ହଁ ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ କି ଶନି ଦେବ ଙ୍କ କୃପା ଯଦି ଆପଣଙ୍କ ଉପରେ ରହିବ ତାହେଲେ ଆପଣଙ୍କ ଜୀବନରେ ହେଉଥିବା ସମସ୍ତ ପ୍ରକାରର ସମସ୍ୟାର ମଧ୍ୟ ଆମେ ସମାଧାନ କରିପାରିବା | ତେବେ ଯଦି ଶନିଦେବଙ୍କ କୃପା ଆମ ଉପରେ ନ ରୁହେ, ତାହେଲେ ଆମର ଜୀବନରେ ଶଙ୍କଟ ଉପରେ ଶଙ୍କଟ ଦେଖା ଦେଇଥାଏ |ତେବେ ଶନିଦେବ ଙ୍କୁ ପସନ୍ଦ କରିବା ପାଇଁ ହେଲେ ଆମକୁ ବିଭିନ୍ନ ପ୍ରକାରର ଉପାୟ କରିବାକୁ ପଡିଥାଏ |ଏମିତି କି କେତେକ ଗଛ ଅଛି ଯାହାକୁ ଆମେ ପୂଜା କରି ମଧ୍ୟ ଶନି ଦେବ ଙ୍କୁ ପ୍ରସନ୍ନ କରିପାରିବା , ତାହେଲେ ଆସନ୍ତୁ ଜାଣିବା କଣ କରିଲେ ଆମେ ସନିଦେବଙ୍କୁ ପସନ୍ଦ କରିପାରିବା |
ଆମେ ମାନେ ଜାଣିଛୁ କି ଶନିଦେବ ହେଉଛନ୍ତି ଧର୍ମର ଦେବତା , ଶନିଦେବ ଙ୍କ କୃପା ଦୃଷ୍ଟି ବିନା ଆମ ମାନଙ୍କର ଉନ୍ନତି ସମ୍ଭବ ନୁହଁ, ଆଉ ଶନିଦେବ ଙ୍କୁ ଯଦି ଆମେ ପ୍ରସନ୍ନ ମନରେ ଡାକିବା ତାହେଲେ ସିଏ ଆମର ସବୁ ପ୍ରକାରର ଅସୁବିଧାକୁ ଦୂର କରିଦେବେ ଓ ଜୀବନକୁ ସରସ , ସୁନ୍ଦର ଓ ମଧୁମୟ କରିଦେବେ | ତେବେ ଆମେ ଅନେକ ସମୟରେ ଶାସ୍ତ୍ର ମାନଙ୍କରୁ ଅଧୟନ କରିଛୁ କି ଶନିଦେବ ଯଦି ଆମ ଉପରେ କୃପା କରନ୍ତି ତାହେଲେ ସମସ୍ତ ଅସମ୍ଭବ କାର୍ଯ୍ୟ ବି ସମ୍ଭବ ହୋଇଯିବ |
ସେଥିପାଇଁ ଆମେ ଅନେକ ସମୟରେ ଶନିଦେବ ଙ୍କୁ ପ୍ରସନ୍ନ କରିବା ପାଇଁ ଶନିଦେବ ଙ୍କ ମନ୍ଦିରକୁ ଯାଇଥାଉ ଓ ପୂଜା ଅର୍ଚନା ମଧ୍ୟ ଅନେକ ନିୟମ ଆଉ ନିଷ୍ଠା ର ସହିତ କରିଥାଉ |ତେବେ ଶନିଦେବଙ୍କୁ ପ୍ରସନ୍ନ କରିବାର ଅନେକ ଅଲଗା ଉପାୟ ମଧ୍ୟ ରହିଛି | ଯଦି ଆମେ ଘରେ ସମୀ ଗଛ ଲଗାଇବା ଓ ତାହାର ପୂଜା କରିବା ତାହେଲେ ମଧ୍ୟ ଶନିଦେବ ଆମ ଉପରେ ପ୍ରସନ୍ନ ହୋଇଥାନ୍ତି |
ତେବେ ଆମେ ସମୀ ଗଛକୁ ଯଦି ଘରର ଉତ୍ତର ପୂର୍ବ ଦିଗରେ ଲଗାଇବା ତାହେଲେ ମଧ୍ୟ ଆମେ ଶନି ଦେବଙ୍କୁ ପ୍ରଶନ୍ନ କରିପାରିବା, ତାହା ବ୍ୟତୀତ ଆମେ ଜାଣିଛୁ କି ସମୀ ଗଛ ର ଅନେକ ଉପକାରୀ ଗୁଣ ରହିଛି ଓ ପୂଜା କାର୍ଯ୍ୟରେ ମଧ୍ୟ ଆମେ ବ୍ୟବହାର କରିଥାଉ | ବିଶେଷ କରି ଆମେ ଯେତେବେଳେ ଦୁର୍ଗା ପୂଜା କରିଥାଉ , ସେତେବେଳେ ପୂଜାରେ ସମୀ ଗଛ ଲାଗିଥାଏ |
ଏହା ବ୍ୟତୀତ ଏହି ଗଛକୁ ଆମେ ଆୟୁର୍ବେଦିକ ଔଷଧ ରୂପେ ମଧ୍ୟ ବ୍ୟବହାର କରିଥାଉ | ତେବେ ଆମେ ଏହି ଗଛକୁ ଘରେ ଲଗାଇ ମଧ୍ୟ ଶନିଦେବଙ୍କୁ ପ୍ରସନ୍ନ କରିପାରିବା , ଓ ଶନିଦେବ ମଧ୍ୟ ଆମ ଉପରେ କୃପା ଦୃଷ୍ଟି ବଜାଇ ରଖିବେ |ତାହେଲେ ଏହି ପରି ଭାବରେ ଯଦି ଆମେ ଶନିଦେବ ଙ୍କୁ ପ୍ରସନ୍ନ କରିବା ତାହେଲେ ଆମର ଉପକାର କରିବା ସହିତ, ଜୀବନରେ ଶାନ୍ତି ମଧ୍ୟ ବଜାଇ ରହିବ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।