Swastik Tv News Odisha

ଷ୍ଟେଜ ଉପରେ ମା’ ଙ୍କ ପାଇଁ ଅପରାଜିତା ଲେଖିଥିବା ଗୀତ ଗାଇଲେ ସୁପରଷ୍ଟାର ବାବୁଶାନ୍ ( Babushan )… ମାତ୍ର 4 ଘଣ୍ଟାରେ 36 Million ରୁ ଅଧିକ ଲୋକ ଦେଖି ସାରିଲେଣି…

0

ହଁ ଦର୍ଶକ ବନ୍ଧୁ ଓଡିଶା ର ଲୋକପ୍ରିୟ ନାୟକ ବାବୁସାନ, ଯାହାଙ୍କର ଏବେ ଏବେ ଏକ ଭିଡ଼ିଓ ସୋସିଆଲ ମିଡିଆରେ ବହୁତ ମାତ୍ରା ଭାଇରାଲ ହେବାରେ ଲାଗିଛି | ଯେଉ ଭିଡ଼ିଓ ଦେଖାଯାଇଛି ବାବୁସାନ ତାଙ୍କ ମା” ଅପରାଜିତା ଙ୍କ ସହିତ ତରଙ୍ଗ ସିନେ ପ୍ରଡକ୍ସନ ଉତ୍ସବ ମଞ୍ଚ ଉପରେ ଏକ ସୁନ୍ଦର ଗୀତ ଗାଉଛନ୍ତି | ହଁ ବନ୍ଧୁଗଣ ବାବୁସାନ କେବଳ ଅଭିନୟ କରନ୍ତି ତାହା ନୁହେଁ ସେ ସୁନ୍ଦର ଗୀତ ମଧ୍ୟ ଗାଇଥାନ୍ତି ଓ ଏହି ଗୀତ ମାଧ୍ୟମ ରେ ଦର୍ଶକ ମାନଙ୍କ ମନକୁ ଜିତିଥାନ୍ତ | ତରଙ୍ଗ ସିନେ ପ୍ରଡକ୍ସନ ଉତ୍ସବ ରେ ଯୋଗ ଦେଇଥିବା ସମସ୍ତ କଳାକାର ମାନଙ୍କ ସେ ସର୍ବେ ପ୍ରଥମେ ତାଙ୍କର ସନ୍ନମାନ ଜଣେଇବା ସହିତ | ମା ସହିତ ରହି ମଞ୍ଚ ଉପରେ ସୁନ୍ଦର ଭାବରେ ଗୀତ ଗାଇଥିଲେ ବାବୁସାନ |

ତେବେ ମିଳିଥିବା ସୂଚନା ଅନୁଯାୟୀ ବାବୁସାନ କେବେଳ ଅଭିନୟ ପାଇଁ ଓଡିଶା ରେ ଘରେ ପରିଚିତ ଅଛନ୍ତି ତାହା ନୁହେଁ ସେ ଗୀତ ସାଙ୍ଗକୁ ଭଲ ଅଭିନୟ କରି ସବୁବେଳେ ଦର୍ଶକ ମାନଙ୍କ ମନେ ରହିବାକୁ ସେ ପସନ୍ଦ କରଥାନ୍ତି | ହଁ ଆଜ୍ଞା କେବଳ ତରଙ୍ଗ ସିନେ ପ୍ରଡକ୍ସନ ଉତ୍ସବ ରେ ସେ ଗୀତ ଗାଉଛନ୍ତି ତାହା ନୁହେଁ | ସେ ଆଗରୁ ମଧ୍ୟ କିଛି ଫ୍ଲିମ ରେ ନିଜର କଣ୍ଠ ଦାନ କରିଛନ୍ତି ବୋଲି ସମସ୍ତେ ଜାଣିଛନ୍ତି | ତେବେ ବାବୁସାନ ଅଭିନୟ ଜାଲ ରେ ଲୋକଙ୍କୁ ଫୋସାଇବା ସହିତ ତାଙ୍କର ସ୍ୱର ଯାଦୁ ରେ ମଧ୍ୟ ସେ ଲୋକ ମାନଙ୍କୁ ମୋହିତ କରୁଥିଲେ | ସ୍ୱର ର ଦୁନିଆରେ ସେ ସ ଜଣେ ଭଲ ଗାୟକ ଭାବେ ପରିଚିତ ଥିଲା ବେଳେ | ଫ୍ଲିମ ଦୁନିଆରେ ତାଙ୍କୁ ଦର୍ଶକ ମାନେ ଚକୋଲେଟ ବୟ ଭାବରେ ମଧ୍ୟ ଜାଣିଥାନ୍ତି | ତେବେ ବାବୁସାନ ଦର୍ଶକ ଯେତେବେଳେ ଗୋଟିଏ ଫ୍ଲିମ ରେ କାମ କରନ୍ତି ସବୁବେଳେ ଚେଷ୍ଟା କରିଥାନ୍ତି ଲୋକ ମାନଙ୍କର ହୃଦୟକୁ ସେ କେମିତି ଜିତିପାରିବେ

ତାହେଲେ ମିଳିଥିବା ସୂଚନା ଅନୁଯାୟୀ ତରଙ୍ଗ ସିନେ ପ୍ରଡକ୍ସନ ଉତ୍ସବ ରେ ମା ଅପରାଜିତା ଙ୍କ ଲିଖିତ, ନିର୍ଦ୍ଧେଷିତ ଗୀତ କୁ ସୁନ୍ଦର ଭାବରେ କଣ୍ଠ ଦାନ କରିଥିଲେ ତାଙ୍କର ପୁଅ ବାବୁସାନ | ତେବେ ମା ଙ୍କ ରୋଚିତ ଗୀତ “ତମେ ଉଛୁଳା ନଦୀ ର ଜନ୍ହ “କୁ ବାବୁସାନ ତଥା ଓଡିଶା ର ଲୋକପ୍ରିୟ ଅଭିନେତା ବାବୁସାନ ମହାନ୍ତି ସୁନ୍ଦର ଭାବରେ ମା ଅପରାଜିତାଙ୍କ ଲିଖିତ ଏହି ଗୀତ କୁ ତରଙ୍ଗ ସିନେ ପ୍ରଡକ୍ସନ ଉତ୍ସବ ରେ ଏହି ଗୀତ କୁ ଗାଇକି ଲୋକମାନଙ୍କର ମନକୁ ଅଧିକ ଆକର୍ଷିତ କରିଛନ୍ତି ବୋଲି କୁହାଯାଇଛି | ଖାଲି ମା ଙ୍କର ଲେଖା ନୁହେଁ ଏମିତି ଆହୁରି ବହୁତ ଗୀତ ଗାଇଛନ୍ତି ଯୋଉଁ ଫିଲ୍ମ ରେ ସେ କାମ କରନ୍ତି ସେହି ଫ୍ଲିମ ରେ ଗାଇଛନ୍ତି ଓ ଦର୍ଶକ ମାନଙ୍କୁ ତାଙ୍କର ଗୀତରେ ଯାଦୁରେ ମୋହିତ କରିଛନ୍ତି |

ତାହେଲେ ବନ୍ଧୁ ଗଣ ଏହା ଥିଲା ଆଜିର ସେହି ଭିଡ଼ିଓ ଯେଉଁ ଭିଡ଼ିଓ ରେ ବରିଷ୍ଟ ଅଭିନେତ୍ରୀ ତଥା ଅପରାଜିତା ମହାନ୍ତି ଙ୍କ ଲିଖିତ ଏକ ଗୀତ କୁ ପୁଅ ବାବୁସାନ ମହାନ୍ତି ବହୁତ ସୁନ୍ଦର ଭାବରେ ଗାଇ ଦର୍ଶକ ମାନଙ୍କ ମନକୁ ଜିତିଥିଲେ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.