Swastik Tv News Odisha

ସପ୍ତାହରେ ୨ ଥର ପିଅନ୍ତୁ ( ଗ୍ୟାସ୍ ) ମୂଳରୁ ଶେଷ ହୋଇଯିବ | Home Remedies

0

ହଁ ଦର୍ଶକ ବନ୍ଧୁ ଏବେ ଗ୍ୟାସ, ଏସିଡିଟି କବଚ ଭଳି ସମସ୍ୟା ପ୍ରାୟ ପ୍ରତେକଙ୍କ ଘରେ ଦେଖା ଦେଉଛି | ତାହା ବ୍ୟତିତ ଏମିତି ଅନେକ ରୋଗ ଅଛି ଯାହା ପାଇଁ ଆମକୁ ଅନେକ ପ୍ରକାରର କଷ୍ଟ ମଧ୍ୟ ସହିବାକୁ ପଡୁଛି |ତେବେ ଖାଲି ଏତିକି ନୁହଁ ଦେହ ଦୁର୍ବଳ ଲାଗିବା, ଅଳସୁଆ ଭଳି ଲାଗିବା ଏମିତି ଅନେକ ସମସ୍ୟା ଲାଗି ରହିଥିବା ବେଳେ |ସେସବୁ ରୁ ମୁକ୍ତି ପାଇବା ପାଇଁ ମଧ୍ୟ ଆମେ ଚାହୁଁ, ସେଠି ପାଇଁ ଆମେ ମାନେ ଅନେକ ସମୟରେ ଡାକ୍ତର ଙ୍କର ପରାମର୍ଶ ଲଢ଼ିଥାଉ | ଆଉ ବିଭିନ୍ନ ପ୍ରକାରର ଔଷଧ ମଧ୍ୟ ଖାଇଥାଉ | ତେବେ ମୁଁ ଆଜି ଆପଣ ମାନଙ୍କୁ କିଛି ଏପରି ଘରେଇ ଉପଚାର ବିଷୟରେ ଜଣେଇବି ଯାହାକୁ ବ୍ୟବହାର କରିକି ଆପଣ ଏହି ଗ୍ୟାଷ୍ଟିକ ଓ ଏସିଡିଟି ଭଳି ସମସ୍ୟା ରୁ ସମ୍ପୂର୍ଣ୍ଣ ମୁକ୍ତି ପାଇପାରିବେ | ତାହେଲେ ଆସନ୍ତୁ ସେ ସବୁ ଘଟଣା ଉପରେ ଟିକିଏ ନଜର ପକାଇବା |

ତେବେ ଆମେ ଜାଣିଛୁ କି ସ୍ୱାସ୍ଥ୍ୟ ହିଁ ସମ୍ପଦ | ତେଣୁ ଆମେ ଆମର ସ୍ୱାସ୍ଥ୍ୟର ଯତ୍ନ ନେବା ନିହାତି ଆବଶ୍ୟକ, ତାହା ନମ୍ବର ହେଲେ ଆମକୁ ଅନେକ ପ୍ରକାରର ରୋଗର ସାମ୍ନା କରିବାକୁ ପଡିବ | ତେବେ ମୁଁ ଆଜି ଆପଣ ମାନଙ୍କୁ ଗୋଟିଏ ଏପରି ଘରେଇ ଉପଚାର ବିଷୟରେ ଜଣେଇବି, ଯାହାର ସମସ୍ତ ଉପକରଣ ଆପଣ ଆପଣଙ୍କର ଘରେ ପାଇପାରିବେ ଓ ଏହି ସବୁ ରୋଗରୁ ମୁକ୍ତି ପାଇପାରିବେ |

ଆବଶ୍ୟକୀୟ ଉପକରଣ :-

ପୁଦିନା ପତ୍ର, ଲେମ୍ବୁ, ଅଦା

ପ୍ରସ୍ତୁତି ପ୍ରଣାଳୀ :-

ତେବେ ଆମର ଏହି ଘରେଇ ଉପକରଣ ଟିକୁ ପ୍ରସ୍ତୁତ କରିବା ପାଇଁ ହେଲେ ଆମକୁ ପ୍ରଥମେ ଗୋଟିଏ କାଚ ଗ୍ଳାସ ର ଆବଶ୍ୟକତା ରହିଛି |ତାହା ବ୍ୟତୀତ ଆମେ ଗୋଟିଏ ଅଧା ଇଞ୍ଚ ଲମ୍ବ ର ଅଦା ନେଵା ଓ ତାହା ସହିତ ଲେମ୍ବୁ କୁ ଗୋଲ ଗୋଲ କରିକି କାଟି ମଞ୍ଜି ବାହାର କରିକି ରଖିବା | ତେବେ ଆମକୁ ଏହି ଘରେଇ ଉପଚାର ଟି ପ୍ରସ୍ତୁତ କରିବା ପାଇଁ ହେଲେ ପ୍ରଥମେ ଆମକୁ ଗୋଟିଏ କାଚ ଗ୍ଲାସ ରେ ପାଣି ପୂର୍ଣ୍ଣ କରିକି ନେବା | ତା ପରେ ଅଧା ଇଞ୍ଚ ଲମ୍ବ ରେ କାଟିଥିବା ଖଣ୍ଡ ଖଣ୍ଡ କରିକି ରଖିଥିଵା ଅଦାର ତିନି ରୁ 4 ଖଣ୍ଡ ପକାଇବା | ତାହା ପରେ ଆମେ ଗୋଲ ଗୋଲ କାଟିକି ରଖିଥିବା ଲେମ୍ବୁ ଖଣ୍ଡ କୁ ବି ସେହି ପାଣିରେ ପକାଇବା | ଆଉ ଶେଷରେ ଆମେ 6-7 ଟି ପୁଦିନା ପତ୍ର ପକାଇବା |ଆଉ ତାକୁ ଘୋଡ଼େଇକି 3-4 ଘଣ୍ଟା ରଖିଦେବା |

ବ୍ୟବହାର :-

ତେବେ ଆମେ ପ୍ରସ୍ତୁତ କରିଥିବା ପାଣିକୁ କେବଳ ଦିନରେ ବନେଇବା, କାରଣ ରାତିରେ ଏହି ପାଣିକୁ ବନାଇଲେ ଏହି ପାଣି ଖଟା ଲାଗି ପାରେ | ତାହେଲେ ଏହି ପ୍ରସ୍ତୁତ ପାଣି 3 ଘଣ୍ଟା ପରେ ତାହାର ରଙ୍ଗ ମଧ୍ୟ ବଦଳି ଯାଇଥିବ | ତାହା ପରେ ସେହି ପାଣିକୁ ଆମେ ଏକା ଥରକେ ନ ପିଇକି ଦୁଇ ରୁ ଚାରିଥର କରିକି ଦିନରେ ପିଇବା | ଆଉ ଦିନ 4 ତା ଯାଏ ପିଇ ପରିବା |

ତେବେ ଏହି ପରି ଭାବରେ ଆମେ ପ୍ରସ୍ତୁତ ପାଣିକୁ ବ୍ୟବହାର କରିକି ଗ୍ୟାଷ୍ଟିକ ଓ ଏସିଡିଟି ଭଳି ସମସ୍ୟାରୁ ମୁକ୍ତି ପାଇପାରିବା |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave A Reply

Your email address will not be published.