Swastik Tv News Odisha

ଶ୍ରାବଣ ମାସ ଆସିଲା କାଉଡି ଭଜ… Sri Charana ଙ୍କ କଣ୍ଠରେ ଭୋଳାକୁ ଦବୁ ଗାଧେଇ ନେଇଯା ପାଣିଭାର… ମାତ୍ର 4 ଘଣ୍ଟାରେ Million Plus ଲୋକ ଦେଖି ସାରିଲେଣି…

0

ହଁ ଦର୍ଶକ ବନ୍ଧୁ ସେସିଆଲ ମିଡ଼ିଆରେ ବର୍ତ୍ତମାନ ଏପରି ଗୋଟିଏ ଭିଡିଓ ଭାଇରାଲ ହେଉଛି ଯାହାକୁ ଦେଖିଲେ ଆପଣ ମଧ୍ୟ ଖୁସି ହେଇଯିବେ ଆଉ ଆନନ୍ଦରେ ନାଚି ଉଠିବେ | ତେବେ ଆପଣ ମାନେ ତ ସମସ୍ତେ ଜାଣିଛନ୍ତି କି ଶ୍ରାବଣ ମାସ ହେଉଛି ଧର୍ମ ର ମାସ ଆଉ ଏହି ମାସରେ ମହାଦେବ ଆସିଥାନ୍ତି ପୃଥିବୀ ଲୋକ କୁ ତାଙ୍କର ଭକ୍ତ ମାନଙ୍କର ଭକ୍ତି ର ପରୀକ୍ଷା କରିବା ପାଇ | ଆଉ ସେହି ଭକ୍ତି ଭାବ ଦେଖାଇ ଭକ୍ତ ମାନେ ମଧ୍ୟ କାହିଁ କେତେ ଦୂରରୁ ପାଦରେ ଚାଲି ଚାଲି ପାଣି ଆଣିକି ଶିବକୁ ଜଳାଭିଷେକ କରିଥାନ୍ତି | ତେବେ ସେହି ଭଳି ଶ୍ରାବଣ ମାସ ଆଉ କାଉଁରିଆ ମାନଙ୍କୁ ନେଇକି ଗୋଟିଏ ଭଜନ ଗୀତ ଟି ପ୍ରକାଶ ପାଇଛି | ଆସନ୍ତି ତାହେଲେ ସେ ବିଷୟରେ ଆଲୋଚନା କରିବା |

ଆପଣ ମାନେ ତ ଜାଣିଥିଲେ କି ଶ୍ରାବଣ ମାସକୁ ଟି ସବୁ ମାସ ମାନଙ୍କ ମଧ୍ୟରୁ ବିଶେଷ ମାସ ହୋଇଥାଏ | କାରଣ ଏହି ଶ୍ରାବଣ ମାସରେ ଦେବ ଦେବ ମହାଦେବ ଙ୍କ ର ଭକ୍ତି ଆଉ ପୂଜା ଅର୍ଚନା ଯଦି ଆମେ ଭକ୍ତି ର ସହିତ କରିବା ତାହେଲେ ମହାଦେବ ଆମ ଉପରେ ତାଙ୍କର ସମସ୍ତ କୃପା ବର୍ଷା କୁ ଢାଳିଦେବେ | ତାହା ଛଡା ଆପଣ ମାନେ ସମସ୍ତେ ଜାଣିଥିବେ କି ଶ୍ରାବଣ ମାସକୁ ଆମେ ବିଶେଷ କରିକି ଧର୍ମ ର ମାସ ବୋଲି ମାନିଥାଉ | ଆଉ ଏହି ମାସରେ ଲୋକ ମାନେ ବିଭିନ୍ନ ପ୍ରକାରର ବାର ଆଉ ଓଷା କରିଥାନ୍ତି, ଆଉ ଏହି ଶ୍ରାବଣ ମାସକୁ ନେଇକି ସୁନ୍ଦର ଭାବରେ ଗୀତ ଆଲବମ ଟିଏ ମଧ୍ୟ ପ୍ରକାଶ ପାଇଛି |

ତେବେ ପ୍ରକାଶ ପାଇଥିବା ସେହି ଗୀତଟିକୁ ଗାଇଛନ୍ତି ପ୍ରସିଦ୍ଧ କଣ୍ଠଶିଳ୍ପୀ ଚରଣ, ତେବେ ସେ ଗୀତଟିର ନାଁ ହେଉଛି “ଭୋଳା କୁ ଦେବା ଗାଧେଇ ନେଇଜା ପାଣି ଭାର ” ତେବେ ଶ୍ରାବଣ ମାସରେ ଭଲବମ କାଉଁରିଆ ମାନଙ୍କ ଉଦେଶ୍ୟ ରେ ଏହି ଗୀତଟି ପ୍ରକାଶ ପାଇଛି | ଆଉ ଯୋଉ ଗୀତରେ ସୁନ୍ଦର ଭାବରେ କାଉଁରିଆ ମାନଙ୍କର ଭକ୍ତିର ସହିତ ନଦୀରୁ ଜଳ ଆଣିବା ଓ ଶିବ ଙ୍କ ମୁଣ୍ଡରେ ଢାଳିବା କଥା କୁହା ଯାଇଛି ଓ ଏହି ଗୀତଟିକୁ ସୁନ୍ଦର ଭାବରେ ଗାଇଛନ୍ତି ଚରଣ |

ଶ୍ରାବଣ ମାସକୁ ଶିବ ଙ୍କର ମାସ ବୋଲି କୁହାଯାଇଥାଏ କାରଣ ଏହି ଶ୍ରାବଣ ମାସରେ ଲୋକ ମାନେ ଶିବ ଙ୍କର ବାର ଓ ଅଶା କରିବା ସହିତ ଶିବ ମନ୍ଦିରକୁ ଯାଇକି ପାଣି ଆଣିକି ଜଳା ଅଭିଷେକ ମଧ୍ୟ କରିଥାନ୍ତି | ଆଉ ଯାହା ଯୋଗୁଁ ଲୋକ ମାନେ ବହୁତ ପୁଣ୍ୟ ମଧ୍ୟ ଅର୍ଜନ କରିଥାନ୍ତି | ତେବେ ସେହି ଶ୍ରାବଣ ମାସର ଭକ୍ତି ପୂର୍ଣ୍ଣ କଥାକୁ ନେଇକି ଅଭିଜିତ ମଜୁମଦାର ଙ୍କ ଦ୍ୱାରା ଗୋଟିଏ ଭୋଜନ ଗୀତ ଟି ପ୍ରକାଶ ପାଇବା ପରେ ସମସ୍ତଙ୍କ ମୁହଁରେ କେବଳ ଗୋଟିଏ ଗୀତ “ଭୋଳା କୁ ଦେବା ଗାଧେଇ ” ଶୁଣିବାକୁ ମିଳୁଛି |ଆଉ ଯାହାକୁ ଶୁଣିକି ଶିବ ଭକ୍ତ ମାନେ ତାଙ୍କ ଭକ୍ତିରେ ମଜି ଯାଇଛନ୍ତି |ଯାହା ଏବେ ଭାଇରାଲ ହେଉଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave A Reply

Your email address will not be published.