ବନ୍ଧୁଗଣ ଲୋକପ୍ରିୟ ଗାୟିକ ହ୍ୟୁମାନ ସାଗର ଙ୍କୁ ତ ଆପଣ ଭଲ ଭାବରେ ଜାଣିଥିବେ। ଓଡିଶାର ସେ ଜଣେ ଆଗଧାଡିର କଣ୍ଠଶିଳ୍ପୀ ଅଟନ୍ତି। ତାଙ୍କ ସ୍ଵରର ଯାଦୁରେ ସେ ଅନେକଙ୍କୁ ତାଙ୍କ ସ୍ୱରର ଦିୱାନା କରିଥାନ୍ତି। ତେବେ ଓଡ଼ିଶାର ସଙ୍ଗୀତ ଜଗତର ଜଣେ ଜଣାଶୁଣା ପରିଚିତ ଚେହେରା ହେଉଛନ୍ତି ହ୍ୟୁମାନ ସାଗର।ତାଙ୍କୁ ଓଡ଼ିଶାର ଅଗଣିତ ଶ୍ରୋତା ବେଶ୍ ପସନ୍ଦ କରନ୍ତି।ଆପଣମାନେ ଜାଣିଛନ୍ତି ଯେ ସେ ଅନେକ ଫିଲ୍ମ୍ ଏବଂ ଆଲବମ ଗୀତରେ ତାଙ୍କର କଣ୍ଠଦାନ କରି ଜଣେ ଲୋକପ୍ରିୟ ଗାୟକ ହୋଇ ପାରିଛନ୍ତି। ତେବେ ଏହି ସିଙ୍ଗର ଜଣଙ୍କ ତାଙ୍କର ସିଙ୍ଗିଙ୍ଗ ପ୍ରତିଭାକୁ ଦେଖାଇ ଅନେକ ସୁପରହିଟ ଗୀତରେ ତାଙ୍କର ଜଲୱା ଦେଖାଇ ଚାଲିଛନ୍ତି।
ଅନେକ ପ୍ରକାରର ମନକୁ ଛୁଇଁଲା ଭଳି ଗୀତକୁ ଗାଇ ସେ ଲୋକ ମାନଙ୍କୁ ଖୁସ୍ କରିବା ସହିତ ଲୋକ ଲୋଚନକୁ ଆସି ପାରିଛନ୍ତି। ତେବେ ଏହି ଗାୟିକ ଜଣଙ୍କ ତାଙ୍କର ସଙ୍ଗୀତର ଯାଦୁରେ ବାନ୍ଧି ରଖିଥାନ୍ତି ତାଙ୍କର ପ୍ରସଂଶକ ମାନଙ୍କୁ। ସେ ଅନେକ ସମୟରେ କିଛି ଏମିତି ଗୀତ ଗାଇଥାନ୍ତି ଯାହା ବହୁତ୍ ହିଟ୍ ହେବା ସହିତ ଯୁବପିଢି ଙ୍କୁ ବହୁତ୍ ପସନ୍ଦ ଆସିଥାଏ ଏବଂ ଚର୍ଚ୍ଚାରେ ରହିଥାଏ।ସମସ୍ତଙ୍କ ପ୍ରିୟ ଗାୟକ ଓଡ଼ିଶାର ଲୋକପ୍ରିୟ ସିଙ୍ଗର ହ୍ୟୁମାନ ସାଗର ଏବଂ ଅସୀମା ପଣ୍ଡା ଙ୍କ କଣ୍ଠରୁ ଅନେକ ଗୀତ ତ ଆପଣ ଶୁଣିଥିବେ। ତାଙ୍କ ସ୍ୱରର ସବୁଗୀତ ବେଶ୍ ଆକର୍ଷଣୀୟ ହୋଇଥାଏ ଶୁଣିବାକୁ, ଯାହାକୁ ଦର୍ଶକ, ଶ୍ରୋତା ମାନେ ବହୁତ୍ ପସନ୍ଦ କରନ୍ତି।
ଏବେ ତାଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଠି ସେ ଷ୍ଟେଜ ରେ ଗୀତ ଗାଉଥିବା ଦେଖିବାକୁ ମିଳିଛି। ଲୋକଙ୍କ ଗହଣରେ ରହି ସେ ସମସ୍ତଙ୍କୁ ମନୋରଂଜନ କରାଉ ଅଛନ୍ତି। ପ୍ରଥମେ ଅଳ୍ପ କିଛି ବାର୍ତ୍ତାଳାପ କରି ତାଙ୍କର ପ୍ରେମିକା ଙ୍କ କଥା କହି ତାପରେ ସେ ଏକ ସୁନ୍ଦର୍ ରୋମାଣ୍ଟିକ ଗୀତ ଗାଉଥିବା ଦେଖିବାକୁ ମିଳିଛି। ତେବେ ସେ ଷ୍ଟେଜ ରେ ଗାଉଥିବା ଏହି ଗୀତଟି ହେଉଛି ଆଖି ଠାରୁ ସ୍ବପ୍ନ ଯେବେ ଅଲଗା ହେବ।ଏହି ଗୀତଟି କୁ ସେ ନିଜେ ଗାଇଛନ୍ତି। ତେବେ ଷ୍ଟେଜ ରେ ତାଙ୍କର ଏଭଳି ଏକ ସୁନ୍ଦର୍ ପ୍ରଦର୍ଶନ କୁ ଦେଖି ତାଙ୍କର ପ୍ରସଂଶକ ମାନେ ବହୁତ୍ ଖୁସି ହୋଇ ଯାଇଛନ୍ତି।
ସେମାନେ ପ୍ରତ୍ୟେକ୍ଷ ଭାବରେ ହ୍ୟୁମାନ ସାଗର ଙ୍କୁ ଷ୍ଟେଜ ରେ ପାଇ ତାଙ୍କ ଗୀତକୁ ଶୁଣି ବହୁତ୍ ଖୁସି।ତେବେ ଆପଣଙ୍କୁ କହି ରଖୁଛୁ ଯେ ଏହି ଷ୍ଟେଜ ପ୍ରୋଗ୍ରାମ ଟି ହେଉଛି ବାଙ୍କି ମହୋତ୍ସବ ର। ଏହାପରେ ଆପଣ ଦ୍ୱିତୀୟ ଭିଡିଓ ରେ ଗାୟିକା ଅସୀମା ପଣ୍ଡା ଙ୍କୁ ଆଉ ଏକ ଷ୍ଟେଜ ପ୍ରୋଗ୍ରାମ ଯାହା ଖୋର୍ଦ୍ଧା ର ନୂପୁର ନାମକ କାର୍ଯ୍ୟକ୍ରମ ରେ ଗାଉ ଥିବାର ଦେଖିବାକୁ ପାଇବେ। ଏଠାରେ ଅସୀମା ପଣ୍ଡା ବାଟବଣା ହେଲା ମୋର ପ୍ରେମ ଗୀତକୁ ଗାଉଛନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।