ତେବେ ଦର୍ଶକ ବନ୍ଧୁ ଏବେ ସୋସିଆଲ ମିଡିଆରେ ବହୁତ ମାତ୍ର ରେ ଭାଇରାଲ ହେଉଛି ସେହି ଭିଡ଼ିଓ ଯାହାକୁ ନେଇ ଓଡ଼ିଆ ଝିଅ ଅସୀମା ପଣ୍ଡା ବେଶ ଚର୍ଚ୍ଚା ରେ ଥିବା ଜଣା ପଡିଛି |ତେବେ ଏହି କିଛି ଦିନରେ ଏହି ଗୀତ ମାଧ୍ୟମ ରେ ବେଶ ଲୋକପ୍ରିୟତା ହାସଲ କରିଛନ୍ତି ଅସୀମା ପଣ୍ଡା | ତେବେ ତାଙ୍କର ଗାଇଥିବା ସେଇ ଗୀତ ଷ୍ଟେଜ ରେ ଧମାଲ ମୋଚାଇ ଥିବା ଜଣା ପଡିଛି | ହଁ ଦର୍ଶକ ବନ୍ଧୁ ଆପଣ ମାନେ ଆଗରୁ ମଧ୍ୟ ଅସୀମା ପଣ୍ଡା ଙ୍କୁ ବହୁ ଗୀତ କୁ ଶୁଣିଥିବେ | ତେବେ ତାଙ୍କର ସେହି ଗୀତ ଗୁଡିକ ମଧ୍ୟରୁ ଏବେ ଆଉ ଏକ ଗୀତ ଭିଡ଼ିଓ ବହୁତ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି ଯାହା ସିଏ ଏକ ମଞ୍ଚରେ ଗାଇଥିଲେ | ତାହାଲେ ଆସନ୍ତୁ ଦର୍ଶକ ବନ୍ଧୁ ଜାଣିବା ଅସୀମା ପଣ୍ଡା ଙ୍କ ର ସେହି ଧମାକାଦାର ଷ୍ଟେଜ ପରଫୋରମାନ୍ସ ବିଷୟରେ |
ତେବେ ବନ୍ଧୁଗଣ ଓଡିଶା ଗାୟିକା ଅସୀମା ପଣ୍ଡା ଙ୍କ ଯେଉଁ ଗୀତ ଟି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ତାହା ସିଏ ବେଗୁନିଆ ର ଏକ ବୀଣା ପାଣି ମହତ୍ସବ ରେ ବହୁତ ସୁନ୍ଦର ଭାବେ ଗାଇ ଏବେ ଏବେ ବେଶ ଲୋକ ପ୍ରିୟତା ହାସଲ କରିଛନ୍ତି | ତେବେ ଏହି ଗୀତ ଗାଇବାର ମାତ୍ର କିଛି ସମୟ ପରେ ଷ୍ଟେଜ ଚାରିପାଖରେ ଲୋକଙ୍କ ଭିଡ ଜମିବା ସହିତ ଲୋକଙ୍କ ଠାରୁ ଏହି ଗୀତ ଜରିଆରେ ସୋସିଆଲ ମିଡିଆରେ ଲୋକଙ୍କୁ ଠାରୁ ବେଶ ପ୍ରଶଂସା ସାଉଁଟିଥିଲା ଅସୀମା ପଣ୍ଡା | ଅସୀମା ପଣ୍ଡା ଙ୍କ ବହୁତ ଗୀତ ମଧ୍ୟରୁ ସେ ଷ୍ଟେଜ ରେ ଗାଇଥିବା ଗୀତ କୁ ଲୋକମାନେ ବେଶ ପ୍ରଶଂସା କରିଥିବା ଜଣା ପଡିଛି |
ତେବେ ଓଡିଆ ଝିଅ ଙ୍କ ଏହି ଗୀତ କୁ ସମସ୍ତେ ବେଶ କରିଥିବା ଜଣା ପଡିଛି |ବେଗୁନିଆ ବୀଣା ପାଣି ମହତ୍ସବ ରେ ଅସୀମା ପଣ୍ଡା ଗାଇଥିବା ଜିଗରୱାଲା ଗୀତ ଟି ଦର୍ଶକ ମାନଙ୍କୁ ବେଶ ଆକର୍ଷିତ କରିବା ସହିତ ଲୋକମାନେ ତାଙ୍କ ଗୀତ ର ତାଳେ ତାଳେ ନାଚିବା କୁ ଆରମ୍ଭ କରିଥିଲେ ବୋଲି ଜଣା ପଡିଛି | ତାଙ୍କର ଏହି ନାଜବାବ ପେରଫୋରମାନ୍ସ ଦେଖି ଲୋକମାନେ ବେଶ ଝୁମିଥିଲେ ବୋଲି କୁହାଯାଇଛି | ଆଉ ଗୀତ ମାଧ୍ୟମରେ ବହୁତ ମଜା କରିବା ସହିତ ବେଶ ମନୋରଞ୍ଜନ ମଧ୍ୟ କରିଥିବାର ଦେଖିବାକୁ ମିଳିଛି |
ତେବେ ଦର୍ଶକ ମାନେ ଅସୀମା ପଣ୍ଡା ଙ୍କର ଏହି ସୁନ୍ଦର ଗୀତ କୁ ବହୁତ ସମୟ ଧରି ଉପଭୋଗ କରିଥିଲେ | ଆଉ ଗୀତ ର ତାଳେ ତାଳେ ଝୁମି ଯାଇ ଥିବାର ଦେଖା ଯାଇଛି |ତାହେଲେ ଦର୍ଶକ ବନ୍ଧୁ ଓଡିଆ ଝିଅ ଅସୀମା ପଣ୍ଡା ଙ୍କ ଏହି ଗୀତ ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି | ଯାହାକୁ ଦେଖିଲା ପରେ ଲୋକମାନେ ବେଶ ପ୍ରଶଂସା ମଧ୍ୟ କରିଛନ୍ତି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।