ଷ୍ଟେଜ ଉପରେ Super ଡ୍ୟାନ୍ସ 4 ରେ ଏହି ସୁନ୍ଦରୀ Cute କୁନି Riddhi “Piya Tu Ab To Aaja” ଗୀତରେ କଲେ କମାଲ ଵାଲା ଡ୍ୟାନ୍ସ…

ଦର୍ଶକ ବନ୍ଧୁ ଆପଣ ମାନେ ସୋନୀ ଟିଭି ଆୟୋଜନ କରିଥିବା ସୁପର ଡାନ୍ସର ଚାପଟର 4 ବିଷୟରେ ତ ଜାଣିଥିବେ | ସେଥିରେ ଅନେକ କୁନି ଡାନ୍ସର ଯେଉଁମାନେ ତାଙ୍କର ଡ୍ୟାନ୍ସ ମାଧ୍ୟମ ରେ ସେଠାରେ ଉପସ୍ଥିତ ଥିବା ଦର୍ଶକ ଓ ମୁଖ୍ୟ ଜର୍ଜ ତିନି ଜଣଙ୍କୁ ଆନନ୍ଦିତ କରିବା ସହିତ ସେମାନଙ୍କ ମନ ଜିତିବା ପାଇଁ ମଧ୍ୟ ଚେଷ୍ଟା କରୁଛନ୍ତି | ତେବେ ସୋନୀ ଟିଭି ପ୍ରସାରଣ ହେଉଥିବା ସୁପର ଡ୍ୟାନ୍ସର ଚାପଟର 4 ରେ ବହୁତ ଡ୍ୟାନ୍ସର ମାନଙ୍କୁ ଦେଖିଥିବେ ଓ ସମସ୍ତ କୁନି ଡ୍ୟାନ୍ସର ମାନଙ୍କର ଡ୍ୟାନ୍ସ ର ଆନନ୍ଦ ମଧ୍ୟ ନେଇଥିବେ | ହେଲେ ଏବେ ଗୋଟିଏ ଭିଡ଼ିଓ ଭାଇରଲ ହେଉଛି ଯାହା ସୋନୀ ଟିଭି ରେ ପ୍ରସାରଣ ହେଇଥିବା ସୁପର ଡ୍ୟାନ୍ସର ଚାପଟର 4 ରେ,ଯେଉଁ ଥିରେ 5 ବର୍ଷ ର 2 କୁନି ଝିଅ ନିଜ ଡ୍ୟାନ୍ସ ମାଧ୍ୟମ ରେ ଦର୍ଶକ ଓ ଜର୍ଜ ମାନଙ୍କ ମନ ଜିତିଥିଲେ ଆସନ୍ତୁ ସେମାନଙ୍କ ବିଷୟରେ ଜାଣିବା |

ତେବେ ସୋନୀ ଟିଭି ପ୍ରସାରଣ ହୋଉଥିବା ସୁପର ଡ୍ୟାନ୍ସର ଚାପଟର 4 ରେ ତିନି ମୁଖ୍ୟ ଜର୍ଜ ଙ୍କୁ ଆପଣ ମାନେ ତ ଭଲ ଭାବରେ ଜାଣିଥିବେ |ସେମାନେ ହେଉଛନ୍ତି ଗୀତା କପୂର ଯାହାକୁ ଆପଣ ଗୀତା ମା ଭାବରେ ଜାଣିଛନ୍ତି ଓ ଶିଳ୍ପା ସେଠୀ ଯିଏ ଜଣେ ବହୁତ ବଡ଼ ଫେମସ ଅଭିନେତ୍ରୀ ଓ ଦାଦା |ଏହି ତିନି ଜଣ ଜର୍ଜ ଙ୍କୁ ନେଇ ଆରମ୍ଭ ହେଇ ସାରିଛି ସୋନୀ ଟିଭି ର ପ୍ରସାରଣ ହୋଉଥିବା ସୁପର ଡ୍ୟାନ୍ସର ଚାପଟର 4 ରେ ସୁରଟ ର ରିଧି ରବୀପ୍ରସାଦରାଣୀ |ପ୍ରିୟା ତୁ ଆଯା ଗୀତ ରେ ଡ୍ୟାନ୍ସ କରି ଏବେ ଚର୍ଚ୍ଚା ରେ ଅଛନ୍ତି, ଡ୍ୟାନ୍ସ ସରିଲା ପରେ ଜର୍ଜ ମାନଙ୍କ ମତ ବହୁତ ଭଲ ଶୁଣିବାକୁ ମିଳିଥିଲା ଓ ତା ସହିତ ରିଦ୍ଧିଙ୍କ ବାପା ମା ମଧ୍ୟ ଡ୍ୟାନ୍ସ କରିଥିଲେ |

କିଛି ସମୟ ପରେ ଜର୍ଜ ମାନେ ଅନ୍ୟ ଜଣ ଙ୍କୁ ଷ୍ଟେଜ କୁ ଡାକିଥିଲେ ଯାହାଙ୍କ ନାମ ଲଷ୍ମୀ ପାଠକ, ଘର ତାଙ୍କର କୋଲକାତା 5 ବର୍ଷର ବୟସ ଲଷ୍ମୀଙ୍କର | ଲଷ୍ମୀ ଡ୍ୟାନ୍ସ କରିବା ପୂର୍ଵ ରୁ ସେ କହିଥିଲେ ମୁ ଡ୍ୟାନ୍ସ ପାଇଁ ବହୁତ କଷ୍ଟ କରୁଛି ଓ ବାପା ମୋ ଠୁ ବି ଅଧିକ କଷ୍ଟ କରୁଛନ୍ତି ଓ ଲଷ୍ମୀ ଙ୍କ ବାପା କଲକାତା ରେ ପୋଲିସ ରେ କାମ କରନ୍ତି |ଲଷ୍ମୀ ଙ୍କ ର ଡ୍ୟାନ୍ସ ଦେଖି ଦର୍ଶକ ମାନଙ୍କ ହାତରୁ ତାଳି ର ବର୍ଷା ହୋଉଥିଲା, ଏପଟେ ଜର୍ଜ ମାନେ ଦୁଇ କୁନି ଝିଅ ଙ୍କ ଡ୍ୟାନ୍ସ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ |

ତେବେ ଏହା ଥିଲା ଦୁଇ କୁନି ଝିଅ ରିଧି ଓ ଲଷ୍ମୀ ଙ୍କ ପେରଫୋରମାନ୍ସ ଯାହା ଯିଏ କେହି ଦେଖିଲେ ବି ପ୍ରଶଂସା ନ କରି ରହିପାରିବ ନାହିଁ, କୁନି ଦୁଇ ଝିଅ ଙ୍କ ଏହି ଭିଡ଼ିଓ ଏବେ ବହୁତ ମାତ୍ରା ରେ ଭାଇରାଲ ହେବାକୁ ଲାଗୁଛି ଓ ଲୋକମାନଙ୍କର ବିଭିନ୍ନ ମତ ଦେଖିବାକୁ ମିଳିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment