ଦର୍ଶକ ବନ୍ଧୁ ପ୍ରତେକ ମଣିଷ ର କାର୍ଯ୍ୟ ବ୍ୟସ୍ତ ତା ପାଇଁ ସେମାନେ ନିଜର କାର୍ଯ୍ୟ ରେ ଏତେ ବ୍ୟସ୍ତ ଥାନ୍ତି କି ସେମାନେ ନିଜ ଦେହ ଯତ୍ନ ନେବା ଭଳି କାର୍ଯ୍ୟ କରିବା ପାଇଁ ସେମାନେ ସମୟ ପାଇନଥାନ୍ତି | ତେବେ ରବିବାର ଯେହେତୁ ଛୁଟି ଦିନ ସେଥିପାଇଁ ଅଧିକାଂଶ ଲୋକ ଏହି ଦିନ ରେ ନିଜର କାମ କରିବା ପାଇଁ ସମୟ ପାଇଥାନ୍ତି | ହେଲେ ଏହି ଦିନ ରେ ନିଜର ଶରୀର କୌଣସି ଅଙ୍ଗ କୁ କାଟିବା କଥା ନୁହଁ ବୋଲି ଶାସ୍ତ୍ର ରେ କୁହାଯାଇଛି | ହଁ ବନ୍ଧୁ ଗଣ ଭାରତ ବର୍ଷ ରେ ଅଧିକାଂଶ ଲୋକ ରବିବାର, ସୋମବାର ଭଳି ଦିନରେ ନିଜର ନଖ ଓ ଚୁଟି କାଟିବା ଭଳି କାର୍ଯ୍ୟ କରିଥାନ୍ତି | ହେଲେ ଏପରି କରିବା ଦ୍ୱାରା ଆମର ଦାରିଦ୍ରତା ଦେଖା ଯିବା ସହିତ ଆମର ଅନେକ କ୍ଷତି ମଧ୍ୟ ହେଇଥାଏ | ତାହାଲେ ଆସନ୍ତୁ ଆଜି ଆମେ ଜାଣିବା କେଉଁ ବାର ରେ ଆମ ଶରୀର ନଖ ଓ ଚୁଟି କାଟିଲେ ଆମର କେବେ ଦାରିଦ୍ରତା ଦେଖା ଦେବନି |
ତେବେ ଆମ ଭାରତ ରେ ବହୁତ ଲୋକ ଏମିତି ଅଛି ଯେ ସେମାନେ ସେମାନଙ୍କ ସମୟ ଅନୁସାରେ ନିଜର କାର୍ଯ୍ୟ କରିଥାନ୍ତି | ଯେମିତି ଛୁଟି ଦିନ ମାନଙ୍କର ଭାରତ ର ଅଧିକାଂଶ ଲୋକ ନିଜର ଚୁଟି କାଟିଥାନ୍ତି, ଯେମିତିକି ଏହା କରିବା ଦ୍ୱାରା ନିଜର କ୍ଷତି ହେଇଥାଏ |ତାହାଲେ ଆଜି ଆପଣଙ୍କୁ ମୁ ସପ୍ତାହ ଦୁଇଟି ବାର କହିବି ଯେଉଁ ବାର ନଖ ଓ ଚୁଟି କାଟିବା ଦ୍ୱାରା ଆମର ଧନ ସମ୍ପତି ପ୍ରତି କିଛି ଖରାପ ପ୍ରଭାବ ପଡିନଥାଏ ଓ ବାଣିଜ୍ୟ ବ୍ୟବସାୟ ରେ ମଧ୍ୟ ଉନତି ହେଇଥାଏ |ତାହାଲେ ସେହି ଦୁଇଟି ବାର ହେଉଛି ବୁଧବାର ଓ ଶୁକ୍ରବାର ଏହି ଦୁଇଟି ବାର ଆମ ପାଇଁ ବହୁତ ଲାଭ ଦୟାକ ବୋଲି ଶାସ୍ତ୍ର ରେ କୁହାଯାଇଛି |
ତେବେ ଆମେ ଯଦି ସପ୍ତାହ ରେ ବୁଧବାର ଓ ଶୁକ୍ରବାର ରେ ଆମେ ନଖ ଓ ଚୁଟି କାଟିବା ଦ୍ୱାରା ଆମର କେବେ ବି ଦାରିଦ୍ରତା ଦେଖା ଦ ଦେବନି | ଯେହେତୁ ରବିବାର ସୂର୍ଯ୍ୟ ଦେବ ଙ୍କ ବାର ସେଥିପାଇଁ ଏହି ବାର ରେ ଆପଣ ନଖ କିମ୍ବା ଚୁଟି କାଟନ୍ତୁ ନାହିଁ ଓ ସୋମବାର ରେ ଶିବ ଙ୍କ ବାର ଏହି ଦିନରେ ମଧ୍ୟ ଏହିପରି କାର୍ଯ୍ୟ କରନ୍ତୁ ନାହିଁ | ଏହିପରି କରିବା ଦ୍ୱାରା ଭଗବାନ ଆମ ଉପରେ ତାଙ୍କର କୃପା ଦୃଷ୍ଟି ଫେରାଇ ନିୟନ୍ତି |ତେଣୁ ଭୁଲ ରେ ଏହି ଦିନ ମାନଙ୍କ ରେ ଚୁଟି କିମ୍ବା ନଖ କାଟନ୍ତୁ ନାହିଁ | ତେଣୁ ଆପଣ କିଛି ସମୟ ବାହାର କରି ବୁଧବାର ଓ ଶୁକ୍ରବାର ରେ ଆପଣଙ୍କ ନଖ କିମ୍ବା ଚୁଟି କାଟନ୍ତୁ ,ଏହି ଦିନ ମାନଙ୍କରେ ଚୁଟି କିମ୍ବା ନଖ କାଟିଲେ ଭଗବାନ କୃପା ଦୃଷ୍ଟି ଆପଣଙ୍କ ଉପରେ ରହିବ ଓ ଆପଣଙ୍କ ର କେବେ ଧନ ସମ୍ପତି ର ଅଭାବ ଦେଖା ଦେବନି |
ତେବେ ଏହି ଭଳି ନିୟମ କୁ ମାନି ଯଦି ଆମେ ନଖ ଓ ଚୁଟି କାଟିବା ତାହେଲେ କିଛି ବି ଆମର କ୍ଷତି ହେବନି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।