Swastik Tv News Odisha

ଶାଶୂଘରେ କେମିତି ଅଛନ୍ତି ଅଭିନେତ୍ରୀ ଦୀପିକା…ଦେଖନ୍ତୁ ଭିଡ଼ିଓ

0

ଜଣେ ସାଧାରଣ ଲୋକଙ୍କ ପ୍ରତିଦିନର ଜୀବନ ଶୈଳୀ ଠାରୁ ଆଉ ଜଣେ ସେଲିବ୍ରେଟିଙ୍କ ଜୀବନ ଶୈଳୀରେ ଅନେକ ପାର୍ଥକ୍ୟ ଦେଖାଯାଏ। ଆପଣ ମାନେ ଦେଖିଥିବେ ଯେଉଁ କଳାକାରଙ୍କ ଅଭିନୟ ଦର୍ଶକ ମାନଙ୍କୁ ଭଲ ଲାଗିଲା। ଦର୍ଶକ ମାନେ ସେହି କଳାକାରଙ୍କ ବିଷୟରେ ଜାଣିବା ପାଇଁ ଚେଷ୍ଟା କରିଥାନ୍ତି। ସେମାନଙ୍କ ଦୈନ୍ୟଦିନ ଜୀବନରେ କଣ ଚାଲିଛି ତାହା ଜାଣିବା ପାଇଁ କୌତୁହଳ ପ୍ରକାଶ କରିଥାନ୍ତି। ଅଭିନୟ ଜଗତ କଥା ଯଦି ଦେଖିବା ଅନେକ କଳାକାର ଅଂଶ ଗ୍ରହଣ କରିଥାନ୍ତି। ସମସ୍ତଙ୍କ ଭୂମିକା ଭିନ୍ନ ଭିନ୍ନ ହୋଇଥାଏ।

ସାଧାରଣ ଲୋକ ସବୁବେଳେ ନିଜର ପସନ୍ଦିତା କଳାକାର ମାନଙ୍କ ଜୀବନରେ କଣ ହେଉଛି ଜାଣିବା ପାଇଁ ଆଗ୍ରହ ପ୍ରକାଶ କରିଥାନ୍ତି। ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଓଡ଼ିଆ ହିରୋଇନ ଦୀପିକାଙ୍କ ବିବାହ ଶେଷ ହୋଇଛି। ଶାଶୂ ଘରେ କେମିତି ଚଳୁଛନ୍ତି ଆସନ୍ତୁ ଜାଣିବା। ଆପଣ ମାନେ ସମସ୍ତେ ଜାଣିଛନ୍ତି ଯେ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତ୍ରୀ ଦୀପିକା ତାଙ୍କର ବର୍ତ୍ତମାନ ସମୟରେ ବାହାଘର ଶେଷ ହୋଇଛି।

ତାଙ୍କର ଅଭିନୟ ଦର୍ଶକ ମାନଙ୍କ ମନ ହରଣ କରିଥାଏ। ସେ ଯେତେବେଳେ ନିଜର କର୍ମମୟ ଜୀବନ ଆରମ୍ଭ କରନ୍ତି। ସେ ସବୁ କିଛି ଭୁଲି ଯାଇ କେବଳ ନିଜର ଅଭିନୟ ଉପରେ ଗୁରୁତ୍ୱ ଦିଅନ୍ତି। ଯାହା ଆମକୁ ବହୁତ ଭଲ ମଧ୍ୟ ଲାଗିଥାଏ। ତାଙ୍କର ଅଭିନୟ ବହୁତ ଉଚ୍ଚ କୋଟିର ତେବେ ତାଙ୍କର କର୍ମମୟ ଜୀବନ ପରେ ବର୍ତ୍ତମାନ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ତାଙ୍କର ପ୍ରଶଂସକ ମଧ୍ୟ ଅନେକ ରହିଛନ୍ତି। ସେ ବିବାହ ବନ୍ଧନରେ ବାନ୍ଧି ହେବା ପରେ ତାଙ୍କର ବୈବାହିକ ଜୀଵନ ଖୁସିରେ କଟିବା ପାଇଁ ସମସ୍ତେ ତାଙ୍କୁ ଆଶୀର୍ବାଦ ଜଣେଇଛନ୍ତି। ତେବେ କରନା କାଳରେ ତାଙ୍କର ବିବାହ ହୋଇଥିଲେ ମଧ୍ୟ କରନାର ସମସ୍ତ ପ୍ରକାର ଗାଇଡ଼ ଲାଇନକୁ ପାଳନ କରିଛନ୍ତି। ପ୍ରାୟତଃ ସେଲିବ୍ରେଟି ମାନେ ମଧ୍ୟ ତାଙ୍କ ବହାଘରରେ ଯୋଗ ଦେଇଥିଲେ। ତେବେ ବିବାହ ପରେ ସେ ତାଙ୍କର ଶାଶୂଘରେ ବହୁତ ଖୁସି ଥିବାର ମଧ୍ୟ ଦେଖିବା ପାଇଁ ମିଳିଛି। ତାଙ୍କର ସ୍ୱାମୀ ସହିତ ସେ ମଧ୍ୟ ବହୁତ ଖୁସି ଅଛନ୍ତି।

ତାଙ୍କର ସ୍ୱାମୀ ମଧ୍ୟ ବହୁତ ଭଲ ବୋଲି ସେ କହିଛନ୍ତି। ତେବେ ସେ ଆଗକୁ କେଉଁ ଫିଲ୍ମ କରିବେ କି ସିରିଏଲ କରିବେ। ଏନେଇ ସେ କୌଣସି ପ୍ରକାର ସୂଚନା ଦେଇନାହାନ୍ତି। ତେବେ ତାଙ୍କର ଯେବେ ବି କୌଣସି ପ୍ରକାର ଅଭିନୟ ସଂପର୍କତ ସୂଚନା ଆସିବ ଆମେ ନିଶ୍ଚିତ ଭାବରେ ଆପଣ ମାନଙ୍କୁ ଜଣେଇବୁ। ଯାହାବି ହେଉ ଆମେ ମଧ୍ୟ ଭଗବାନଙ୍କ ଠାରେ ଏତିକି ପ୍ରାଥନା କରୁଛୁ। ସବୁଦିନ ସେ ଖୁସିରେ ରୁହନ୍ତୁ ଆପଣ ମାନେ ମଧ୍ୟ ଭଗବାନଙ୍କ ଠାରେ ପ୍ରାଥନା କରନ୍ତୁ। ଯେଉଁଭଳି ଭାବରେ ତାଙ୍କର ଜୀବନ ଅତ୍ୟନ୍ତ ଖୁସିରେ କଟୁ , ସୋସିଆଲ ମିଡ଼ିଆରେ ତାଙ୍କ ବାହାଘର ଭିଡ଼ିଓ ଦେଖିବା ପାଇଁ ମିଳିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.