Swastik Tv News Odisha

ଶେଷରେ କୁକୁର କୁ ବି ନଛାଡି ତା ଶହ କରୁଥିଲେ ଏହି କାର୍ଯ୍ୟ, ହଠାତ୍ ଦେଖିନେଲେ ମାଲିକ ଆଉ ତା’ପରେ…ଦେଖନ୍ତୁ ଭିଡ଼ିଓ

0

ସମାଜରେ ଲୋକ ମାନେ ବହୁତ ମାତ୍ରାରେ ଅନ୍ୟାୟ କାର୍ଯ୍ୟ କରି ଚାଲିଛନ୍ତି। ସମାଜରେ କିଛି ନୃଶଂସ ବ୍ୟକ୍ତି ଲୋକ ମାନଙ୍କ ଉପରେ ଖରାପ ବ୍ୟବହାର କରିବା ସହିତ କିଛି ଜୀବ ଜନ୍ତୁ ମାନଙ୍କ ପ୍ରତି ମଧ୍ୟ ଖରାପ ବ୍ୟବହାର କରି ଥାଆନ୍ତି। ଯାହାକି ସମାଜ ପାଇଁ ଏହା ଏକ ଲଜ୍ୟା ଜନକ ବା ନିନ୍ଦନୀୟ ଘଟଣା ଅଟେ। ଯେଉଁ ମାନେ ଏଭଳି କାର୍ଯ୍ୟ କରୁଛନ୍ତି, ସେମାନେ ମନରେ ଭୟ ରଖୁ ନାହାନ୍ତି ବା ଏଥି ସହ କାହାରିକୁ ମଧ୍ୟ ଖାତିର କରୁ ନାହାନ୍ତି। ସେମାନେ ଆଇନକୁ ମଧ୍ୟ ଡରୁ ନାହାନ୍ତି। ସେମାନେ ଏଭଳି ନୀଚ୍ଚ କାମ କରିବାକୁ ପଛ ଘୁଞ୍ଚା ଦେଉ ନାହାନ୍ତି। ଯାହା ଫଳରେ କି ସେମାନଙ୍କ ପାଇଁ ସମାଜ ଆଜି ଖରାପ ହେବାରେ ଲାଗିଛି। ଏଭଳି ଘଟଣା ଦେଖି ବାକୁ ମିଳିଥାଏ।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି ଘଟଣା ଦେଖିବା ପାଇଁ ମିଳିଛି, ଆମେ ଆପଣ ମାନଙ୍କୁ ଏଭଳି ଘଟଣା ବିଷୟରେ ଜଣାଇବୁ, ଯାହାକି ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବା ସଙ୍ଗେ ସଙ୍ଗେ ବହୁତ ଝଟକା ଅନୁଭବ କରିବେ। ତେବେ ଘଟଣାଟି ହେଉଛି, ଜଣେ ବୟସ୍କ ବ୍ୟକ୍ତି ଗୋଟେ ପୋଷା କୁକୁର ସହ ଦୁଷ୍କର୍ମ କରୁ ଥିବାର ସୂଚନା ମିଳିଛି। ଯାହାକି ଏହା ଏକ ଲଜ୍ୟା ଜନକ ଘଟଣା ଅଟେ। ଏହି ଘଟଣାଟି ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି। ତେବେ ଆସନ୍ତୁ ସମ୍ପୂର୍ଣ ଖବର ଉପରେ ନଜର ପକାଇବା ;

ସୂଚନା ଅନୁସାରେ, ଗୋଟେ ଆପାଟମେଣ୍ଟରେ ଜଣେ ବୟସ୍କ ବ୍ୟକ୍ତି ସିକ୍ୟୁରୀଟି ଭାବରେ କାର୍ଯ୍ୟ କରନ୍ତି। ସେହି ଆପାଟମେଣ୍ଟ ନିକଟରେ କିଛି ପୋଷା କୁକୁର ସବୁ ରହିଛନ୍ତି। ସେହି ବ୍ୟକ୍ତି ଜଣଙ୍କ କେହି ନଥିବା ବେଳେ ପୋଷା କୁକୁରକୁ ଖରାପ ବ୍ୟବହାର କରିବା ସହତ ଦୁଷ୍କର୍ମ ମଧ୍ୟ କରୁ ଥାଆନ୍ତି। ଏହି ଘଟଣାକୁ ସେଠାରେ ଥିବା କିଛି ପିଲା ମାନେ ଦେଖି, ଖୁବ ଜୋରରେ ଚିତ୍କାର କରି ଲୋକ ମାନଙ୍କୁ ଡାକି ଥିଲେ ଓ ଲୋକ ମାନେ ଚିତ୍କାର ଶବ୍ଦ ଶୁଣି ଚାଲି ଦୌଡା ଦୌଡ଼ି ହୋଇ ସେହି ସ୍ଥାନରେ ପହଁଛି ସବୁ ଘଟଣା ବିଷୟରେ ଜାଣି ବାକୁ ପାଇ ବ୍ୟକ୍ତିଙ୍କୁ ପଚରା ଉଚରା କରିଥିଲେ, କିନ୍ତୁ ବ୍ୟକ୍ତି ଜଣଙ୍କ ମିଛ କଥା କହିଥିଲେ।

ତେବେ ତାଙ୍କ ମଧ୍ୟରୁ କେହି ଜଣେ ପିଲା ଏଭଳି ଦୃଶ୍ୟର ଭିଡ଼ିଓକୁ ମୋବାଇଲରେ ରେକର୍ଡ଼ କରି ସୋସିଆଲ ମିଡିଆରେ ସେୟାର କରିଥିଲେ। ଏହି ଭିଡ଼ିଓଟି ସୋସିଆଲ ମିଡିଆରେ ଖୁବ ଜୋରରେ ନିଆଁ ଭଳି ଭାଇରଲ ହେବାରେ ଲାଗିଛି। ଏଭଳି ବ୍ୟକ୍ତିଙ୍କ ନାଁ ରେ ଥାନାରେ ଅଭିଯୋଗ କରା ଯିବା ସହିତ ଓ ଏଥିସହ ସେମାନଙ୍କୁ ଉଚିତ ଦଣ୍ଡ ମଧ୍ୟ ଦିଆ ଯାଉ। ତେବେ ବନ୍ଧୁଗଣ ଆପଣ ମାନେ ବି ଏଭଳି ଲୋକ ମାନଙ୍କ ଠାରୁ ନିଜର ଛୁଆ ପିଲା ବା ପୋଷା ଜୀବ ଜନ୍ତୁଙ୍କ ଦୂରେଇ ରଖନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.