Swastik Tv News Odisha

ଶୁଣନ୍ତୁ ଭାଇରାଲ Audio Call : ଦିଦି ମୁଁ ତୁମକୁ ଭଲ ପାଏ, ତେଣୁ ମୁଁ ଟିକେ Kiss ଏବଂ Hug କରିଥାନ୍ତି, ସୋସିଆଲ ମିଡ଼ିଆରେ ନିଆଁ ଭଳି ଭାଇରାଲ ହେଉଛି

0

ଟେକ୍ନୋଲୋଜିର ପ୍ରଭାବ ଫଳରେ ମନୁଷ୍ୟ ସୋସିଆଲ ମିଡ଼ିଆ ଭଳି ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଗ୍ରହଣ କରିଛି। ଯେଉଁ କାମ କରିବା ପାଇଁ ୨ ଦିନ ସମୟ ଲାଗୁଥିଲା। ବର୍ତ୍ତମାନ ସମୟରେ ତାହା କିଛି ସେକେଣ୍ଡ ମଧ୍ୟରେ ସମାପ୍ତ ହୋଇଯାଉଛି। ସେଥିପାଇଁ ବର୍ତ୍ତମାନ ସୋସିଆଲ ମିଡ଼ିଆ ସମାଜରେ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଗ୍ରହଣ କରିଛି। ଯଦି ଦେଖିବା ଆଜିକାଲି ଛୋଟ ପିଲାଠାରୁ ଆରମ୍ଭ କରି ବୟସ୍କ ଲୋକ ପର୍ଯ୍ୟନ୍ତ ସମସ୍ତେ ଏହାର ବହୁଳ ବ୍ୟବହାର କରୁଛନ୍ତି। ତେବେ ଟେକ୍ନୋଲୋଜି ମନୁଷ୍ୟର ଏତେ ସୁବିଧା କରିଥିଲେ ମଧ୍ୟ କେତେକ ଅସମାଜିକ ଲୋକ ଏହାର ଫାଇଦା ଉଠାଉଛନ୍ତି। ଯାହାକି ଏହା ଏକ ପ୍ରକାର ନିନ୍ଦନୀୟ କାର୍ଯ୍ୟ ଅଟେ। ଯେଉଁ ମାନେ ଏସବୁ କାମ କରୁଛନ୍ତି ସେମାନଙ୍କ ମନ ମଧ୍ୟରେ ଡ଼ର ଭୟ କିଛି ନଥାଏ ନିଭୟରେ ଏସବୁ କାର୍ଯ୍ୟ କରୁଛନ୍ତି। ଆପଣ ମାନେ ଅନେକ ଖବର ଟିଭି, ସୋସିଆଲ ମିଡ଼ିଆ ଏବଂ ସମ୍ବାଦ ପତ୍ର ଇତ୍ୟାଦି ରେ ଦେଖିବା ପାଇଁ ମିଳିଥାଏ।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ସମୟରେ କିଛି ଏଭଳି ଘଟଣା ଦେଖିବା ପାଇଁ ମିଳିଛି ଯାହାକୁ ଦେଖିବା ପରେ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ। ତେବେ ଏହ ଘଟଣାଟି ହେଇଚି କୋଭିଡ ଜରୁରୀକାଳୀନ ପରିସ୍ଥିତି ନମ୍ବର କୁ କୋଲ କରି ଏଭଳି ଖରାପ ଭାଷା ବ୍ୟବହାର କରୁଛନ୍ତି। ଏହାର କୋଲ ରେକର୍ଡ ମଧ୍ୟ ଭାଇରାଲ ହେଉଛି। ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ବିଷୟରେ;

ଦେଶରେ କରନା ମହମାରି ତାଣ୍ଡବଲୀଳା ଦେଖାଉଛି। ଚାରିଆଡେ ଲକଡାଉନ ଏବଂ ସଟଡାଉନ ଭଳି ବ୍ୟବସ୍ଥା କରିଛନ୍ତି। ଅନେକ ଲୋକଙ୍କ ଜୀବନ ମଧ୍ୟ ଚାଲିଗଲାଣି ସବୁଠି ଗାଡି ବନ୍ଧ ଚାରିଆଡେ ଲକଡାଉନ ଦେଖା ଦେଇଥିଲା। ଏଭଳି ପରିସ୍ଥିତିରେ ଲୋକ ମାନେ କେହି କାହାରିକୁ ସାହାଯ୍ୟ କରିବା ତୋ ଦୂରର କଥା ପଚାରୁ ନାହାନ୍ତି। ସେଥିପାଇଁ ସରକାର କୋଭିଡ ଜରୁରୀକାଳୀନ ପରିସ୍ଥିତି ସମୟରେ ଏକ ହେଲ୍ପଲାଇନ ନମ୍ଭର ବାହାର କରିଛନ୍ତି। ଯାହାର ଯାହା ବି ସମସ୍ୟା କୋଲ କରି ନିଜର ଅସୁବିଧା ଜଣାନ୍ତି। ତେବେ ଏଭଳି ପରିସ୍ଥିତିରେ ଲୋକମାନେ ସମସ୍ୟା ଯେତିକି ଜଣାଉଛନ୍ତି। ତାହା ଠାରୁ ଅଧିକ ଫେକ କୋଲ ମଧ୍ୟ କରୁଛନ୍ତି। ଯାହା କି ଏକ ପ୍ରକାର ନିନ୍ଦନୀୟ କାର୍ଯ୍ୟ ଅଟେ।

କିଛି ଅସାମାଜିକ ଲୋକ ମାନେ ୧୦୪ ହେଲ୍ପଲାଇନ ନମ୍ଭର ରେ କୋଲ କରି ବିଭିନ୍ନ ପ୍ରକାର ଅସଭ୍ୟ ଭାଷା ମଧ୍ୟ ପ୍ରୟୋଗ କରୁଛନ୍ତି। ଘର ଭଙ୍ଗୀ ଯିବା, ମୋବାଇଲରେ ରିଚାର୍ଜ କରିଦେବା ଏବଂ ଆଇ ଲଭ ୟୁ ଭଳି ଅଶୀଳ ଭାଷା ମଧ୍ୟ ପ୍ରୟଗ କରୁଛନ୍ତି। ଯାହା ଏକ ପ୍ରକାର ନିନ୍ଦନୀୟ ଘଟଣା ଅଟେ। ଦିନକୁ ୩୦ ହଜାର କୋଲ ଆସିଥାଏ ସେଥିରେ ୭ ଶହ କୋଲ ଫେକ ଆସିଥାଏ। ପ୍ରକୃତ ରେ ଯିଏ ହକଦାର ସିଏ ନ ପାଇ ଅନ୍ୟ ମାନେ ହଇରାଣ କରନ୍ତି। ତେବେ ଏ ବିଷୟକୁ ସରକାର ଅତି ଗୁରୁତ୍ ର ସହିତ ଗ୍ରହଣ କରାଯିବା ଉଚିତ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.