Swastik Tv News Odisha

ଶୁଣନ୍ତୁ Viral Audio Call : ତୁମେ ଯାହା କରୁଛ କର ମୋତେ ଦେଢ଼ ଲକ୍ଷ ଦିଅ…..ଦେଖନ୍ତୁ ଭିଡ଼ିଓ

0

ସମାଜରେ ଯେଉଁ ମାନେ ବଡ଼ ବଡ଼ ପଦବୀରେ କାର୍ଯ୍ୟ କରୁଛନ୍ତି ,ସେ ତାଙ୍କ ପଦବୀକୁ ଭୁଲି ସବୁବେଳେ ଅନ୍ୟାୟ କାର୍ଯ୍ୟ କରୁଛନ୍ତି। ପୁରୁଷ ମାନଙ୍କ ଅପେକ୍ଷା ନାରୀ ମାନେ ବହୁତ ମାତ୍ରାରେ ଅମାନୁଷିକ କାର୍ଯ୍ୟ କରୁଛନ୍ତି। ସେମାନେ କାହାରିକୁ ଖାତିର ନ କରି, ଗରିବ ଲୋକ ମାନଙ୍କ ଠାରୁ କାର୍ଯ୍ୟ କରାଇ ଦେବା କଥା କହି ସେମାନଙ୍କୁ ଠାରୁ ମୋଟା ଆକାରର ଟଙ୍କା ଆଦାୟ କରି ଥାଆନ୍ତି। ଯାହାକି ଏହା ଏକ ଅପରାଧିକ ବା ଅନ୍ୟାୟ କାର୍ଯ୍ୟ ଅଟେ। ସମାଜରେ ଯେଉଁ ମାନେ ଏଭଳି କାର୍ଯ୍ୟ କରୁଛନ୍ତି, ସେମାନଙ୍କ ଉପରେ ସାଧାରଣ ଲୋକ ମାନଙ୍କର ବିଶ୍ୱାସ ଓ ଭରସା ମଧ୍ୟ ତୁଟି ଯାଉଛି। ଏଭଳି କାର୍ଯ୍ୟ କରିବା ଦ୍ୱାରା ସମାଜ ଖରାପ ଆଡକୁ ଗତି କରୁଛି ଓ ଏଥିସହ ଅନ୍ୟ ଲୋକ ମାନେ ମଧ୍ୟ ଏଭଳି କାର୍ଯ୍ୟ କରିବାକୁ ମନ ନିବେଶ କରୁଛନ୍ତି। ସମାଜ ତାକୁ ଘୃଣା କରିବା ସହିତ ନିନ୍ଦା ମଧ୍ୟ କରିଥାଏ। ଏଭଳି ଘଟଣା ଟିଭି, ସମ୍ବାଦ ଓ ପତ୍ର ପତ୍ରିକାରେ ଦେଖିବାକୁ ମିଳିଥାଏ।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି ଘଟଣା ଦେଖିବା ପାଇଁ ମିଳିଛି, ଆମେ ଆପଣ ମାନଙ୍କୁ ଏଭଳି ଘଟଣା ବିଷୟରେ ଜଣାଇବୁ, ଯାହାକି ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବା ସଙ୍ଗେ ସଙ୍ଗେ ବହୁତ ନିନ୍ଦା କରିବେ। ତେବେ ଘଟଣାଟି ହେଉଛି, ଜଣେ ବ୍ଲକ ଅଧକ୍ଷା ମହିଳା ଜଣେ ଗୋଟେ କାମର ବିଲ କରାଇ ଦେବା ପାଇଁ, ଦେଢ଼ ଲକ୍ଷ୍ୟ ଟଙ୍କା ଯୁବକଙ୍କୁ ମାଗିଥିଲେ ବୋଲି ସୂଚନା ମିଳିଛି। ଯାହାକି ଏହା ଏକ ଅନ୍ୟାୟ କାର୍ଯ୍ୟ ଅଟେ। ଏହି ଘଟଣାଟି ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି। ତେବେ ଆସନ୍ତୁ ସମ୍ପୂର୍ଣ ଖବର ଉପରେ ନଜର ପକାଇବା ;

ସୂଚନା ଅନୁଯାୟୀ, ମୟୁରଭଂଜ ଜିଲ୍ଲାର ସୀମାନ୍ତ ଆଦିବାସୀ ନୀକଟସ୍ତ ଜାମଦା ବ୍ଲକରୁ ଏଭଳି ଏକ ଘଟଣା ଦେଖି ବାକୁ ମିଳିଛି। ଜଣେ ମହିଳା ସେହି ବ୍ଲକର ଅଧକ୍ଷା ଭାବରେ କାର୍ଯ୍ୟ କରନ୍ତି। ଜଣେ ଯୁବକଙ୍କର ଗୋଟିଏ କାର୍ଯ୍ୟର ବିଲ କରାଇ ଦେବା ପାଇଁ କହି ସେହି ଅଧକ୍ଷା ଜଣଙ୍କ ଯୁବକଙ୍କୁ ଦେଢ଼ ଲକ୍ଷ୍ୟ ଟଙ୍କା ମାଗିଥିଲେ। ଯଦି ଟଙ୍କା ଦେବ ତା’ ହେଲେ କାର୍ଯ୍ୟ ହେବ ନ ହେଲେ କାର୍ଯ୍ୟ ହୋଇ ପାରିବ ନାହିଁ ବୋଲି କହିଥିଲେ। ଯୁବକ ଜଣଙ୍କ ମଧ୍ୟ ତାଙ୍କ କଥାରେ ଟଙ୍କା ଦେବା ପାଇଁ ରାଜି ହୋଇ ଯାଇଥିଲେ।

ସେ ଏଭଳି ଭାବରେ କଥା କହି ମହିଳା ଜଣଙ୍କ ଲୋକ ମାନଙ୍କ ଠାରୁ ଟଙ୍କା ଆଦାୟ କରି ଥାଆନ୍ତି। ତେବେ ମହିଳା ଜଣଙ୍କ ଏଭଳି ଭାବରେ ଯୁବକଙ୍କୁ ଟଙ୍କା ମାଗୁ ଥିବାର କଲ ରେକର୍ଡ଼ରୁ ଜଣା ପଡିଥିଲା। ଏହି ଘଟଣା ସୋସିଆଲ ମିଡିଆରେ ସେୟାର ହେବା ପରେ ଖୁବ ଜୋରରେ ଭାଇରଲ ହେବାରେ ଲାଗିଛି। ରାଜନୈତିକ ନେତା ମାନଙ୍କ ଠାରୁ ଆରମ୍ଭ କରି ସରକାରୀ କର୍ମଚାରୀ ପର୍ଯ୍ୟନ୍ତ ସବୁଠି ଏହି ଘଟଣାକୁ ନେଇ ଚର୍ଚ୍ଚା ଜୋର ଭାବରେ ଚାଲିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.