ଷ୍ଟେଜ ଉପରେ Arunita & Pawandeep ଲାଇଭ ” ଅଗର ତୁମ ସାଥ ହୋ ” ଗୀତାରେ କଲେ Outstanding Performance… ମାତ୍ର 4 ଘଣ୍ଟାରେ Million Plus ଲୋକ ଦେଖି ସାରିଲେଣି…

ହଁ ଦର୍ଶକ ବନ୍ଧୁ ସେସିଆଲ ମିଡ଼ିଆରେ ଏବେ ଏପରି ଏକା ଭିଡିଓ ଭାଇରାଲ ହେଉଛି ଯାହାକୁ ଦେଖିଲେ ଆପଣ ମାନେ ମଧ୍ୟ ଖୁସି ହେଇଯିବେ | ତେବେ ଆପଣ ମାନେ ତ ବିଭିନ୍ନ ପ୍ରକାରର ରିୟାଲିଟି ଶୋ ଦେଖୁଥିବେ | ଆଉ ସେହି ଶୋ ରେ ଭାଗ ନେଉଥିବା ପାର୍ଟିସିପେଣ୍ଟ ମାନଙ୍କ କଥା ମଧ୍ୟ ଶୁଣିଥିବେ | ତେବେ ସେହି ଭଳି ଗୋଟିଏ ଶୋ ରେ ଭାଗ ନେଇ ସାରା ଭାରତରେ ନିଜର ପ୍ରତିଭା ମାଧ୍ୟମରେ ନାଁ କୋମାଇ ଥିବା ଅରୁଣିତା କାଞ୍ଚି ନାଳ ଓ ପୱନଦିପ୍ କଥା ତ ଆପଣ ମାନେ ଭଲ ଭାବରେ ଜାଣିଥିବେ | ତେବେ ଆସନ୍ତୁ ସେହି ଦୁଇ ଯଦି ଙ୍କର ଏକାଠି ଷ୍ଟେଜ ପ୍ରଫୋରମେନ୍ସ ବିଷୟରେ ଆମେ ଆଜି ଜାଣିବା |

ତେବେ ଆପଣ ମାନେ ସମସ୍ତେ ତ ନିହାତି ଜାଣିଥିବେ କି ସଂଗୀତରେ ଏପରି କିଛି ଯାଦୁ ରହିଥାଏ , ଯାହା ମନରେ ଥିବା ସମସ୍ତ ଥକା ଆଉ କ୍ଳେଶ କୁ ସମସ୍ତଙ୍କ ମନରୁ ଦୁରେଇ ଦେଇଥାଏ , ଆଉ ଜୀବନରେ ଭରି ଦେଇଥାଏ ଖାଲି ଖୁସି |ସଂଗୀତରେ ଗୋଟିଏ ଏପରି ମାଧୁର୍ଯ୍ୟ ରହିଥାଏ, ଯାହା ଆପଣଙ୍କର ସମସ୍ତ କଷ୍ଟକୁ ମଧ୍ୟ ଦୂର କରିଦେଇଥାଏ |ତେବେ ଏପରି ଏକ ସଂଗୀତ କଥାକୁ ନେଇକି ମୁଁ ଆଜି ଆପଣ ମାନଙ୍କୁ କହିବାକୁ ଯାଉଛି |ଏବେ ସେସିଆଲ ମିଡ଼ିଆର ଯୁଗ ହେଲାଣି, ଏଠି ନିଜର ଟେଲେଣ୍ଟ କୁ ଦେଖାଇବାକୁ କେହି ଆଉ କାହା ଉପରେ ନିର୍ଭର କରୁନାହାନ୍ତି |

ତାହା ସହିତ ଏବେ ଯୋଉ ରିୟାଲିଟି ସୋ ଗୁଡ଼ା ବାହାରିଛି ଯାହା ପାଇଁ ଛୋଟ ପିଲା ଠାରୁ ଆରମ୍ଭ କରି ବୁଢ଼ା ବୁଢ଼ୀ ପର୍ଯ୍ୟନ୍ତ ସମସ୍ତେ ନିଜର ପ୍ରତିଭାକୁ ସମସ୍ତଙ୍କ ଆଗକୁ ଆଣି ପାରୁଛନ୍ତି | ତେବେ ସେହି ଭଳି ରିୟାଲିଟି ଶୋ ରୁ ଜିତିକି ଆସିଥିବା ଅରୁଣିତା ଓ ପୱନଦିପ୍ ଏବେ ପୁରା ଭାରତରେ ଫେମସ ହେବା ପରେ , ସେମାନଙ୍କୁ ଷ୍ଟେଜ ରେ ଦେଖିବା ଓ ସେମାନଙ୍କୁ ନେଇକି ପ୍ରଗ୍ରାମ କରିବାରେ ସମସ୍ତଙ୍କର ଆଶା ରହିଥାଏ | ସେଥିପାଇଁ କୋଲକାତା ରେ ଗୋଟିଏ ଷ୍ଟେଜ ଶୋ ରେ ନିଜର ଗୀତା ମାଧ୍ୟମରେ ଦର୍ଶକଙ୍କ ମାନଙ୍କୁ ଝୁମେଇବା ପାଇ ଯାଇଥିଲେ ପୱାନଦିପ୍ ଆଉ ଅରୁଣିତା |

ତେବେ ଅରୁଣିତା ବିଷୟରେ ଆମେ ଜାଣିଛୁ କି ସେ କୋଲକାତା ରେ ରୁହନ୍ତି, ତାଙ୍କର ଘର ସେଠି , ଆଉ ପୱନଦିପ୍ ମଧ୍ୟ ତାଙ୍କ ସହିତ ଷ୍ଟେଜ ସେୟାର କରି ବହୁତ ଖୁସି ଅଛନ୍ତି | ତେବେ ଅରୁଣିତା ଅଗର ତୁମ ସାଥ ହୋ ଗୀତରେ ନିଜର ମଧୁର ସ୍ୱର କୁ ପ୍ରକାଶ କରିଥିବା ବେଳେ | ପୱନଦିପ୍ ତାଙ୍କର ପସନ୍ଦ ଥିବା ଗୀଟାର କୁ ବଜାଇ ସେହି ଗୀତ ସ୍ୱରରେ ନିଜେ ଝୁମିବା ସହିତ ଦର୍ଶକ ମାନଙ୍କୁ ମଧ୍ୟ ଝୁମାଇ ଛନ୍ତି | ଯାହା ଏବେ ସେସିଆଲ ମିଡ଼ିଆରେ ଖୁବ ଭାଇରାଲ ହେବା ସହିତ ଦର୍ଶକ ମାନେ ମଧ୍ୟ ଅରୁଣିତା ଆଉ ପୱନଦିପ୍ ଙ୍କ ଯୋଡ଼ି କୁ ପସନ୍ଦ କରିବା ସହିତ ଭଲ ପାଇବା ଦେଇଛନ୍ତି ଓ ବହୁତ ଭଲ ଭଲ କୋମେଣ୍ଟସ ମଧ୍ୟ ଦେଇଛନ୍ତି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment