ଦର୍ଶକ ବନ୍ଧୁ ମଣିଷ ସବୁବେଳେ ସୁଖ ଦୁଃଖରେ ଗତି କରିଥାଏ | ହେଲେ ମଣିଷ କୁ ସବୁବେଳେ ଖୁସି ରହିବା ପାଇଁ କିଛି ଏମିତି ଉପାୟ ଅଛି ଯେ ଯାହାକୁ ଆପଣ ରାତିରେ ଶୋଇବା ପୂର୍ଵ ମାତ୍ରା କିଛି ସମୟ ବାହାର କରି ଜପନ୍ତୁ ଏହି ମନ୍ତ୍ର କୁ ଦେଖିବେ ଆପଣଙ୍କ ଜୀବନ ରେ କେବେ ବି ଦୁଃଖ ଆପଣଙ୍କ ପାଖକୁ ଆସିବନି | ଆଉ କେବେବି ଆପଣ ଟଙ୍କା ପଇସା ର ଅସୁବିଧାରେ ପଡିବେନି ଓ ଘରେ ମଧ୍ୟ ଅମଙ୍ଗଳ ଦେଖା ଦେବନି | ତାହାଲେ ଆସନ୍ତୁ ବନ୍ଧୁଗଣ ଆଜି ଜାଣିବା ହନୁମାନ ଙ୍କ ସେହି ମନ୍ତ୍ର ବିଷୟରେ ଯାହା ଶୋଇବା ପୂର୍ବରୁ ଜପ କରିବା ଦ୍ୱାରା ମଣିଷ ର ସମସ୍ତ ବିଘ୍ନ ଦୂର ହେବା ସହିତ ପାରିବାରିକ ସୁଖ ଶାନ୍ତି ମଧ୍ୟ ଲାଭ କରିବେ ହଁ ଦର୍ଶକ ବନ୍ଧୁ ତାହାଲେ ଜାଣନ୍ତୁ ହନୁମାନ ଙ୍କ ସେହି ମନ୍ତ୍ର ବିଷୟରେ |
ତେବେ ଆମେ ଜାଣିଛୁ କି ଶ୍ରୀରାମଚନ୍ଦ୍ର ଙ୍କ ପରମ ଭକ୍ତ ହେଉଛନ୍ତି ହନୁମାନ ସେ ମଙ୍ଗଳ ବାର ଦିନ ଜନ୍ମ ଗ୍ରହଣ କରିଥିଲେ ବୋଲି କୁହାଯାଇଛି | ତେବେ ସେହି ପରମ ଭକ୍ତ ହନୁମାନ ଙ୍କ କିଛି ଏମିତି ମନ୍ତ୍ର ରହିଛି ଯେ ଯାହାକୁ ରାତିରେ ଶୋଇବା ପୂର୍ବରୁ ଜପ କରିବା ଦ୍ୱାରା ସମସ୍ତ ସଙ୍କଟ ଦୂର ହେବା ସହିତ | ଆର୍ଥିକ ପରିସ୍ଥିତି ମଧ୍ୟ ଦୂର ହେଇଥାଏ ବୋଲି କୁହାଯାଏ | ତାହାଲେ ଆସନ୍ତୁ ଦର୍ଶକ ବନ୍ଧୁ ସେହି ମନ୍ତ୍ର ଟି ଜାଣିବା ଯେଉଁ ମନ୍ତ୍ର ଜପ କରିବା ଦ୍ୱାରା ସମସ୍ତ ସଙ୍କଟ ହନୁମାନ ଙ୍କ ଦ୍ୱାରା ଦୂର ହେଇଥାଏ | ତାହାଲେ ସେହି ମନ୍ତ୍ର ଟି ହେଉଛି |
ସଙ୍କଟ କୌଟୁ ମିଟଉ ସବ ପିରା
ଜୋ ସୁମିରୌ ହନୁ ମତ ବଲ ବୀରା
ତେବେ ଏହି ମନ୍ତ୍ର ଟି କୁ ଜପ କରିବା ଦ୍ୱାରା ଆପଣଙ୍କ ର ସମସ୍ତ ପ୍ରକାର ର ସଙ୍କଟ ଦୂର ହେଇଯିବ କୁହାଯାଉଥିବା ବେଳେ | ଏହାକୁ ରାତିରେ ଶୋଇବା ପୂର୍ବରୁ ମାତ୍ର କିଛି ସମୟ ବାହାର କରି ଏହି ମନ୍ତ୍ର ଟିକୁ ଜପ କରନ୍ତୁ ଦେଖିବେ ଏମିତି କରିବା ଦ୍ଵାରା ଆପଣଙ୍କ ଜୀବନରେ ସମସ୍ତ ପ୍ରକାରର ଦୁଃଖ ଆଉ ଅସୁବିଧା ଦୂର ହୋଇଯିବ |
ତାହା ବ୍ୟତୀତ ଆମେ ଜାଣିଛୁ କି ସମସ୍ତ ପ୍ରକାରର ଶଙ୍କଟ ରୁ ଆମ ମାନଙ୍କୁ ସେହି ଶଙ୍କଟ ମୋଚନ ହିଁ ରକ୍ଷା କରିଥାନ୍ତି ତେଣୁ ହନୁମାନ ଚାଳିଶା କୁ ମଧ୍ୟ ପାଠ କରିବା ଦ୍ଵାରା ଆମର ସବୁ ପ୍ରକାରର ଅସୁବିଧା ସବୁ ଦିନ ପାଇଁ ଦୂରେଇ ଯିବ |ତେବେ ରାତିରେ ପଢା ଯାଉଥିବା ମନ୍ତ୍ର ତି ହେଉଛି |
ଓଁ ନମଃ ହନୁମୋତେ ରୁଦ୍ରଵତାରାୟ,ବିଶ୍ଚରୁପାୟ
ଅମିତ ବିକ୍ରମାୟ, ପ୍ରକଟ ପରାକ୍ରମାୟ,ମୋହବୋଳାୟ
ସୂର୍ଯ୍ୟକୋଟି ସମପ୍ରଭମ,ରାମ ଦୁତାୟ ତ୍ସାହା
ଏହି ମନ୍ତ୍ର ଟିକୁ ଜପ କରିଲେ ସବୁ ପ୍ରକାରର ସମସ୍ୟା ଆପଣ ଙ୍କର ଦୂରେଇଯିବ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।