Swastik Tv News Odisha

ଷଷ୍ଠ ରୁ ନଷ୍ଟ .. ଭିତରଟା ପୁରା ଫମ୍ପା ? ମାତ୍ର 4 ଘଣ୍ଟାରେ 36 Miliion ରୁ ଅଧିକ ଲୋକ ଦେଖି ସାରିଲେଣି….

0

ହଁ ଦର୍ଶକ ବନ୍ଧୁ ଆପଣ ମାନେ ତ ଓଡ଼ିଆ ଯାତ୍ରା ଜଗତ କଥା ଜାଣିଥିବେ | ଯେଉଁଥିରେ କଳାକାର ମାନେ ନିଜର ଅଭିନୟ ମାଧ୍ୟମରେ କଳା କୁ ପ୍ରକାଶ କରିଛନ୍ତି | ଆଉ ଏହି ଯାତ୍ରା ଦୁନିଆରେ ଆମ ଲୋକ ମାନେ ସେମାନଙ୍କର ଅଭିନୟରେ ଏତେ ମଜି ଯାଇଛନ୍ତି କି ଯାହାର ଝଲକ ରେ ଲୋକ ମାନେ ବିମୋହିତ କରିଦେଉଛି | ତେବେ ଆମର ଏହି ଯାତ୍ରା ଜଗତରେ ଥିବା ପ୍ରତିଭା ଏବେ ଖାଲି ଗାଁ ଗଣ୍ଡା ରେ ପ୍ରକାଶ ପାଉନି, ବରଂ ଚାରି ଆଡେ ଏମିତି କି ଟିଭି ଆଉ ଆଉ ସେସିଆଲ ମିଡିଆରେ ମଧ୍ୟ ଭାଇରାଲ ହେଉଛି | ତେବେ ସେପରି ଏକ ଭିଡିଓ ଭାଇରାଲ ହେଇଛି ଆଉ ଯୋଉଁଠି ଯାତ୍ରାରେ ସାୟେରି ଶୁଣିବାକୁ ମିଳିଛି |

ତେବେ ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଯାତ୍ରା ପାଇଁ ଚାଲିଥିବା ପ୍ରଗ୍ରାମ ର ଗୋଟିଏ ଷ୍ଟେଜ ରେ | ଆଉ ଯୋଉଠି ତଳାପୋଡ଼ା ଯାତ୍ରା ପାର୍ଟି ରେ ସନ୍ତୋଷ ଏବଂ ରାଣୀ ଦୁଇଜଣ ଯାତ୍ରାରେ ଏଙ୍କରିଙ୍ଗ କରୁଛନ୍ତି, ଆଉ ବିଭିନ୍ୟ ପ୍ରକାରର ସାୟେରି ମଧ୍ୟ କହିଛନ୍ତି | ତେବେ ପ୍ରଥମେ ଝିଅଟି କହିଥିଲା କି ବାପା ମା ଙ୍କର କଥା କୁ ନେଇକି | ସେ କହିଥିଲେ କି ବାପା ମା ଙ୍କ ଛଡା ଏହି ଦୁନିଆରେ କେହିବି ନିଜର ନୁହଁ ବୋଲି | କିନ୍ତୁ ତାଙ୍କର କଥାକୁ ଲଗେଇକି ଆହୁରି ବହୁତ କଥା କହିଛନ୍ତି ସନ୍ତୋଷ |

ତେବେ ପରେ ସେହି ଯାତ୍ରା ରେ ବିଭିନ୍ନ ପ୍ରକାରର ସାୟେରୀ କହୁଥିବା ବେଳେ ସେହି କହିବା କହିବା ଭିତରେ ଗୋଟିଏ କଥା ସେ କହିଥିଲେ ଯାହା ସମସ୍ତଙ୍କୁ ବେଶ ଆକୃଷ୍ଟ କରିଥିଲା | ତେବେ ଯାତ୍ରାରେ ହେଉଥିବା ବିଭିନ୍ନ ସାୟେରୀ ଭିତରେ ଏହି କଥାଟି ଦର୍ଶକଙ୍କ ମନକୁ ପାଇଥିଲା, ଆଉ ସମସ୍ତେ ଖୁସି ମଧ୍ୟ ହେଇ ଯାଇଥିଲେ ତାହା ହେଉଛି ଷଷ୍ଠ ରୁ ନଷ୍ଟ ହେବା କଥା ଟି \ ତେବେ ଆପଣ ମାନେ ତ ଜାଣିଥିବେ କି ଆଜିର ଜମାନା ଯାହା ଚାଲିଛି ସେଥିରେ ପିଲା ମାନଙ୍କୁ ଆଜି କାଲି କିଛି ଶିଖାଇବାକୁ ପଡ଼ୁନାହିଁ |

ପିଲାମାନେ ଛୋଟ ବେଳରୁ ହି ସବୁ ଶିଖିଯାଉଛନ୍ତି | ସେ ଲଭ ହେଉ ଵା ଅଲଗା କିଛି |ତେବେ ଏହି ପରି ଗୋଟିଏ କଥା କୁ ନେଇକି ବର୍ତ୍ତମାନ ବେଶ ଭାଇରାଲ ହେଉଛି ତାହା ପୁଣି ଯାତ୍ରା ଜଗତରେ | ତେବେ ସାଧାରଣତଃ ଯେତେବେଳେ ଟିଭି ର ବ୍ୟବହାର ମଧ୍ୟ ଲୋକ ମାନେ ଜାଣି ନଥିଲେ, ସେତେବେଳେ ମଧ୍ୟ ଲୋକେ ଯାତ୍ରା କୁ ଅଧିକ ପସନ୍ଦ କରୁଥିଲେ | ଆଉ ଆଗ ଯୁଗରେ ଲୋକ ମାନେ ବେଶି ଯାତ୍ରା କୁ ହି ପସନ୍ଦ କରୁଥିଲେ | କିନ୍ତୁ ଏବେ ଯାତ୍ରା କୁ ଘରେ ବସି ଲୋକେ ଟିଭିରେ ଦେଖି ପାରୁଛନ୍ତି | କିନ୍ତୁ ଷ୍ଟେଜ ରେ ଦେଖିବାର ଯୋଉ ମଜା ତାହା ଯିଏ ଦେଖୁଛି ଜାଣିପାରୁଛି | ଯାହା ଏବେ ସେସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି |

 

Leave A Reply

Your email address will not be published.