ଷ୍ଟ୍ରେଚ ମାର୍କ ଦୂର କରିବାର ଉପାୟ | Stretch mark treatment at home

ହଁ ଦର୍ଶକ ବନ୍ଧୁ ସମସ୍ତେ ଚାହିଁଥାନ୍ତି କି ତାଙ୍କର ଶରୀରରେ କିଛି ବି ଦାଗ ଵା ଚି଼ହ୍ନ ନ ଆସୁ ଓ ସେମାନେ ଭଲ ଦେଖା ଯାଇଥାନ୍ତୁ | କିନ୍ତୁ ଅନେକ ସମୟରେ ଦେଖା ଦେଇଥାଏ ଆମ ଶରୀରରେ ଷ୍ଟ୍ରେଚ ମାର୍କ ଆଉ ତାହା ଆମ ଚିନ୍ତା ର କାରଣ ହୋଇଥାଏ | ଆହୁରି ମଧ୍ୟ ଆମ ଶରୀରରେ ଷ୍ଟ୍ରେଚ ମାର୍କ ଏପରି ଦେଖା ଦେଇଥାଏ କି ଆମେ କାହା ଆଗରେ ଦେଖେଇ ମଧ୍ୟ ପାରି ନ ଥାଉ | ତେବେ ଯଦି ଆପଣଙ୍କର ସେହି ଭଳି କିଛି ସମସ୍ୟା ଦେଖା ଦେଉଛି ତାହେଲେ ଜମାରୁ ବି ବ୍ୟସ୍ତ ହୁଅନ୍ତୁ ନାହିଁ | ମୁଁ ଆଜି ଆପଣ ମାନଙ୍କୁ ଏପରି କିଛି ଘରେଇ ଉପଚାର ବିଷୟରେ ବୋତେଇବି ଯାହା ଦ୍ୱାରା ଷ୍ଟ୍ରେଚ ମାର୍କ ଜଣିତ ସମସ୍ୟା ସମ୍ପୂର୍ଣ୍ଣ ଦୁରେଇ ଯିବ |ଆସନ୍ତୁ ତାହେଲେ ସେ ବିଷୟରେ ଆଲୋଚନା କରିବା |

ଆମେ ସାଧାରଣତଃ ଜାଣିଛୁ କି ପ୍ରେଗନେନସି ସମୟରେ ଅଧିକ ମାତ୍ରା ରେ ମହିଳା ମାନଙ୍କ ଶରୀରରେ ଷ୍ଟ୍ରେଚ ମାର୍କ ଦେଖା ଦେଇଥାଏ, କାରଣ ଯଦି ଶରୀରରେ ମାସେଲସ ଗୁଡିକ ପ୍ରସାରଣ ହେବ ତାହେଲେ ଆମ ଶରୀରରେ ଷ୍ଟ୍ରେଚ ମାର୍କ ଦେଖା ଯିବ | ସେଥିପାଇଁ ଯୋଉ ମାନେ ଜିମ କରନ୍ତି, ଯେଉଁ ମାନେ ମୋଟା ହୋଇଯାଇଥାନ୍ତି ସେହି ମାନଙ୍କ ଠାରେ ଦେଖା ଦେଉଥାଏ ଷ୍ଟ୍ରେଚ ମାର୍କ | ତେବେ ଏହି ଷ୍ଟ୍ରେଚ ମାର୍କ ବାଂଶନୁ ଗତ ମଧ୍ୟ ହୋଇଥାଏ | ତେବେ ଆସନ୍ତୁ ଆଜି ଆମେ ଏହି ଷ୍ଟ୍ରେଚ ମାର୍କ ରୁ ମୁକ୍ତି ପାଇବା ପାଇଁ କେତୋଟି ଘରେଇ ଉପଚାର ବନେଇବା |

ଆବଶ୍ୟକ ଉପକରଣ :-

ନଡ଼ିଆ ତେଲ, ଆଲୋବେର, ଲେମ୍ବୁ ଚୋପା ଓ ଲବଙ୍ଗ

ପ୍ରସ୍ତୁତି ପ୍ରଣାଳୀ :-

ପ୍ରଥମେ ଆମେ ଆଲୋବେର ନେଇକି ତାର ଜେଲ କୁ କାଢ଼ିଦେବା ଓ ସେହି ଜେଲକୁ ଭଲ ଭାବରେ ପେଷ୍ଟ କରିଦେବା, ତାପରେ ଆମେ ହଲ୍ଫ ବୋତଲ ନଡ଼ିଆ ତେଲ ନେବା, ଲେମ୍ବୁ ର ଚୋପାକୁ କାଢ଼ିକି ରଖିବା | ତେବେ ଗୋଟିଏ ଵୋଏଲ ରେ ନଡ଼ିଆ ତେଲ ଓ ଆଲୋବେର ଓ ଲେମ୍ବୁ ଚୋପା ପକେଇକି ମିଡିୟମ ଫ୍ରେମ ରେ ତାକୁ ଗରମ କରିବା ଓ ଲେମ୍ବୁ ଚୋପାର ରଙ୍ଗର ପରିବର୍ତ୍ତନ ହୋଇଗଲେ ତାକୁ କାଢି ଆଣିବା | ତାପରେ ତାକୁ ଛାଣିକି ରଖିବା |ଏହା ବ୍ୟତୀତ ଆମେ ଅମୃତ ଭଣ୍ଡ , ବିଲାତି, ଆଖୁରସ ଓ ଦହି ରେ ଅଧିକ ପରିମାଣରେ ଗ୍ଲାକୋଲିସିସ ଥାଏ ଏହି ସବୁର ପେଷ୍ଟ କୁ ମଧ୍ୟ ବ୍ୟବହାର କରି ପରିବା | ଦହି ଓ ଆଲୋବେର ର ମିଶ୍ରଣ ରେ ମଧ୍ୟ ଆମେ ପେଷ୍ଟ ପ୍ରସ୍ତୁତି କରିପାରିବା |

ବ୍ୟବହାର :-

ପ୍ରସ୍ତୁତ କରିଥିବା ସେହି ତେଲ ଵା ପ୍ରସ୍ତୁତ କରିଥିବା ସେହି ପେଷ୍ଟ କୁ ଆମେ ରାତିରେ ଵା ଦିନରେ ଲଗେଇକି ମାଲିସ ଯଦି 30 ମିନିଟ. କରିବା ତାହେଲେ ଷ୍ଟ୍ରେଚ ମାର୍କ ରୁ ମୁକ୍ତି ପାଇଁ ପରିଵା |

ଏହି ପରି ଭାବରେ ଘରେଇ ଉପଚାର ରେ ପ୍ରସ୍ତୁତ ପେଷ୍ଟ କୁ ବ୍ୟବହାର କରିକି ଆମେ ଷ୍ଟ୍ରେଚ ମାର୍କ ଜନିତ ସମସ୍ୟାକୁ ଦୁରେଇ ଦେଇ ପରିବା |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment