭଟ୍ଟାଚାର୍ଯ୍ୟ ବିକିନୀ ପିନ୍ଧି,ବେଲି ଡ୍ୟାନ୍ସ କରିଥିବାର ସୂଚନା ମିଳିଛି। ଯାହାକି ଏହା ଏକ ଲଜ୍ୟା ଜନକ ବା ଅପ୍ରୀତିକର ଘଟଣା ଅଟେ। ତେବେ ଏଭଳି ଘଟଣା ସୋସିଆଲ ମିଡିଆରେ ଖୁବ ଜୋରରେ ଭାଇରଲ ହେବାରେ ଲାଗିଛି। ତେବେ ଆସନ୍ତୁ ସମ୍ପୂର୍ଣ ଖବର ଉପରେ ନଜର ପକାଇବା ;

ସୂଚନା ଅନୁସାରେ, ବଲ୍ଲୀଉଡ଼ ଇଣ୍ଡଷ୍ଟ୍ରିର ଦେବାଲିନା ଭଟ୍ଟାଚାର୍ଯ୍ୟଙ୍କୁ ଆପଣ ମାନେ ବେଶ ଭଲ ଭାବରେ ଜାଣି ଥିବେ, ସେ ଆଗ ଧାଡ଼ିର ଅଭିନେତ୍ରି ଭାବରେ ବେଶ ପରିଚିତ ଅଟନ୍ତି। ସେ ଅନେକ ଗୁଡିଏ ଧାରା ବହିକରେ ଅଭିନୟ କରିଛନ୍ତି। ସେ ‘ସାଥ ନିଭନା ସଥିୟାରେ’ ଧାରାବାହିକରେ ଗୋପୀ ବୋହୂ କ୍ୟାରେକ୍ଟରରେ ଅଭିନୟ କରି ଅନେକ ପ୍ରଶଂସା ସାଉଁଟିଛନ୍ତି। ତାଙ୍କର ସୁନ୍ଦର ଅଭିନୟ ଦ୍ୱାରା ସେ ଘରେ ଘରେ ପରିଚିତ ହୋଇ ପାରିଛନ୍ତି। ସେ ଏହି ଧାରାବହିକରୁ ବହୁତ ଚର୍ଚ୍ଚିତ ହୋଇ ଯାଇଥିଲେ। ଲୋକ ମାନେ ତାଙ୍କୁ ବହୁତ ପସନ୍ଦ କରିବା ସହିତ ତାଙ୍କ ଅଭିନୟକୁ ମଧ୍ୟ ବହୁତ ପସନ୍ଦ କରି ଥାଆନ୍ତି।

 

View this post on Instagram

 

A post shared by Viral Bhayani (@viralbhayani)

ତେବେ ସବୁବେଳେ ସେ ନିଜର ଭିନ୍ନ ଭିନ୍ନ ଅନ୍ଦାଜରେ ଫୋଟୋ ଓ ଭିଡ଼ିଓ ବନାଇ ସୋସିଆଲ ମିଡିଆରେ ପୋଷ୍ଟ କରି ଥାଆନ୍ତି। କିନ୍ତୁ ବର୍ତ୍ତମାନ ସେ ତାଙ୍କ ଜନ୍ମ ଦିନ ଉପଲକ୍ଷେ ଛୋଟ ଛୋଟ ଡ୍ରେସ ପିନ୍ଧିବା ସହିତ ବିକିନୀ ପିନ୍ଧି ଥିବାର ନଜର ଆସିଛି। ସେ ଏହି ଡ୍ରେସ ପିନ୍ଧି ବେଲି ଡ୍ୟାନ୍ସ ମଧ୍ୟ କରିଛନ୍ତି। ସେ ଏହି ଗେଟପରେ ତାଙ୍କର ଭିଡ଼ିଓକୁ ସୋସିଆଲ ମିଡିଆରେ ସେୟାର କରିଥିଲେ। ତାଙ୍କର ଏଭଳି ଗେଟପ ଦେଖି ତାଙ୍କ ଫ୍ୟାନ ମାନେ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରି ଦେଇଛନ୍ତି ଓ ତାଙ୍କୁ ମଧ୍ୟ ଘୃଣା ଚକ୍ଷୁରେ ଦେଖିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.